ବଲିଉଡ ରେ ଅନେକ କଳାକାର ଅଛନ୍ତି , ଯାହା ଙ୍କ କ୍ୟାରିୟର ହିଟ ରହିଛି I କିନ୍ତୁ ଆଜି ଆମେ ଏପରି ଜଣେ କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛେ ଯିଏ କି 15 ବର୍ଷ ହେବ ଗୋଟେ ବି ଫିଲ୍ମ ହିଟ ହେଇନାହିଁ I ଏବଂ ତାଙ୍କ ର ଫିଲ୍ମ ହିଟ ନ ହେଇକି ବି ତାଙ୍କୁ ଫିଲ୍ମ ରେ କାମ ମିଳିଥାଏ I ଏହି ଅଭିନେତା ଙ୍କ ର ଫିଲ୍ମ ତ ଏପରି ଲାଗିଥାଏ ଯେପରି କି ଫ୍ଲପ ହେଇଯିବ କିନ୍ତୁ ହେଇ ନ ଥାଏ I
ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ ଆଲୋଚନା କରୁଛେ ସେ ହେଉଛନ୍ତି ବିବେକ ଓବରାୟ I ବିବେକ ଙ୍କ ବିଷୟ ରେ ଆପଣ ବେଶ ଭଲ ଭାବ ରେ ଜାଣିଥାନ୍ତି I ତାଙ୍କୁ ଫ୍ଲପ କଳାକାର ନାମ ରେ ବି ଲୋକେ ଜାଣିଥାନ୍ତି I
ବିଗତ 15 ବର୍ଷ ହେବ ବିବେକ ଙ୍କ ର ଗୋଟେ ବି ଫିଲ୍ମ ହିଟ ହେନାହିଁ I କିନ୍ତୁ ତାଙ୍କ ର ଫିଲ୍ମ କ୍ରିସ – 3 ଖୁବ ସଫଳ ହେଇଥିଲା I କିନ୍ତୁ ଲୋକେ ଆଶ୍ଚଯ୍ୟ ହେବାର କିଛି କାରଣ ନାହିଁ ଆଜି ତାଙ୍କ ର ଜନ୍ମଦିନ ନୁହେଁ କି ସେପରି କିଛି ସ୍ପେଶାଲ ଦିନ ନୁହେଁ I ଏହି ଅଭିନେତା ସର୍ବଦା ଫ୍ଲପ ହେଇକି ବି ଆଜି ଖୁବ ଧନୀ ଅଟନ୍ତି I ଯାହା ଦ୍ୱାରା କି ସାଧାରଣ ଜନତା ଙ୍କ ର ସହାୟତା କରିଥାନ୍ତି I
ସହିଦ ସୈନିକ ଙ୍କ ର ପରିବାର ଙ୍କୁ ସହାୟତା
ବିବେକ ଓବରାୟ ସେତେବେଳେ ଚର୍ଚା କୁ ଆସିଥିଲେ ଯେତେବେଳେ ମୁମ୍ବାଇ ରେ ଥାଣେ ପହଂଚିକି ସହିଦ ସୈନିକ ପରିବାର କୁ 25 ଗୋଟି ନୂଆ ଫ୍ଲାଟ ଦେଇଥିଲେ I ବିବେକ ଏକ ଧନୀକ ଶ୍ରେଣୀ ର ବ୍ୟକ୍ତି ଅଟନ୍ତି I ତାଙ୍କ ପାଖ ରେ ଧନ ର କୌଣସି ଅଭାବ ନାହିଁ I
ଅର୍ଥାତ କହିବାକୁ ଗଲେ ତାଙ୍କ ର କୋମଳ ହୃଦୟ ର ଭାବନା କାରଣ ରୁ ସେ ଅନେକ ଲୋକ ଙ୍କୁ ସହାୟତା କରିଥାନ୍ତି I ବିବେକ ଙ୍କ ର ଏହି କାର୍ଯ୍ୟ ରେ ତାଙ୍କ ଫ୍ୟାନ୍ସ ମାନେ ଖୁବ ଖୁସି ହେଇଛନ୍ତି I ଏବଂ ଏହି ପ୍ରଶ୍ନ ବି କରୁଛନ୍ତି କି ବିବେକ ଙ୍କ ପାଖ ରେ ଏତେ ଟଙ୍କା କୁଆଡୁ ଆସିଲା I
90 କୋଟି ଟଙ୍କା ସମ୍ପତି
ବିବେକ 1 କୋଟି 40 ଲକ୍ଷ୍ୟ ଡଲାର ସମ୍ପତି ର ମାଲିକ ଅଟନ୍ତି ଅର୍ଥାତ ଭାରତୀୟ ମୁଦ୍ରା ରେ ଏହା 90 କୋଟି ପ୍ରପର୍ଟି ର ମହିଳ ଅଟନ୍ତି I ବିବେକ ଏକ ଫିଲ୍ମ ପାଁଇ 4 କୋଟି ଟଙ୍କା ନେଇଥାନ୍ତି I ତାଙ୍କ ର ଏକ ପ୍ରଡକ୍ସନ ହାଉସ ବି ରହିଛି I ଯାହା କି ଖୁବ ଭଲ ଚାଲିଛି I ବିବେକ ଙ୍କ ପାଖ ରେ ଧନ ର କୌଣସି ଅଭାବ ନାହିଁ I ଦେଖିବାକୁ ଜଳାଏ ସେ ଅନେକ ଫିଲ୍ମ ରେ ଆକ୍ଟିଙ୍ଗ କରିଛନ୍ତି କିନ୍ତୁ କ୍ରିସ 3 ରେ ସେ ସୁପର ହିଟ ହେଇଥିଲେ I