୪୩ ବର୍ଷୀୟ ଏହି ଅଭିନେତ୍ରୀଙ୍କ ବିବାହ କରିବାକୁ ଚାହୁଁଥିଲେ ଯୁବରାଜ ସିଂହ, କିନ୍ତୁ ଠିକ ସମୟରେ ହେଇଗଲା ଏପରି..

ବଲିଉଡ ଓ କ୍ରିକେଟ ଜଗତ ର ସମ୍ପର୍କ ବହୁ ପୁରାତନ ଅଟେ I କାରଣ ଅନେକ କ୍ରିକେଟର ବିଗତ ଦିନ ରେ ଏପରି ଅନେକ ବଲିଉଡ ର ଅଭିନେତ୍ରୀ ଙ୍କୁ ନିଜ ର ଜୀବନସାଥୀ ରୂପେ ଚୟନ କରିଛନ୍ତି I ଉଦାହରଣ ଯେପରି ଶର୍ମିଲା ଟ୍ୟାଗର – ମନସୁର ଅଲ୍ଲୀ ଖାଁ , ସଂଗୀତା ବିଜଲାନି – ଅଜହରୁଦିନ , ଅନୁଷ୍କା ଶର୍ମା – ବିରାଟ କୋହଲି I ତେବେ ଧୁରନ୍ଧର ଯୁବରାଜ ସିଂ ଯେତେବେଳେ 43 ବର୍ଷୀୟ ଏହି ଅଭିନେତ୍ରୀ ଙ୍କୁ ବିବାହ କରିବା କୁ ଚାହୁଁଥିଲେ I ତେବେ ଯୁବରାଜ ନିଜ କ୍ୟାରିୟର ରେ ଅନେକ ଅଭିନେତ୍ରୀ ଙ୍କ ସହ ନିକଟତର ହେଇଛନ୍ତି I

43 ବର୍ଷୀୟ ଏହି ଅଭିନେତ୍ରୀ ଙ୍କ ସହ ବିବାହ କରିବାକୁ ଚାହୁଁଥିଲେ

12 ଡିସେମ୍ବର , 1981 ରେ ଚଣ୍ଡୀଗଡ଼ ରେ ଜନ୍ମ ହେଇଥିଲେ ଯୁବରାଜ ସିଂ ପିଲାଦିନ ରୁ ହିଁ କ୍ରିକେଟ ପ୍ରତି ଅଧିକ ଆକର୍ଷିତ ଥିଲେ I ଯୁବରାଜ ସିଂ ନିଜ ର ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ବେଶ ସୁନାମ ଅର୍ଜନ କରିଛନ୍ତି I ତେବେ ଯୁବରାଜ ସିଂ ଙ୍କ ର କୋଟି କୋଟି ପ୍ରଶଂସକ ଅଛନ୍ତି I ତେବେ ସେ ବଲିଉଡ ର ଡିମପଲ ଗାର୍ଲ ନାମ ରେ ପରିଚିତ ପ୍ରୀତି ଜିନ୍ତା ଙ୍କ ପ୍ରେମ ରେ ପାଗଳ ହେଇଯାଇଥିଲେ ଓ ନିଜ ର ଏହି ପ୍ରେମ ସମ୍ପର୍କ କୁ ନେଇ ବେଶ ଚର୍ଚା ରେ ମଧ୍ୟ ରହିଛନ୍ତି I

ପ୍ରୀତି ଜିନ୍ତା ଙ୍କ ସହ ପ୍ରେମ ସମ୍ବନ୍ଧ କୁ ନେଇ ଅନେକ ଦିନ ଧରି ଯୁବରାଜ ବେଶ ଚର୍ଚା କୁ ଆସିଥିଲେ I ତେବେ ଅନେକ ଥର ପ୍ରୀତି ଷ୍ଟାଡିୟମ ରେ ଯୁବରାଜ ଙ୍କୁ ଖେଳ ରେ ପ୍ରଶଂସା ମଧ୍ୟ କରିଛନ୍ତି I ମିଡ଼ିଆ ରିପୋର୍ଟ ଅନୁସାରେ ପ୍ରୀତି ଓ ଯୁବରାଜ ଙ୍କ ମଧ୍ୟ ରେ ଗଭୀର ପ୍ରେମ ସମ୍ପର୍କ ରହିଥିଲା I

ପ୍ରୀତି ଙ୍କ ସହ ତାଙ୍କ ର ଫୋଟୋ

ଆଇପିଏଲ 2007 ରେ ଯୁବରାଜ ସିଂ ଓ ପ୍ରୀତି ଜିନ୍ତା ଙ୍କ ମଧ୍ୟ ରେ ଥିବା ପ୍ରେମ ସମ୍ପର୍କ ସୋସିଆଲ ମିଡ଼ିଆ ରେ ମଧ୍ୟ ଚର୍ଚା ହେବା ଆରମ୍ଭ ହେଇଯାଇଥିଲା I ଏବଂ ଏହି ଆଇପିଏଲ ରୁ ହିଁ ଦୁହିଁଙ୍କ ର ପ୍ରେମ ସମ୍ପର୍କ ଅଧିକ ବୃଦ୍ଧି ପାଇଥିଲା I ଏହା ପରେ କିନ୍ତୁ ତାଙ୍କ ଭାଗ୍ୟ ରେ କିଛି ଅଲଗା ହିଁ ଲେଖା ରହିଥିଲା I ଦୁହିଁଙ୍କ ର ବିବାହ ହେଇପାରି ନ ଥିଲା I 2016 ରେ ବଲିଉଡ ର ଅଭିନେତ୍ରୀ ହେଜଲ ଙ୍କ ସହ ସେ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ I ଯେତେବେଳେ ଯୁବରାଜ ସିଂ ଙ୍କୁ କ୍ୟାନ୍ସର ହେଇଥିଲା ତାଙ୍କ ଜୀବନ ରେ ଏକ ବଡ଼ ପରିବର୍ତନ ଆସିଥିଲା I ଏବଂ ତାଙ୍କ ପତ୍ନୀ ହେଜଲ ତାଙ୍କୁ ଅନେକ ସମର୍ଥନ ମଧ୍ୟ ଦେଇଥିଲେ I