୭ ଦିନ ନିୟମିତ ସକାଳୁ ଖାଲି ପେଟରେ ୨ ଚାମଚ ଦେଶୀ ଘିଅ ଖାଆନ୍ତୁ, ମିଳିବ ଏପରି ଲାଭ ଆପଣ କେବେ ଭାବି ନଥିବେ

ଆଜିକା ସମୟ ରେ ଠିକ ସମୟ ରେ ଲୋକେ ଖାଦ୍ୟ ନ ଖଇଵା କାରଣ ରୁ ଲୋକେ ଅନେକ ରୋଗ ର ଶିକାର ହେଇଥାନ୍ତି I ଆଜିକା ସମୟ ରେ ଖୁବ କମ ବୟସ ରେ ହିଁ ଲୋକ ଙ୍କୁ ନାନା ପ୍ରକାର ର ରୋଗ ହେଇଥାଏ I

କିନ୍ତୁ ରୋଗ ହେବା ପୂର୍ବ ରୁ ଯଦି ଆପଣ ନିଜ ସ୍ଵାସ୍ତ୍ୟ ପ୍ରତି ସଜାଗ ହେଇଥାନ୍ତି ତେବେ ଆପଣ ଙ୍କ ର ଶରୀର ସୁସ୍ଥ ରହିଥାଏ I

ଆଜି ଆମେ ଆପଣ ଙ୍କୁ ଦେଶୀ ଘିଅ ର ଉପାୟ ବିଷୟ ରେ କହିବାକୁ ଯାଉଛୁ ଯାହା କି ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I ଏବଂ ଆପଣ ଙ୍କ ର ମୋଟାପଣ ପରି ସମସ୍ୟ ବି ଦୂର ହେଇଥାଏ I

ଯଦି ଆପଣ ପ୍ରତ୍ୟକଦିନ ସକାଳେ ଖାଲି ପେଟ ରେ ଦେଶୀ ଖାଉଛନ୍ତି ତେବେ ଆପଣ ଙ୍କ ର ଶରୀର ର ଓଜନ ଧୀରେ ଧୀରେ କମିବ I ଏବଂ ଏହି ଘିଅ ରେ ଥିବା ଓ଼ମେଗା -3 ଏସିଡ ଆମ ହାଡ଼ ଗୁଡିକୁ ମଜବୁତ କରିଥାଏ I

ଆମ ର ଅଣ୍ଟୁ ଗଣ୍ଠି ବିନ୍ଧା ରେ ଘିଅ ଅନେକ ଲାଭକାରୀ ଅଟେ I ଯଦି କୌଣସି ବ୍ୟକ୍ତି ପ୍ରତୋକ ଦିନ ଖାଲି ପେଟ ରେ ଏହି ଦେଶୀ ଘିଅ ର ସେବନ କରନ୍ତି ତେବେ ଏହା ବେଶ ଲାଭକାରୀ ଅଟେ I

ଦେଶୀ ଘିଅ ଆମ ତ୍ୱଚା ପାଁଇ ମଧ୍ୟ ଲାଭକାରୀ ଅଟେ I କାରଣ ଏହା ପ୍ରାକୃତିକ ରୂପେ ଆମ ଚେହେରା ର ସୁନ୍ଦରତା କୁ ବଜାୟ ରଖିଥାଏ I

ଆପଣ ଘରେ ହିଁ କରିଥିବା ଦେଶୀ ଘିଅ କୁ ବ୍ୟବହାର କରି ଏହିପରି ସମସ୍ୟା ରୁ ଉପଶମ ପାଇପାରିବେ I ଏବଂ ବାହାର ର ଜଙ୍କ ଫୁଡ ଆଦି ର ସେବନ ରୁ ଦୁରେଇ ରହିବା ବି ଭଲ ହେଇଥାଏ I