Weather Forcast: ଆସୁଛି ବାତ୍ୟା, ଓଡ଼ିଶାରେ କଣ ପଡିବ ପ୍ରଭାବ, ଏବେ ଆସିଲା ବଡ ଅପଡେଟ, ଦେଖନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପୁଣି ଆସିଲା ବାତ୍ୟାକୁ ନେଇ ନୂଆ ଅପଡେଟ ଓଡ଼ିଶାକୁ ବଢୁଛି ବାତ୍ୟା ଆଶଙ୍କା ଆଜି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ୭ ଜିଲ୍ଲାକୁ ହାଇ ଆଲର୍ଟ ଅତି ଭୀଷଣ ରୂପରେ ଆସୁଛି ବାତ୍ୟା ସିତରାଂ ସମସ୍ତ ବିଭାଗକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ କାଲିଠାରୁ ବଢିବ ବର୍ଷର ପରିମାଣ ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ସ୍ବାସ୍ଥ୍ୟ ବିଭାଗ ଡାକ୍ତରଖାନାରେ ପର୍ଯ୍ୟାପ୍ତ ସାପ ବିଷ ଔଷଧ ରଖିବାକୁ ନିର୍ଦ୍ଦେଶ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ବାତ୍ୟା ସିତରାଂ ଓଡ଼ିଶାରେ ମାଡ ହେବା ଆଶଙ୍କା ବୃଦ୍ଧି ପାଇଛି IMD ପୂର୍ବାନୁମାନ ୩ ଦିନ ଧରି ଓଡ଼ିଶା ଉପକୂଳରେ ବୁଲିବା ପରେ ୨୮ ତାରିଖ ବେଳକୁ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ୨୮ ତାରିଖ ଭୋରୁ ପାରାଦୀପରୁ ଧାମରା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ତେବେ ଭାରତୀୟ ପାଣିପାଗ ବିଭାଗ |

ସୂଚନା ଅନୁସାରେ ଉତ୍ତର ଆଣ୍ଡମାନ ସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇଛି ତେବେ ୨୨ ତାରିଖରେ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବ ତେବେ ବାତ୍ୟା ପାଇଁ ବାତାବରଣ ଅନୁକୂଳ ରହିଥିବା ମଧ୍ୟ ଅଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ବାତ୍ୟାକୁ ଦୃଷ୍ଟିରେ ରଖି ୭ ଟି ଜିଲ୍ଲାକୁ ସତର୍କ ସୂଚନା ଯାହାକି ହାଇ ଆଲର୍ଟ ଜାରି କରାଯାଇଛି ହେଲେ CMWF ମଡେଲ ଅନୁସାରେ ପଶ୍ଚିମବଙ୍ଗର ଦିଖା ଏବଂ ବାଂଲାଦେଶର ପଥରଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ତେବେ ୨୫ ତାରିଖ ସକାଳ ୫ ଟା ୩୦ ରୁ ସନ୍ଧ୍ୟା ୫ ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍।

ତେବେ ୨୨ ତାରିଖରୁ ଓଡ଼ିଶା ଉପକୂଳ ସମୁଦ୍ରରର ଆଖପାଖ ଅଞ୍ଚଳକୁ ନଯିବା ପାଇଁ କୁହାଯାଇଛି ବାତ୍ୟା ରିକଭର କରିବାର ସମ୍ଭାବନା ମଧ୍ୟ ରହିଛି ୨୩ ତାରିଖକୁ ଉପକୁଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେବା ଆଶଙ୍କା ରହିଛି ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ ଏପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୁରୀ ଖୋର୍ଦ୍ଧା ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂହପୁର ବାଲେଶ୍ଵର ଏହି ୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର|

ଆଉ ସେପଟେ ପ୍ରବଳ ବର୍ଷା ପାଇଁ ଘରେ ପଶିପାରେ ସାପ ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ପାଣିପାଗ ବିଭାଗ ସମସ୍ତ ଡାକ୍ତରଖାନାରେ ସାପ ବିଷ ପାଇଁ ଅତ୍ୟାବଶ୍ୟକୀୟ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି।