ଆଂଶିକ ଉଠିଲା Lockdown, ଜାଣନ୍ତୁ ରାଜ୍ୟରେ କଣ ଖୋଲା, କଣ ବନ୍ଦ, ସବୁ କିଛିର ଲିଷ୍ଟ

ଲକଡାଉନ ଆଂଶିକ ଉଠିଲା ଆରମ୍ଭ ହେଲା ଅନଲକ ପ୍ରକ୍ରିୟା 17 ଜିଲ୍ଲାରେ ସଖାଳ 6 ରୁ ସାନ୍ଧ୍ୟ 5 ଏବଂ 13 ଜିଲ୍ଲାରେ ସଖାଳ 6 ରୁ ଦିନ 1 ଯାଏ ଦୋକାନ ବଜାର ଖୋଲା କେଉଁ କେଉଁ ଜିଲ୍ଲା ପାଇଁ ଏଇ ଆଂଶିକ ଲକଡାଉନ ଘୋଷଣା କରାଯାଇଛି ଏଠି ସହିତ ସାପ୍ତାହିକ ସଟଡାଉନ ଏବଂ ରାତ୍ରି କର୍ଫ୍ୟୁ କୁ ନେଇକି କଣ ଘୋଷଣା ହେଇଛି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର |

ତେବେ ଶେଷ ହେଲା ଲକଡାଉନ କାଲିଠାରୁ ଆରମ୍ଭ ହେବ ଅନଲକ ପ୍ରକ୍ରିୟା ମାନିବାକୁ ପଡିବ କରୋନା କଟକଣା ରେଡ ଜୋନ ରେ ଥିବା ଜିଲ୍ଲା କୁ ଛାଡିକି ବାକି ସମସ୍ତ ଜିଲ୍ଲାକୁ ଅନଲକ କରିଛନ୍ତି ରାଜ୍ୟ ସରକାର ଜୁଲାଇ 1 ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଏଥିନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି | ତେବେ ସରକାର ସଂକ୍ରମଣ ହାର ଅନୁସରେ ଜିଲ୍ଲା ମାନଙ୍କୁ A ଏବଂ B କ୍ୟାଟେଗରୀ ରେ ବିଭକ୍ତ କରିଛନ୍ତି | ଏଥିରେ 5% ରୁ କମ ସଂକ୍ରମଣ ଥିବା ଜିଲ୍ଲାକୁ କ୍ୟାଟେଗରୀ A ରେ ବିଭକ୍ତ କରାଯାଇଛି |

ଏଥିରେ ଦକ୍ଷିଣ ପଶ୍ଚିମ ଓଡିଶା ର 17 ଟି ଜିଲ୍ଲା ଯଥା ସୁନ୍ଦରଗଡ଼ ଝାରସୁଗୁଡା ବରଗଡ଼ ସମ୍ବଲପୁର ଦେବଗଡ଼ କଳାହାଣ୍ଡି ବଲାଙ୍ଗୀର ନୂଆପଡା ସୁବର୍ଣ୍ଣ ପୁର ଗଂଜାମ ଗଜପତି କନ୍ଧମାଳ ବୌଦ୍ଧ କୋରାପୁଟ ନବରଂଗ ପୁର ମାଲକାନ ଗିରି ଏବଂ ରାଇଗଡା ଏସବୁ ଜିଲ୍ଲା ଗୁଡିକ କ୍ୟାଟେଗରୀ A ରେ ରହିଛନ୍ତି | କ୍ୟାଟେଗରୀ A ଜିଲ୍ଲାରେ ସଖାଳ 6 ରୁ ସନ୍ଧ୍ୟା 5 ତା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ତେବେ ଏସବୁ ଜିଲ୍ଲାରେ ପୂର୍ବ ଭଳି ସାପ୍ତାହିକ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସହିତ ନାଇଟ କର୍ଫ୍ୟୁ ମଧ୍ୟ ଜାରି ରହିବ |

ସେହିପରି B କ୍ୟାଟେଗରୀ ଜିଲ୍ଲାମାନଙ୍କରେ ସଖାଳ 6 ରୁ ଦିନ 1 ପର୍ଯ୍ୟନ୍ତ ଅଧିକ ଜରୁରୀ ସାମଗ୍ରୀ ଲାଗି ଦୋକାନ ବଜାର ଖୋଲା ରହିବ ପୂର୍ବଭଳି ସପ୍ତାହନ୍ତ ସଟଡାଉନ ସହିତ ରାତ୍ରି କାଳିନ କର୍ଫ୍ୟୁ ରହିବ ତେବେ B କ୍ୟାଟେଗରୀ ରେ ଥିବା ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା ପୁରୀ ନୟାଗଡ କଟକ କେନ୍ଦ୍ରାପଡା ଜଗତସିଂପୁର ଯାଜପୁର ଅନୁଗୁଳ ଢେଙ୍କାନାଳ ବାଲେଶ୍ୱର ଭଦ୍ରକ ମୟୁରଭଞ୍ଜ ଏବଂ କେନ୍ଦୁଝର ଏଇ 13 ଟି ଜିଲ୍ଲାକୁ B କ୍ୟାଟେଗରୀ ରେ ରଖାଯାଇଛି ତେବେ ଏଇ ସମୟରେ ରାଜ୍ୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ସ୍ଵସ୍ଥ ସେବା ଟୀକା କରଣ ଆଦି ଜାରି ରହିବ ମିଠା ଦୋକାନୀ ଏବଂ ଉଠା ଦୋକାନୀ ମାନେ ବିକ୍ରି କରି ପାରିବେ ସଖାଳ 6 ରୁ 9 ତା ପର୍ଯ୍ୟନ୍ତ ମର୍ନିଙ୍ଗ ୱାର୍କ ସାଇକେଲିଙ୍ଗ କରି ପାରିବେ ନିର୍ମାଣ ସାମଗ୍ରୀ ଦୋକାନ ଇଲେକ୍ଟିକ ଦୋକାନ ସାଇକେଲ ଗାଡି ବିକ୍ରି ଏବଂ ମରାମତି ଦୋକାନ ଖୋଲା ରହିବ ସେପରି ବନ୍ଦ ରହିବ ମଲ ଜିମ ସେଲୁନ ସ୍ପା ଏବଂ ସିନେମା ହଲ ବନ୍ଦ ରହିବ ଏବଂ ପାର୍କ ମଧ୍ୟ ବନ୍ଦ ରହିବ ମନ୍ଦିର ବନ୍ଦ କିନ୍ତୁ ନିତୀକାନ୍ତ କରାଯିବ ଯାତ୍ରା ଏବଂ ଆଉଟଡୋର ସୁଟିଂ କୁ ମନା ଦୋକାନ ଆଗରେ ଖାଇବା ମନା ବସ ଚଳାଚଳ ଏବଂ ସଧାରଣ ପରିବହନ ବନ୍ଦ ରହିବ ବାହାଘର ଭୋଜି ମନା କମ ଲୋକ ନେଇ ଶୁଦ୍ଧିକ୍ରିୟା କରାଯିବ ସେଇପରି ଶିକ୍ଷା ଅନୁଷ୍ଠାନ ଏବଂ କୋଚିଂ ମଧ୍ୟ ବନ୍ଦ ରହିବ |