ନମସ୍କାର ବନ୍ଧୁଗଣ ଆପଣମାନେ ଦେଖୁଥିବେ କି ବର୍ତ୍ତମାନ ସମୟରେ ବୋହୁତ ସେଲିବ୍ରିଟି ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଆଜି ଆସନ୍ତୁ ଏମିତି କିଛି ସେଲିବ୍ରିଟି ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ଆଗାମୀ ଦିନମାନଙ୍କରେ ବିବାହ କରିବା ପାଇଁ ଯାଉଛନ୍ତି।
ଛନ୍ଦିତା
ଛନ୍ଦିତାଙ୍କୁ ଆପଣମାନେ ପ୍ରଥମେ ତୋ ଅଗଣର ତୁଳସୀ ମୁଁ ଧାରାବାହିକରେ ଅଭିନୟ କରିଥିବାର ଦେଖିଥିଲେ। ଛନ୍ଦିତାଙ୍କୁ ଆପଣମାନେ ତାଙ୍କୁ ତାରାତାରିଣୀ ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ। ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ତେବେ ଏକ ଇଣ୍ଟର୍ଭ୍ୟୁରେ କହିଛନ୍ତି କି ସେ ଆଗାମୀ ଦିନମାନଙ୍କରେ ବା ଏହି ୨୦୨୧ ରେ ବିବାହ କରିବେ।
ଲିପ୍ସା ମିଶ୍ର
ଲିପ୍ସା ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ବୋହୁତସାରା ଧାରାବାହିକ, ଫିଲ୍ମ ଓ ଆଲବମ୍ ରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଜିସାର୍ଥକ ରେ ପ୍ରସାରିତ ହେଉଥିବା ହେ ପ୍ରଭୁ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଇଏ ହେଉଛନ୍ତି ଲିପ୍ସା ମିଶ୍ରଙ୍କ ବୟେଫ୍ରେଣ୍ଡ୍। ସେ ଆଗାମୀ ଦିନମାନଙ୍କରେ ବିବାହ କରିବେ। ଏହି କଥା ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ।
ଅମର ଓ ଜେସୀ
ତୁ ମୋ ଜୀବନସାଥି ଧାରାବାହିକରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଆଦି ଓ ଭକ୍ତିଙ୍କ ପ୍ରକୃତ ନାମ ହେଉଛି ଅମର ଓ ଜେସୀ। ଓଲିଉଡର ଏହି ଜବରଦସ୍ତ ଯୋଡିକୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ହିଁ ପରସ୍ପରକୁ ଭଲପାଇ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ଅମର ଓ ଜେସୀ।
ଅଶ୍ୱିନୀ ଓ ପ୍ରେରଣା
ଅଶ୍ୱିନୀ ଓ ପ୍ରେରଣାଙ୍କୁ ଆପଣମାନେ ବୋହୁତସାରା ରିୟାଲିଟି ସୋରେ ଆଂକରିଂ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଜବରଦସ୍ତ ଆଙ୍କର ଅଶ୍ୱିନୀ ଓ ପ୍ରେରଣା ବର୍ତ୍ତମାନ ସମୟରେ ପରସ୍ପରକୁ ଭଲପାଉଛନ୍ତି। ଆଗାମୀ ଦିନମାନଙ୍କରେ ନିଶ୍ଚିତ ଭାବରେ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି।
ସାଇ ଓ ସାରା
ଏହି ଯୋଡିକୁ ଆପଣମାନେ ବୋହୁତସାରା ଧାରାବାହିକରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ସାଇଙ୍କୁ ଆପଣମାନେ ବର୍ତ୍ତମାନ ସମୟରେ କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ସାଇ ଓ ସାରା ପରସ୍ପରଙ୍କୁ ସୁଟିଂ ସେଟ୍ ରୁ ହିଁ ଭଲ ପାଇଛନ୍ତି ଏବଂ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି।
ଆଶିଷ ଓ ଶ୍ରଦ୍ଧା
ବନ୍ଧୁଗଣ ଆଶିଷ ଓ ଶ୍ରଦ୍ଧାଙ୍କୁ ଆପଣମାନେ ବୋହୁତସାରା ଧାରାବାହିକରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଏହି ଯୋଡି ବି ବର୍ତ୍ତମାନ ସମୟରେ ପରସ୍ପରକୁ ଭଲପାଉ ଥିବାର ନଜର ଆସିଛନ୍ତି। ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ଆଶିଷ ଓ ଶ୍ରଦ୍ଧା।
ରାଜରାଜେଶ୍ ଓ ଶ୍ରଦ୍ଧା ପାଣିଗ୍ରାହୀ
ରାଜରାଜେଶ୍ ଓ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଆପଣମାନେ ବୋହୁତସାରା ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଏହି ଯୋଡି ଗତବର୍ଷ ନିର୍ବନ୍ଧ କରିସାରିଛନ୍ତି। ପରସ୍ପରକୁ ଭଲପାଇ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି। କିନ୍ତୁ ଗତ କିଛିଦିନ ହେବ ଏହି ଯୋଡି ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ବୋଲି ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ପ୍ରଚାର ହେବାକୁ ଲାଗିଛି। କିନ୍ତୁ ଏହାର ସତ୍ୟାସତ୍ୟ ଠିକ୍ ରେ ଜଣାପଡିନାହିଁ।
ଲିପି ମହାପାତ୍ର
ବନ୍ଧୁଗଣ ଲିପି ମହାପାତ୍ରଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ବହୁତ ଆଲବମ୍, ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଛନ୍ତି। ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ଲିପି ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି। ହେଲେ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ବୋଲି ଲିପି କହିଛନ୍ତି ତାଙ୍କ ମାଆ। ତାରାତାରିଣୀ ଧାରାବାହିକରେ ତାଙ୍କର ବୋହୁତ ସୁନ୍ଦର ଅଭିନୟ ଦେଖିଥିଲେ ଆପଣମାନେ। ବର୍ତ୍ତମାନ ସମୟରେ ଆପଣ ଲିପିଙ୍କୁ ଏକ ନୂଆ ଧାରାବାହିକରେ ଦେଖିବାକୁ ପାଉଛନ୍ତି।
ବୁଦ୍ଧାଦିତ୍ୟ ମହାନ୍ତି
ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ତାଙ୍କର ଅଭିନୟ ଦ୍ଵାରା ଓଲିଉଡ ଜଗତରେ ତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ୪୪ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାଁନ୍ତି। ଆଗୁକୁ ସେ କେବେ ବାହା ହେବ ଏହା କେହି ଜାଣିନାହାନ୍ତି।