ଅଭିନେତା ଆଲୁ ଅର୍ଜୁନଙ୍କ ର ପ୍ରେମ ସମ୍ବନ୍ଧ ବେଶ ଚର୍ଚା ରେ ରହିଥାଏ I ଏବଂ ଏହି ସାଉଥ ର କଳାକାର ନିଜ ର ଦାମୀ ଜୋତା ଓ ଡ୍ରେସ ପାଁଇ ପାଁଇ ସର୍ବଦା ଚର୍ଚା ରେ ରହିଥାନ୍ତି I
ସାଉଥ ର ଷ୍ଟାଇଲିଶ ହିରୋ ଆଲୁ ଅର୍ଜୁନ ଙ୍କ ବିବାହ କୁ ପ୍ରାୟ 8 ବର୍ଷ ବିତି ଗଲାଣି I ଆଲୁ ଅର୍ଜୁନ , ସ୍ନେହା ରେଡ୍ଡୀ ଙ୍କୁ 2011 ରେ ବିବାହ କରିଥିଲେ I ଉଭୟ ପରସ୍ପର ର ସାଧାରଣ ବନ୍ଧୁ ଥିଲେ ଓ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମ ସମ୍ପର୍କ ରେ ପରିବର୍ତନ ହେଇଥିଲା I ଆଲୁ ଅର୍ଜୁନ ର ଷ୍ଟାଇଲ କୁ ସବୁ ଦର୍ଶକେ ବେଶ ଅଧିକ ପସନ୍ଦ କରିଥାନ୍ତି I ଏବଂ ତାଙ୍କ ର ଲଜ୍ଜରି ଲାଇଫ ଷ୍ଟାଇଲ ମଧ୍ୟ ବେଶ ଆକର୍ଷଣ ର କେନ୍ଦ୍ର ରହିଥାଏ I
ଦାମୀ ଜୋତା ଓ କପଡା ପିନ୍ଧିବା ର ସଉକ
ଅନେକ ସମୟ ରେ କଳାକାର ଙ୍କ ର ଚର୍ଚା ତାଙ୍କ ପ୍ରେମ ସମ୍ବନ୍ଧ କୁ ନେଇ ରହିଥାଏ I କିନ୍ତୁ ଆଲୁ ଅର୍ଜୁନ ସର୍ବଦା ନିଜ ର ଦାମୀ ଜୋତା ଓ ଡ୍ରେସ ପାଁଇ ଚର୍ଚା ରେ ରହିଥାନ୍ତି I ଆଲୁ ଅର୍ଜୁନ 2018 ରେ ଏକ 65 ହଜାର ର ଟି ସାର୍ଟ ଓ 1.5 ଲକ୍ଷ୍ୟ ଟଙ୍କା ର ଜୋତା ପିନ୍ଧିଥିଲେ I ସେ ତାଙ୍କ ଷ୍ଟାଇଲିଶ ମେଣ୍ଟଇନ କରିବା ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି I ସାଉଥ ରେ ଗୋଟେ ଫିଲ୍ମ ରେ ଅଭିନୟ କରିବାକୁ ଆଲୁ ଅର୍ଜୁନ 18 କୋଟି ଟଙ୍କା ଚାର୍ଜ କରିଥାନ୍ତି I ତାଙ୍କ ପାଖ ରେ ମୋଟ 62 ମିଲିୟନ ଡଲାର ଅର୍ଥାତ 434 କୋଟି ଟଙ୍କା ର ସମ୍ପତି ରହିଛି I
ଆଲୁ ଅର୍ଜୁନ ଙ୍କ ର ହାଇଦ୍ରାବାଦ ରେ ଏକ ବଙ୍ଗ୍ଲୋ ର ଦାମ 100 କୋଟି ଟଙ୍କା ଅଟେ I ଜୁବଲୀ ହିଲସ ରେ ସେ ନିଜ ଘର କୁ ସେ ସବୁଠାରୁ ଲୋକପ୍ରିୟ ଈଂଟରିୟର ଡିଜାଇନର ଙ୍କ ଦ୍ୱାରା ଡିଜାଇନ କରିଛନ୍ତି I ନିଜ ଘର ର ଈଂଟରିୟର ଡିଜାଇନ କୁ ନେଇ ମଧ୍ୟ ସେ ସର୍ବଦା ଜାଗ୍ରତ ରହିଥାନ୍ତି I
ଅନେକ କୋଟି କୋଟି ଟଙ୍କା ର ଦାମୀ ଗାଡି
ଆଲୁ ଅର୍ଜୁନ ଙ୍କ ର ଘର ପରି ତାଙ୍କ ପାଖ ରେ ଅନେକ ଦାମୀ ଦାମୀ ଗାଡି ମଧ୍ୟ ଅଛି I ଆଲୁ ଅର୍ଜୁନ ଙ୍କ ଘରେ ଲିଭିଂ ରୁମ କ୍ୱିଚେଁ ରୁମ ପରି ସବୁ ପ୍ରକାର ର ବ୍ୟବସ୍ତା ରହିଛି I
ଆଲୁ ଅର୍ଜୁନ କେବଳ ଦାମୀ ଜୋତା ଓ କପଡା ର ସଉକ ରଖନ୍ତି ନାହିଁ ତାଙ୍କ ପାଖ ରେ ଦାମୀ ଦାମୀ ଗାଡି ର ମଧ୍ୟ କୌଣସି ଅଭାବ ନାହିଁ I ତାଙ୍କ ପାଖ ରେ ଅନେକ ଲଜ୍ଜରି ଗାଡି ରହିଛି ଯାହା ର ମୂଲ୍ୟ 4-5 କୋଟି ଟଙ୍କା ଅଟେ I ରେଞ୍ଜ ରୋଭର , ଅଡ଼ି , ଜାଗୁଆର ପରି ଦାମୀ ଗାଡି ଗୁଡିକ ରହିଛି I ତାଙ୍କ ପାଖ ରେ BMW X 6 ଗ୍ରୁପ ର ଗାଡି ମଧ୍ୟ ରହିଛି ଯାହା ର ମୂଲ୍ୟ 4 କୋଟି ଟଙ୍କା ଅଟେ I
ଏଠାରୁ ହେଇଥାଏ ରୋଜଗାର
ଆଲୁ ଅର୍ଜୁନ ଙ୍କ ର କେବଳ ଫିଲ୍ମ ରୁ ରୋଜଗାର ନୁହେଁ , ସେ ସେଭନ ଅପ , ଅଳଏଏଏକ୍ସ , ହଟ ଷ୍ଟାର , କୋଲଗେଟ , ଆଦି ବଡ଼ ବଡ଼ କମ୍ପାନୀ ର ବିଜ୍ଞାପନ ମଧ୍ୟ କରିଥାନ୍ତି I ଏକ କମ୍ପାନୀ ର ବିଜ୍ଞାପନ ପାଁଇ ସେ 2 କୋଟି ଟଙ୍କା ର ଚାର୍ଜ କରିଥାନ୍ତି I ଆଲୁ ଅର୍ଜୁନ ଙ୍କ ର ଅନେକ କ୍ଲବ ମଧ୍ୟ ଅଛି I ଏବଂ କିଚନ ବାଇଲଡ କିଙ୍ଗ ସହ ପାର୍ଟନରସିପ ରେ ଅଛନ୍ତି I
ଆଲୁ ଅର୍ଜୁନ ଫିଲ୍ମ ରେ ରୋମାଣ୍ଟିକ ଆକ୍ଟିଙ୍ଗ ପାଁଇ ମଧ୍ୟ ବେଶ ପରିଚିତ ଅଟନ୍ତି I ତାଙ୍କ ର ଫ୍ୟାନ ଙ୍କ ସଂଖ୍ୟା କିଛି କମ ନୁହେଁ I ଫୋବ୍ସ ତାଲିକା ରେ ଆଲୁ ଅର୍ଜୁନ ଟପ 100 କଳାକାର ଙ୍କ ମଧ୍ୟ ରେ ରହିପାରିଛନ୍ତି I ଏବଂ ଆଲୁ ଅର୍ଜୁନ ଙ୍କ ଫେସବୁକ ରେ ପ୍ରାୟ 1.28 କୋଟି ଫଲର୍ସ ଅଛନ୍ତି I