ଭାରତ ରେ ଏପରି ଯେଉଁମାନଙ୍କ ଘରେ ଝିଅ ଜନ୍ମ କୁ ନେଇ ସେମାନେ ଖୁସି ନାହାନ୍ତି I କିନ୍ତୁ ଆଜି ସମୟ ବଦଳି ଯାଇଛି ଓ ସମୟ ସହ ସମାଜ ମଧ୍ୟ ବଦଳି ଯାଇଛି I କାରଣ ଝିଅ ବିବାହ ସମୟ ରେ ଯୌତୁକ ଜନିତ ଯେଉଁ ଟଙ୍କା ଖର୍ଚ୍ଚ ହେଇଥାଏ ଯାହା କୁ ନେଇ ଲୋକେ ଚିନ୍ତିତ ରହିଥାନ୍ତି I ଏହା କୁ ନେଇ ଝିଅ ଘର ପରିବାର ଲୋକେ ଉଦାସ ହେଇଥାନ୍ତି I କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ ଆପଣ ଙ୍କୁ କହିବାକୁ ଯାଉଛି ସେ ପ୍ରାୟ 3000 ବେସାହାରା ଯୁବତୀ ଙ୍କ ର ବିବାହ କରାଇଛନ୍ତି I ସେ ଜଣେ ହୀରା ବ୍ୟବସାୟୀ ଅଟନ୍ତି I
ପ୍ରାୟ 3000 ଯୁବତୀ ଙ୍କ ର ବିବାହ କରାଇ ସାରିଛନ୍ତି
23 ଡିସେମ୍ବର ରେ 261 ଯୁବତୀ ଙ୍କ ର ବିବାହ କରାଇଥିବା ଏହି ହୀରା ବ୍ୟବସାୟୀ ମହେଶ ଭାଇ ସାବନି ଅଟନ୍ତି I ଏହି ବିବାହ ରେ 6 ମୁସଲିମ ଧର୍ମ ର ଓ 3 ଈସାଈ ଧର୍ମ ର ଥିଲେ I ମହେଶ ବାବୁ ବିଗତ 9 ବର୍ଷ ହେବ ଏପରି ବିବାହ କରାଉଛନ୍ତି ସେ ପ୍ରାୟ 2866 ବେସାହାରା ଯୁବତୀ ଙ୍କ ର କନ୍ୟାଦାନ କରାଇଥିଲେ ଏବଂ ବର୍ତମାନ ଏହି ବର୍ଷ 231 ଜଣ ଯୁବତୀ ଙ୍କ ର ବିବାହ କରାଇ ମୋଟ 3124 ଯୁବତୀ ଙ୍କ ର ବିବାହ ସମ୍ପର୍ଣ କରାଇଛନ୍ତି I ବିବାହ କରାଇ ସେ ଖୁବ ପୁର୍ଣ୍ୟ କାମ କରିଛନ୍ତି ଏବଂ ଖାଲି ବିବାହ ନୁହେଁ ସେହି ଯୁବତୀ ଙ୍କ ର ଆଗାମୀ ଭବିଷ୍ୟ କୁ ନେଇ ମଧ୍ୟ ଚିନ୍ତିତ ରହିଥାନ୍ତି I ଯୁବତୀ ଙ୍କୁ ସରକାରୀ ଯୋଜନା ରେ ମଧ୍ୟ ଭାଗିଦାରୀ କରାଇଥାନ୍ତି I
ମହେଶ ବାବୁ ଏଥର ଏକ ଫଣ୍ଡ କରିବାକୁ ଯାଉଛନ୍ତି ଏବଂ ସେଥିରେ ପ୍ରତୋକ ଜ୍ୱାଇଁ ଙ୍କୁ 500 ଟଙ୍କା ପ୍ରତି ମାସ ରେ ଜମା କରିବାକୁ ହେବ I 3000 ଜ୍ୱାଇଁ ଙ୍କ ର ପ୍ରାୟ 15 ଲକ୍ଷ୍ୟ ଟଙ୍କା ପ୍ରତି ମାସ ରେ ଜମା ହେବ I ଏହି ଟଙ୍କା ରେ କିପରି ତାଙ୍କ ର ପିଲା ଙ୍କ ର ସବୁ ଦାଇତ୍ୱ ପୁରା ହେଇପାରିବ ଏହା ର ସମ୍ପୂର୍ଣ ଦାଇତ୍ୱ ମହେଶ ବାବୁ ଙ୍କ ର ରହିଥାଏ I ମହେଶ ବାବୁ ବେସାହାରା ଯୁବତୀ ଙ୍କୁ ପାଳନ ପୋଷଣ କରିବା ର ଲାଇସେନ୍ସ ବି ରଖିଛନ୍ତି ଏବଂ ଝିଅ ଙ୍କୁ ପାଳନ ପୋଷଣ କରି ତାଙ୍କ ଭବିଷ୍ୟ କୁ ସୁଧରିଥାନ୍ତି I
୩୦୦୦ ବେସାହାରା ଯୁବତୀ ଙ୍କର ବିବାହ କରାଇ ସାରିଛନ୍ତି ଏହି ହୀରା ବ୍ୟବସାୟୀ, ଝିଅଙ୍କ ପାଇଁ ବାପା ଠାରୁ ଅଧିକ ଏହି ବ୍ୟକ୍ତି …
