ନମସ୍କାର ଦର୍ଶକବନ୍ଧୁ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ ସେହି ପରିବର୍ତ୍ତନ ପାଇଁ ମଣିଷ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ। ଏମିତିରେ ଦୁଃଖ ନଥିଲେ ସୁଖର ଆନନ୍ଦ ମିଳି ପାରିନଥନ୍ତା। ବାସ୍ତବରେ ମନୁଷ୍ୟ ଜୀବନରେ ଏହି ପରିବର୍ତ୍ତନ ସବୁ ଗ୍ରହମାନଙ୍କ ପାଇଁ ହୋଇଥାଏ। ଗ୍ରହ ଓ ନକ୍ଷତ୍ରମାନଙ୍କ ଗତି ବିଧିରେ ପରିବର୍ତ୍ତନରେ ମନୁଷ୍ୟର ରାଶି ଉପରେ ପ୍ରଭାବ ପଡିଥାଏ। ତେବେ ୧୫ ବର୍ଷପରେ ଆସନ୍ତା କାଲି ଠାରୁ ଶନିଦଶାରୁ ମୁକ୍ତ ପାଇବାକୁ ଯାଉଛନ୍ତି ଏହି ୬ ଗୋଟି ରାଶି।
ଆସନ୍ତା କାଲିଠାରୁ ଏହି ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ ଆସିବାକୁ ଯାଉଛି। ଯାହା ଫଳରେ ସନିଦେବ ଏହି ୬ ଟି ରାଶି ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି ଓ ସେହି ରାଶିର ବ୍ୟକ୍ତିମାନଙ୍କୁ ଅପର ଧନ ପ୍ରାପ୍ତିର ସୁଯୋଗ ପ୍ରଦାନ କରିବେ। ଆସନ୍ତୁ ଜାଣିବା ସେହି ୬ ଟି ରସିମାନଙ୍କ ବିଷୟରେ ଯାହାଙ୍କ ଉପରେ ସନିଦେଵଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।
ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ସନିଦେବଙ୍କ କୃପାରୁ ଅଟକି ରହିଥିବା କାମ ବା ଅସମ୍ପୂର୍ଣ୍ଣ ରହିଥିବା କାମ ପୁଣିଥରେ ଆରମ୍ଭ ହୋଇଯିବ। ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ବୋହୁତ ଜଲ୍ଦୀ ଚାକିରୀ ମିଳିଯିବ। ଏହା ସହିତ ପରିବାରରେ ଖୁସିର ମାହଲ ଲାଗି ରହିବ। ସନିଦେବଙ୍କ ଆଶ୍ରିବାଦରୁ ଏହି ବ୍ୟକ୍ତିମାନଙ୍କୁ ବେପାର ବାଣିଜ୍ୟର କ୍ଷେତ୍ରରେ ବୋହୁତ ଧନ ଲାଭ ହେବ। ଆପଣ ନିଜ ଜୀବନସାଥୀଙ୍କ ସହିତ ବୋହୁତ ଭଲ ସମୟ ବ୍ୟତୀତ କରିବେ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି କାମରୁ ସଫଳତା ପାଇବେ।
ଅଭାବ ଦୂରେଇ ଯିବ ଓ ବନ୍ଧୁ ବର୍ଗରେ ସମ୍ମାନିତ ହେବେ। ଆୟର ବୃଦ୍ଧିପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯାହା ବିଷୟରେ ଆମେ ଆଲୋଚନା କରୁଛନ୍ତି। ସେହି ରାଶିଗୁଡ଼ିକ ହେଉଛନ୍ତି ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି, କୁମ୍ଭ ରାଶି,ଏବଂ ମୀନ ରାଶି। ଆଗକୁ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବାକୁ ଯାଉଛି।
15 ବର୍ଷ ପରେ ଶନିଦୋଷରୁ ମୁକ୍ତି ପାଉଛନ୍ତି ଏହି 6ଟି ରାଶିର ଲୋକ, Sanidev ଙ୍କର ମିଳିଲା ଆସରିବାଦ
