99% ଲୋକେ ସକାଳୁ ସକାଳୁ କରିଥାନ୍ତି ଏହି 2 ଗୋଟି ଭୁଲ କାମ ଯାହା ଦ୍ୱାରା ଖରାପ ହୋଇ ଯାଇଥାଏ ପାଚକ ଶକ୍ତି ଓ ..

ପାଚନ ତନ୍ତ୍ର ଏକ ଏପରି କ୍ରିୟା ଯାହା ଦ୍ୱାରା ଆମେ ଯେତେବେଳେ ଯାହା ଖାଦ୍ୟ ଗ୍ରହଣ କରିଥାଉ ଏହା ସଠିକ ମାତ୍ରା ରେ ଆମ ଶରୀର କୁ ପହଂଚାଇଥାଏ I ଏହା ସଠିକ ମାତ୍ରା ରେ ଆମ ଶରୀର କୁ ଶକ୍ତି ପ୍ରଦାନ କରିଥାଏ I ଏହା ଆମ ରୋଗ ପ୍ରତିଷେଧକ କ୍ଷମତା କୁ ବି ବୃଦ୍ଧି କରିଥାଏ I ଯଦି ଆପଣ ପାଚନ ତନ୍ତ୍ର ଖରାପ ହେଇଥାଏ ତେବେ ଆମେ ଯାହା ବି ଖାଦ୍ୟ ଖାଇଲେ ଏହା ହଜମ ହେଇ ନ ଥାଏ I ଯାହା ଦ୍ୱାରା ଆମ ଶରୀର ରେ ନାନା ରୋଗ ସୃଷ୍ଟି ହେଇଥାଏ I ଅନେକ ସମୟ ରେ ଆମେ ସ୍ୱାଦିଷ୍ଠ ଖାଦ୍ୟ କୁ ଅଧିକ ମାତ୍ରା ରେ ବି ଖାଇଥାଉ I ଯାହା କି ଆମ ଶରୀର ପାଁଇ ହାନିକାରକ ହେଇଥାଏ I

ଆଜି ଆମେ ଆପଣ ଙ୍କୁ 2 ଗୋଟି ଏପରି ଜିନିଷ ବିଷୟ ରେ କହିବାକୁ ଯାଉଛୁ ଯାହା ଦ୍ୱାରା କି ଆମ ର ପାଚନ ତନ୍ତ୍ର ଖରାପ ହେଇଥାଏ I କେବେ ହେଲେ ସକାଳୁ ଉଠିକି ଖାଲି ପେଟ ରେ ଅଣ୍ଡା ଖାଇବା ନୁହେଁ I ଏହା କୁ ଯଦି ଆପଣ ସକାଳୁ ଖାଲି ପେଟ ରେ ଖାନ୍ତି ତେବେ ଏହା ଆପଣ ଙ୍କ ର ପଚଣ୍ତନ୍ତ୍ର ଖରାପ କରିଦେଇଥାଏ I ତେଣୁ ଆପଣ ଅନ୍ୟ କିଛି ଜଳଖିଆ କରିବା ଉଚିତ I

ଗରମ ଚା ବି ଏକ ଏପରି ଜିନିଷ ଯାହା କୁ ପ୍ରାୟ ଅନେକ ଲୋକେ ଅଭ୍ୟାସ କରିଥାନ୍ତି I ଖୁବ କମ ଲୋକେ ଏହା ଜାଣିଛନ୍ତି କି ସକାଳୁ ଉଠି ଗରମ ଚା ପିଇବା ଦ୍ୱାରା ଏହା ଆମ ଶରୀର ପାଁଇ ହାନିକାରକ ହେଇଥାଏ I କାରଣ ଏହା କୁ ଖାଲି ପେଟ ରେ ପିଇବା ଦ୍ୱାରା ଏହା ଆପଣ ଙ୍କ ର ଏସିଡ ର ମାତ୍ରା କୁ ବୃଦ୍ଧି କରିଥାଏ I ଏବଂ ଆମ ହାର୍ଟ ପ୍ରତି ଏହା ର ପ୍ରଭାବ ପଡିଥାଏ I ଏହା ଦ୍ୱାରା ଆମ ର ପାଚନ ତନ୍ତ୍ର ବି ଖରାପ ହେଇଥାଏ I