10 କୋଟିର ଅଫରକୁ ପାଦରେ ଆଡେଇ ଦେଲେ Pushpa ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନ, ଏହା ପଛର କାରଣ ଜାଣିକି ହେଇଯିବେ ତାଙ୍କ ଫ୍ୟାନ…

ନମସ୍କାର ବନ୍ଧୁଗଣ ଚର୍ଚ୍ଚାକୁ ଫେରିଲେ ସାଉଥ୍ ସୁପରଷ୍ଟାର ପୁଣି ଫ୍ୟାନଙ୍କ ମନ କଣିଲେ ଅଲୁ ଅର୍ଜୁନ ଗୁଟୁଖା ପରେ ମଦ ବିଜ୍ଞାପନକୁ ନା ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ ରୀଲ୍ ନୁହେଁ ରିୟଲ ଲାଇଫରେ ଫ୍ୟାନମାନଙ୍କ ମନ ଜିଣିଛନ୍ତି ଏହି ହ୍ୟାଣ୍ଡସମ୍ ହଙ୍କ ନିକଟରେ ଅଲୁ ଅର୍ଜୁନ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି ଏଭଳି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ଅଲୁ ଅର୍ଜୁନ ପୂର୍ବରୁ ଏକ ପାନ ମସଲାର ବିଜ୍ଞାପନ କରିବାକୁ ମନା କରିଦେଇଥିଲେ ଏହି ବିଜ୍ଞାପନ ପାଇଁ ଅଲୁ ଅର୍ଜୁନଙ୍କୁ ମୋଟା ଅଙ୍କର ଟଙ୍କା ଅଫର୍ କରାଯାଇଥିଲା ହେଲେ ସେ ଉକ୍ତ ପାନ ମସଲା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ମନା କରିଦେଇଥିଲେ ଆଉ ଏବେ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ପାଇଥିବା କୋଟି କୋଟି ଟଙ୍କା ଅଫର୍ କୁ ବି ମନା କରିଦେଇଛନ୍ତି |

ସୋସିଆଲ ମିଡିଆରେ ଏହି ଖବର ୟୁଜର ଜାଣିବା ପରେ ଅଲୁ ଅର୍ଜୁନଙ୍କୁ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି ଲେଖକ ତଥା ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ଏମ ବିଜୟ ବାଲାନ୍ ଟୁଇଟ୍ କରି କହିଛନ୍ତି ଏକ ଗୁଟୁଖା ଏବଂ ମଦ କମ୍ପାନୀର ବିଜ୍ଞାପନ କରିବାକୁ ପାଉଥିବା ୧୦ କୋଟି ଟଙ୍କାର ଅଫର୍ କୁ ପ୍ରତ୍ୟାଖାନ କରି ଦେଇଛନ୍ତି ଅଲୁ ଅର୍ଜୁନ |

ଅନ୍ୟମାନେ ତାଙ୍କୁ ଅନୁସରଣ କରିବା ଆବଶ୍ୟକ ଏହା ସହିତ ଅଲୁ ଅର୍ଜୁନ ଏବେ ବ୍ରାଣ୍ଡ ପ୍ରମୋସନ୍ ପାଇଁ ସାଢେ଼ ୭ କୋଟି ଟଙ୍କା ନେଉଛନ୍ତି ବୋଲି ଏମ ବିଜୟ ବାଲାନ୍ ଲେଖିଛନ୍ତି। ସୂଚନା ଅନୁଯାୟୀ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ସାହାରୁଖ୍ ଖାନ୍ ଓ ଅଜୟ ଦେବଗନ୍ ପାନ ମସଲା ବିଜ୍ଞାପନରେ କାମ କରିସାରିଛନ୍ତି ଏହାକୁ ନେଇ ସେମାନଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି ଅନ୍ୟ ପକ୍ଷରେ ଅମିତା ବଚ୍ଚନ ପାନ ମସଲା ବିଜ୍ଞାପନ କରିବାକୁ ମନା କରିଦେଇଥିଲେ।