13 ବର୍ଷ ବୟସରେ ହିଁ ସନି ଲିୟନିଙ୍କର ଥିଲା ଏପରି ଅଭ୍ୟାସ ଯାହାକୁ ଭାରତୀୟ ସଂସ୍କୃତି ରେ ଅଶ୍ଳୀଳତା ବୋଲି କୁହାଯାଇଥାଏ, ଲୋକ ଯାହାକୁ ପାପ କହନ୍ତି

ଆଜିକାଲି ଆଡଲ୍ଟ ଜଗତ ର କଳାକାର ମିୟା ମଲକୋଵା ଙ୍କ ବିଷୟ ରେ ଚର୍ଚା ଜୋର ଧରିଛି I ସେ ସନି ଲିୟନି ଙ୍କ ପରେ ଦ୍ୱିତୀୟ ଯିଏ କି ଜଣେ ଆଡଲ୍ଟ ଜଗତ ର ଲୋକପ୍ରିୟ କଳାକାର ଅଟନ୍ତି I

ସନି ଲିୟନି 2012 ରେ ଡ଼ାଇରେକ୍ଟର ପୂଜା ଭାଟ ଙ୍କ ଫିଲ୍ମ ଜିସମ 2 ରେ ବଲିଉଡ ରେ ଏଣ୍ଟ୍ରି କରିଥିଲେ I ଏହା ପରେ ସେ ବଲିଉଡ ରେ ନିଜ ର କ୍ୟାରିୟର କରିପାରିଥିଲେ I ସେ ବିଗ ବସ 5 ରେ ବି ସାମିଲ ହେଇଛନ୍ତି I ଏକ ଏପିସୋଡ଼ ସମୟ ରେ ଫିଲ୍ମ ର ରାଇଟର ମହେଶ ଭାଟ ସୋ ରେ ଆସିଥିଲେ ଏବଂ ସେ ସନି ଙ୍କୁ ଫିଲ୍ମ ଜିସମ 2 ରେ ସାଇନ କରିବାକୁ କହିଥିଲେ I

ସନି ଲିୟନି ଙ୍କ ର ଜନ୍ମ 1981 ମସିହା ଅଟେ I ସେ ସାନିୟା ଅକଟାରିୟା , କାନାଡ଼ା ରେ ରହୁଥିଲେ କିନ୍ତୁ ଏକ ପଂଜାବୀ ଶିଖ ପରିବାର ରେ ସେ ଜନ୍ମ ତାଙ୍କ ମା ଜଣେ ହାଉସୱାଇଫ ଓ ପିତା ଜଣେ ଇଂଜିନିୟର ଥିଲେ I ତାଙ୍କ ର ଜଣେ ଭାଇ ବି ଥିଲେ I ତାଙ୍କ ନାମ ସନ୍ଦୀପ ସିଂ ଅଟେ I ସେ ଆମେରିକା ରେ କାମ କରୁଛନ୍ତି I

ସନି ଲିୟନି ନିଜେ ଏହା ପ୍ରକାଶ କରିଛନ୍ତି କି ସେ ମାତ୍ର 13 ବର୍ଷ ବୟସ ରୁ ହିଁ ସେକ୍ସୱାଲ ଅଟନ୍ତି I ଏହା ସେ ଅଡିଆନ୍ସ ଙ୍କ ସମୁଖ ରେ ପ୍ରକାଶ କରିଛନ୍ତି I ଏବଂ ସେ ଏହା ବି କହିଛନ୍ତି 16 ବର୍ଷ ବୟସ ରେ ଜଣେ ଯୁବକ ଙ୍କୁ ତାଙ୍କ ସହ ପ୍ରେମ ହେଇଥିଲା ସେ ଯୁବକ ହାଇସ୍କୁଲ ରେ ବାସ୍କେଟ ବଲ ଖେଳୁଥିଲେ I

ତାଙ୍କ ର ବୟସ ମୋ ବୟସ ର ଥିଲା ଦୁହେଁ ପରସ୍ପର କୁ ପସନ୍ଦ ବି କରୁଥିଲେ I ଏବଂ ସନି ଲିୟନି ଯାହା କିଛି ବି କରିଛନ୍ତି ସେଥିପାଇ ସେ କୌଣସି ବି ଅନୁତପ୍ତ ନୁହନ୍ତି I କାରଣ ଆଜି ତାଙ୍କ ର ଜୀବନସାଥୀ ଙ୍କ ସହ ସେ ବେଶ ଖୁସି ରେ ଅଛନ୍ତି I