1 Juneରୁ ବଦଳିବାକୁ ଯାଉଛି ଏହି ବଡ ସବୁ ନିୟମ, ଏବେଠୁ ଜାଣି ରଖନ୍ତୁ

1 ରୁ ବଦଳିବ ଅନେକ ନିୟମ ସାଧାରଣ ଲୋକଙ୍କର ଦୈନଦିନ ଜୀବନ ଚଳଣି ରେ ପୁଣି ଦେଖାଯିବ କିଛି ପରିବର୍ତନ ତେବେ ନିୟମ ବଦଳିବା ତାଲିକାରେ ରହିଛି ବ୍ୟାଙ୍କିଙ୍ଗ ଇନକମ ଟ୍ୟାକ୍ସ ଗ୍ୟାସ ସିଲିଣ୍ଡର ଆଦି ଭଳି ଜରୁରୀ ଜିନିଷ ଜୁନ ପହିଲା ରୁ ବ୍ୟାଙ୍କ ଅଫ ବରଦା ରେ ଚେକ ପେମେଣ୍ଟ ପ୍ରକ୍ରିୟା ବଦଳିବାର ବ୍ୟବସ୍ତା ରହିଛି | ସରକାରୀ ତୈଳ କମ୍ପାନୀ ପ୍ରତିମାସ ଏଲ୍ପିଜି ଗ୍ୟାସ ସିଲିଣ୍ଡର ର ଦରଦାମ ବୃଦ୍ଧି କୁ ଅପଡେଟ କରନ୍ତି ତେଣୁକରି ଏଥିରେ ଭି ପରିବର୍ତନ ହୋଇପାରେ ଏଇ ସବୁ ସାଧାରଣ ଲୋକଙ୍କର ଦୈନଦିନ ଜୀବନରେ ଚାଲିଥିବା କାର୍ଯ୍ୟ ଏଥିରେ ପରିବର୍ତନ ହେଲେ ନିଶ୍ଚିତ ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ତେବେ ଆସନ୍ତୁ ଜାଣିବା କଣ କଣ ବଦଳିବ ଜୁନ 1 ତାରିଖରୁ |

ଏହି ମାସରେ ପିପିଏଫ ଏନଏସି କେବିପି ଏବଂ ସୁକନ୍ୟା ସମୃଦ୍ଧି ପରି ଖୁଦ୍ର ସଂଚୟ ଯୋଜନା ର ସୁଦ୍ଧ ହାର ରେ ପରିବର୍ତନ କରାଯିବ ଖୁଦ୍ର ସଂଚୟ ଯୋଜନାରେ ପ୍ରତ୍ୟେକ 3 ମାସରେ ସରକାର ନୂତନ ସୁଧହାର ପ୍ରୟୋଗ କରନ୍ତି ତେବେ 31 ମାର୍ଚ୍ଚ 2020 ରୁ 21 ଆର୍ଥିକ ବର୍ଷରେ ପୁରୁଣା ସୁଦ୍ଧ ହାର ରହିଥିଲା କିନ୍ତୁ ଏଇ ଜୁନ ମାସରେ ପୁଣି ନୂତନ ସୁଦ୍ଧ ହାର ଲାଗୁ କରାଯିବ | ବ୍ୟାଙ୍କ ଅଫ ବରଦା ଗ୍ରାହକଙ୍କ ପାଇଁ ଜୁନ 1 ରୁ ଚେକ ପେମେଣ୍ଟ ର ପ୍ରକ୍ରିୟାରେ ପରିବର୍ତନ କରିବ ଠକେଇ ର ଶିକାର ହେବାଭଳି ଅସୁବିଧାକୁ ଏଡେଇବା ପାଇଁ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ପଜେଟିଭ ପେ କନଫର୍ମେଶନ ବାଧ୍ୟତା ମୂଳକ କରାଯିବ |

ବାଙ୍କ ଅଫ ବରୋଦାର ଅଧିକାରୀଙ୍କ ଅନୁସାରେ ଗ୍ରାହକଙ୍କୁ ଯଦି 2 ଲକ୍ଷ ବା ତାଠାରୁ ଅଧିକ ଟଙ୍କାର ଚେକ କାମ କରିବାକୁ ପଡେ ତେବେ ପଜେଟିଭ ପେ ସିଷ୍ଟମ ଅନ୍ତର୍ଗତ ଚେକ ରେ ସବୁ ତଥ୍ୟ ନିଶ୍ଚିତ ଭରିବାକୁ ପଡିବ | 1 ଜୁନ ରୁ ଏଲ୍ପିଜି ସିଲିଣ୍ଡର ର ଦର ଦାମ ରେ ପରିବର୍ତନ ହୋଇପାରେ କାହିଁକି ନା ଅନେକ ସମୟରେ ତୈଳ କମ୍ପାନୀ ଦ୍ୱାରା ମାସକୁ ଦୁଇ ଦୁଇ ଥର ଦର ଦାମ ପରିବର୍ତନ ହେଉଛି ତେଣୁକରି ଅନୁମାନ କାରାଯାଉଛି ଯେ ଜୁନ 1 ରୁ ଗ୍ୟାସ ସିଲିଣ୍ଡର ର ଦର ଦାମ ରେ ଭି ପରିବର୍ତନ ହୋଇପାରେ |

ବର୍ତମାନ ଦିଲ୍ଲୀରେ 14.2 କେଜି ଏଲ୍ପିଜି ସିଲିଣ୍ଡର ର ମୂଲ୍ୟ 809 ଟଙ୍କା ରହିଛି ହୁଏତ ନୂତନ ମୂଲ୍ୟ ଧାର୍ଯ୍ୟ ହୋଇପାରେ କିମ୍ବା ସେଇ ସମାନ ମୂଲ୍ୟ ରହିପାରେ କାନାରା ବ୍ୟାଙ୍କ ଉଏବସାଇଟ ର ସୂଚନା ଅନୁସାରେ ଜୁଲାଇ 1 ରୁ ବ୍ୟାଙ୍କ ର ଆଇଏଫସି କୋଡ଼ ରେ ପରିବର୍ତନ କରିବ ସିଣ୍ଡିକେଟ ବ୍ୟାଙ୍କ ଗ୍ରାହାକ ମାନଙ୍କୁ 30 ଜୁନ ସୁଦ୍ଧା ନୂତନ ଆଇଏଫସି କୋଡ଼ ଅପଡେଟ କରିବାକୁ ପରାମର୍ଶ ଦେଇଛି | ତେଣୁ କରି ନୂଆ ଆଇଏଫସି କୋଡ଼ ଜାଣିବାପାଇଁ କାନାରା ବ୍ୟାଙ୍କ ର ଅଫିସିଆଲ ଉଏବସାଇଟ କୁ ଯାଇ ସୂଚନା ପାଇ ପାରିବେ |

ଜାଣିରଖନ୍ତୁ ସିଣ୍ଡିକେଟ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ବର୍ତମାନ ମିଶ୍ରିତ ହୋଇ ରହିଛି | ଆୟକର ବିଭାଗର ଇ ଫାଇଲ ପର୍ଟଲ ଜୁନ 1 ରୁ 6 ପର୍ଯ୍ୟନ୍ତ କାମ କରିବ ନାହିଁ କାହିଁକି ନା ଜୁନ 7 ତାରିଖରୁ ଆୟକର ବିଭାଗ ଟିକସ ଦାତା ମାନଙ୍କ ପାଇଁ ଏକ ନୂତନ ଆୟକର ଇ ଫାଇଲ ପର୍ଟଲ ଲଞ୍ଚ କରିବେ ଆୟକର ନିର୍ଦେଶାଳୟ ଅନୁଯାୟୀ ଆଇଟିଆର ପୂରଣ କରିବାର ଅଫିସିଆଲ ଉଏବସାଇଟ 7 ଜୁନ ରୁ ବଦଳି incometax.gov.in ହେବ ବର୍ତମାନ ଏହା ଇନକମ ଟ୍ୟାକ୍ସ ଇଣ୍ଡିଆର .gov.in ରହିଛି ତେବେ ଏହି ସବୁ କ୍ଷେତ୍ର ରେ ଜୁନ 1 ତାରିଖରୁ କିଛି ନୂଆ ନିୟମ ଲାଗୁ କରାଯିବ |