ଅନେକ ମହତ୍ବପୂର୍ଣ ପରୀକ୍ଷା ରେ ଆପଣ ଙ୍କ ର ଜ୍ଞାନ ର ପରୀକ୍ଷା ନେବାକୁ ଲୋକେ ଅନେକ ବଡ଼ ବଡ଼ ପ୍ରଶ୍ନ ଉତ୍ତର ର ସମୁଖୀନ କରିଥାନ୍ତି ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ବିଷୟ ରେ କହିବାକୁ ଯାଉଛୁ ଯାହା କି ଅଧିକାଂଶ ପରୀକ୍ଷା ରେ ପଚରାଯାଇଥାଏ I
1.ଭାରତ ରେ ବ୍ରିଟିଶ ସାମ୍ରାଜ୍ୟ ର ସଂସ୍ଥାପକ କିଏ ଥିଲେ ?ଉତ୍ତର – ଲର୍ଡସ ରବର୍ଟ କ୍ଳୀବ
2.ଲୁହା କେଉଁ ରାଜ୍ୟ ରେ ଅଧିକ ମିଳିଥାଏ ? ଉତ୍ତର – ଝାରଖଣ୍ଡ ରେ
3.ଦୁନିଆ ରେ ସବୁଠାରୁ ଉଚ୍ଚଅଟାରେ ଥିବା ପୋଖରୀ କେଉଁଠାରେ ରହିଛି ? ଉତ୍ତର – ଟିଟିକାକା ପୋଖରୀ
4.ତମ୍ବାଖୁ ର ଧୁଆ ରେ କେଉଁ ହାନିକାରକ ତତ୍ୱ ରହିଥାଏ ? ଉତ୍ତର – ନିକୋଟିନ
5.ଇଟାଲୀ ର ଚାଉଳ ଚାଷ ପାଁଇ କେଉଁ ନଦୀ ପ୍ରସିଦ୍ଧ ଅଟେ ?ଉତ୍ତର – ପୋ ନଦୀ ଘାଟି
6.କେଉଁ ମୁଗଲ ସମ୍ରାଟ ଙ୍କ ସହ ରେ ଚିତ୍ରକଳା ନିଜ ର ଚରମ ସୀମା ରେ ପହଞ୍ଚିଥିଲା ? ଉତ୍ତର – ଜାହାଙ୍ଗୀର
7.100 ଟଙ୍କିଆ ନୋଟ ପଛ ରେ ଥିବା ଫୋଟୋ କେଉଁ ପର୍ବତ ଅଟେ ? ଉତ୍ତର କଂଚନଜଙ୍ଘା ପର୍ବତ
8.ପୃଥିବୀ ର ପ୍ରାକୃତିକ ଉପଗ୍ରହ କେଉଁଟି ? ଉତ୍ତର – ଚନ୍ଦ୍ରମା
9.ଗାନ୍ଧୀ ଫିଲ୍ମ ରେ ଗାନ୍ଧୀ ଙ୍କ ର ଭୂମିକା ରେ କିଏ ଅଭିନୟ କରିଥିଲେ ? ଉତ୍ତର ବେନ କିଂସ୍ଲେ I
10.ଶିକ୍ଷ୍ୟା ଦିବସ କେବେ ପାଳିତ ହେଇଥାଏ ? ଉତ୍ତର – 5 ସେପ୍ଟେମ୍ବର
11. ଜାପାନ ରେ ପରମାଣୁ କେବେ ପଡିଥିଲା ? ଉତ୍ତର- 1945 ରେ