୪୫ ବର୍ଷ ବୟସରେ ଏହି ଅଭିନେତ୍ରୀ ଡେଇଁ ଗଲେ ସବୁ ସୀମା, ପୋଷ୍ଟ କରିଦେଲେ ଏପରି ଫୋଟୋ କି ଲୋକମାନେ ନ ଦେଖି ରହିପାରିଲେ ନାହିଁ

ଆଜିକାଲି ଇଣ୍ଟେର୍ନେଟ ରେ ଅନେକ ଖବର ଭାଇରଲ ହେଇଥାଏ | ସାଧାରଣ ଭାବ ରେ ସୁନ୍ଦରୀ ଅଭିନେତ୍ରୀ 20 ରୁ 30 ବର୍ଷ ମଧ୍ୟ ରେ ଫିଲ୍ମ ରେ ଅଭିନୟ କରିଥାନ୍ତି | ଏବଂ ଏହି ସମୟ ରେ ସେ ନିଜ ର ସୁନ୍ଦରତା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି | କିନ୍ତୁ ଆଜି ଆମେ ଏପରି କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ବୟସ ବଢିବା ସହ ବି ନିଜ ର ବୋଲଡ ନେସ କୁ ବଜାୟ ରଖିଛନ୍ତି | ଏବଂ ଜଣେ ଅଭିନେତ୍ରୀ 45 ବର୍ଷ ବୟସ ରେ ବି ଏପରି ସୁନ୍ଦର ଫିଗର ରଖିଛନ୍ତି |

15 ଅପ୍ରେଲ 1972 ରେ କଲିକତା ରେ ଜନ୍ମ ହେଇଥିବା ମନ୍ଦିର ବେଟି ନିଜ କ୍ୟାରିୟର ଆରମ୍ଭ 1994 ରେ ଦୂରଦର୍ଶନ ରୁ କରିଥିଲେ | ସେ ସିରିଏଲ ଶାନ୍ତି ରୁ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ | ସେହି ସିରିଏଲ ରେ ସେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ | ସେ କେବଳ ଟିଭି ରେ ନୁହେଁ ଅନେକ ଫିଲ୍ମ ରେ ବି ନଜର ଆସିଛନ୍ତି | କିନ୍ତୁ ଫିଲ୍ମ ରେ କୌଣସି ମୁଖ୍ୟ ଭୂମିକା ରେ ଅଭିନୟ କରିନାହାନ୍ତି | 2003 ରେ ସେ କ୍ରିକେଟ ୱାର୍ଲଡ କପ ରେ ହୋଷ୍ଟ କରିଥିଲେ | ଆଇପିଏଲ ରେ ବି ତିନିଗୋଟି ସିଜିନ୍ରୁ ରେ ହୋଷ୍ଟ କରିଛନ୍ତି |

ତେବେ ଏହି ଅଭିନେତ୍ରୀ 45 ବର୍ଷ ବୟସ ର ହେଇଗଲେଣି | କିନ୍ତୁ ଆଜି ବି ତାଙ୍କ ର ସୁନ୍ଦରତା ରେ କିଛି କମି ଆସି ନାହିଁ | ସେ ନିଜ ର ଫିଟ୍ନେସ କୁ ନେଇ ବେଶ ସଜାଗ ରହିଛନ୍ତି | ତାଙ୍କୁ ଜିମ ଯିବା ଖୁବ ପସନ୍ଦ ଅଟେ | ଏବଂ ନିଜ ର ଡାଇଟିଙ୍ଗ ର ବି ବିଶେଷ ଧ୍ୟାନ ରଖିଥାନ୍ତି |

ସେ ସର୍ବଦା ନିଜ ର ବୋଲଡ ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି | ଏବଂ ତାଙ୍କ ର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ବି ଅନେକ ବୋଲଡ ଫୋଟୋ ସେୟାର ହେଇଥାଏ | ତାଙ୍କ ର ଫ୍ୟାନ୍ସ ଙ୍କ ସଂଖ୍ୟା ବି ପୂର୍ବ ଅପେକ୍ଷ୍ୟା ଖୁବ ଅଧିକ ଅଟେ |

ତେବେ ବିଗତ ଦିନ ରେ ମନ୍ଦିରା ଏକ ୱେବ ସିରିଜ ସମ୍ୱୋକିଙ୍ଗ ରେ ନଜର ଆସିଛନ୍ତି | ଏବଂ 45 ବର୍ଷ ପରିବର୍ତେ ସେ 25 ବର୍ଷ ବୟସ ର ଦେଖାଯାଉଛନ୍ତି | ସେ 2013 ରେ ଏକ ଶାଢ଼ୀ ଷ୍ଟୋର ଲଞ୍ଚ କରିଥିଲେ | ଏବଂ 14 ଫ୍ରେବୁଆରି 1999 ରେ ସେ ବଲିଉଡ ଡ଼ାଇରେକ୍ଟର ଓ ପ୍ରଡ୍ୟୁସର ରାଜ କୌଶଳ ଙ୍କୁ ବିବାହ କରିଥିଲେ | 2011 ରେ ତାଙ୍କ ର ଏକ ପୁଅ ମଧ୍ୟ ହେଇଥିଲା ତାଙ୍କ ପୁଅ ଙ୍କ ନାମ ବୀର ଅଟେ | ଏବଂ ଏହା ପରେ ସେ ଏକ ଝିଅ କୁ ପୋଷ୍ୟ ମଧ୍ୟ କରିଛନ୍ତି |