୫ କୋଟି ଟଙ୍କା ଫିସ ନେଉଥିବା ଏହି ଅଭିନେତ୍ରୀ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ, ୧୨କୋଟି ଟଙ୍କାର ଘରେ ରୁହନ୍ତି… ଏବଂ

ଆପଣ ଏହା ବେଶ ଭଲ ଭାବ ରେ ଜାଣିଥିବେ କେଉଁ କଳାକାର ମାନେ ଫିଲ୍ମ ଜଗତ ରେ ଲୋକପ୍ରିୟତା ହାସିଲ କରୁଛନ୍ତି ସେମାନେ କୋଟି କୋଟି ଟଙ୍କା ରେ ଖେଳିଥାନ୍ତି I ତାଙ୍କ ଜୀବନଶୈଳୀ ରେ ସମ୍ପୂର୍ଣ ପରିବର୍ତନ ଆସିଯାଇଥାଏ I ରିଲ ଲାଇଫ ଅପେକ୍ଷ୍ୟା ସେମାନେ ବାସ୍ତବ ଜୀବନ ରେ ବେଶ ବିଳାସପୁର୍ଣ ଜୀବନ ଅତିବାହିତ କରିଥାନ୍ତି I

ଆଜି ଆମେ ଭାରତ ର ଲୋକପ୍ରିୟ ଅଭିନେତ୍ରୀ ଦେବସେନା ଙ୍କ ବିଷୟ ରେ କହିବାକୁ ଯାଉଛୁ I ବିଗତ ଦିନ ରେ ସେ ତାଙ୍କ ଡ୍ରଇବର ଙ୍କୁ ଏକ 12 ଲକ୍ଷ୍ୟ ର ଗାଡି ଉପହାର କରିଥିଲେ I ଦେବସେନା ଅର୍ଥାତ ଫିଲ୍ମ ବାହୁବଳୀ ରେ ଦେବସେନା ନାମ ରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା I ଅନୁଷ୍କା ଆଜି ତାଙ୍କ ଅଭିନୟ କ୍ୟାରିୟର ରେ ଅନେକ ସଫଳତା ର ଶୀର୍ଷ ରେ ପହଂଚି ପାରିଛନ୍ତି I ଏବଂ ଅନୁଷ୍କା ଙ୍କ ର ଅଭିନୟ କୁ ପ୍ରତୋକ ଲୋକେ ବେଶ ପ୍ରଶଂସା କରିଥାନ୍ତି I ବର୍ତମାନ ତାଙ୍କୁ ଗୌତମ ମେନନ ଙ୍କ ସହ କାମ କରିବାକୁ ସୁଯୋଗ ମିଳିଛି I

ଅନୁଷ୍କା ଶର୍ମା 2005 ରେ ପୁରୀ ଜଗନ୍ନାଥ ର ତେଲୁଗୁ ଫିଲ୍ମ ସୁପର ରେ ଆସିବା ପରେ ଅଭିନୟ ଜଗତ ରେ ସେ ସଫଳ ହେଇଥିଲେ I ଏହି ବର୍ଷ ହିଁ ସେ ଦ୍ୱିତୀୟ ଫିଲ୍ମ ମହା ନଂଦୀ ରେ କାମ କରିଛନ୍ତି I ଏହି ଫିଲ୍ମ ରେ ତାଙ୍କ ସହ ଶ୍ରୀ ହରି ଓ ସୁମନ୍ତ ମଧ୍ୟ ଥିଲେ I ଅନୁଷ୍କା ଙ୍କ ର ପ୍ରଶଂସକ ମାନେ ତାଙ୍କ ଅଭିନୟ ଛଡା ତାଙ୍କ ସୁନ୍ଦରତା କୁ ମଧ୍ୟ ବେଶ ପ୍ରଶଂସା କରିଥାନ୍ତି I

ଟିକେ ଚିନ୍ତା କରନ୍ତୁ ଜଣେ ଅଭିନେତ୍ରୀ ହେଇ ସେ ନିଜ ଡ୍ରାଇଭର ଙ୍କୁ ଏତେ ଦାମୀ ଉପହାର ଦେଇଛନ୍ତି I ଅର୍ଥାତ ବାସ୍ତବ ଜୀବନ ସେ କେତେ ଆଡମ୍ବର ରେ ବଂଚୁଥିବେ I ଅନୁଷ୍କା ସେଠୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଏବଂ ସେ ଫିଲ୍ମ ବାହୁବଳୀ ରୁ ହିଁ ଅଧିକ ସଫଳତା ହାସିଲ କରିଥିଲେ I ଏହି ଫିଲ୍ମ ରେ ସେ ଦେବସେନା ଭୂମିକା ରେ ଅଭିନୟ କରିଥିଲେ I

ଅନୁଷ୍କା ତାଙ୍କ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ଏବଂ ସେ ନିଜ ପରିଶ୍ରମ ଓ ଦକ୍ଷତା ରେ ହିଁ ଆଜି ସଫଳ ହେଇପାରିଛନ୍ତି I 37 ବର୍ଷୀୟ ଏହି ଅଭିନେତ୍ରୀ 50 ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି I ଏବଂ ନିଜ ର ସୁନ୍ଦର ଅଭିନୟ କୁ ନେଇ ସେ ଫିଲ୍ମ ରେ ଅଧିକ ଫିସ ମଧ୍ୟ ନେଇଥାନ୍ତି I ଅନୁଷ୍କା ଗୋଟେ ଫିଲ୍ମ ପାଁଇ ପ୍ରାୟ 5 କୋଟି ଟଙ୍କା ଫିସ ନେଇଥାନ୍ତି I ଏବଂ ତାଙ୍କ ପାଖ ରେ ମୋଟ 142 କୋଟି ଟଙ୍କା ର ସମ୍ପତି ରହିଛି I

ତାଙ୍କ ପାଖ ରେ 4 ଗୋଟି ଲଜ୍ଜରି ଗାଡି ମଧ୍ୟ ରହିଛି I ଏହି 4 ଗୋଟି ଗାଡି ର ମୂଲ୍ୟ ପ୍ରାୟ 204 କୋଟି ଟଙ୍କା ଅଟେ I ଏଥିରେ ଗୋଟେ ଗାଡି ର ମୂଲ୍ୟ 12 କୋଟି ଟଙ୍କା ଅଟେ I ତାଙ୍କ ପାଖ ରେ BMW , ଅଡ଼ି Qକ ଓ ଟୋୟୋଟା କୋରଲା ପରି ଗାଡି ରହିଛି I ଏବଂ ସେ ବର୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି I