ଅବିବାହିତ ଯୁବକ ମାନଙ୍କୁ କାହିଁକି ଝିଅଙ୍କ ବଦଳରେ ଅଧିକ ପସନ୍ଦ ଆସିଥାନ୍ତି ବିବାହିତ ମହିଳା ମାନେ, ଜାଣନ୍ତୁ ଏହା ପଛର କାରଣ …

ଜୀବନ ରେ ଏକ ଏପରି ସମୟ ଆସିଥାଏ ଯେଉଁ ସମୟ ରେ ଜଣେ ବ୍ୟକ୍ତି ଙ୍କୁ ଏକ ଜୀବନ ସାଥି ର ଆବଶ୍ୟକ ହେଇଥାଏ I ତେଣୁ ମନ ରେ ପ୍ରେମ ର ପରିଭାଷା ଜାଗ୍ରତ ହେଇଥାଏ I ଅନେକ କ୍ଷେତ୍ର ରେ ଦେଖିବାକୁ ମିଳିଛି ଅବିବାହିତ ଯୁବକ ମାନେ ବିବାହିତ ଯୁବତୀ ଙ୍କ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି I

ଭାରତୀୟ ପରମ୍ପରା ଅନୁସାରେ ପୁଅ ଙ୍କ ବୟସ ତୁଳନା ରେ ଝିଅ ମାନେ କମ ବୟସ ର ହେଇଥିଲେ ହିଁ ବିବାହ ହେବାର ପରମ୍ପରା ରହିଛି I

ଆର୍ଥିକ ରୂପେ ସକ୍ଷମ

ଅଧିକ ବୟସ ର ଯୁବତୀ ଙ୍କୁ ଏଥିପାଇ ଯୁବକ ମାନେ ପସନ୍ଦ କରିଥାନ୍ତି କାରଣ ଏହି ଯୁବତୀମାନେ ଆର୍ଥିକ ରୂପେ ସକ୍ଷମ ହେଇଥାନ୍ତି I ଏବଂ ଆତ୍ମନିର୍ଭର ଶିଳ ମଧ୍ୟ ହେଇଥାନ୍ତି I

ଦାଇତ୍ୱ ଠିକ ରେ ପୁରା କରିଥାନ୍ତି
ଅନେକ ଲୋକେ ଖୁବ କମ ବୟସ ରେ ପ୍ରେମ କରିଥାନ୍ତି ଏବଂ ସେମାନେ ବୟସ ର ଅନୁପାତ କୁ ଦେଖନ୍ତି ନାହିଁ I ଏବଂ କୌଣସି ବି ଦାଇତ୍ୱ ର ମହତ୍ୱ କୁ ପ୍ରାଧାନ୍ୟ ଦେଇ ନ ଥାନ୍ତି I କିନ୍ତୁ ଅଧିକ ବୟସ ର ଯୁବତୀ ଙ୍କୁ ପ୍ରେମ କରିଲେ ସେମାନେ ଦାଇତ୍ୱ ର ମହତ୍ୱ କୁ ଜାଣିପାରିଥାନ୍ତି I

ଅନ୍ୟ ସମ୍ପର୍କ ର ଦାଇତ୍ୱ

ଯେତେବେଳେ ଆପଣ ଏକ ଜୀବନସାଥୀ ପାଇଥାନ୍ତି ତ ଏହି ଆଶା ରଖିଥାନ୍ତି କିପରି ଆପଣ ଙ୍କ ର ଜୀବନସାଥୀ ଆପଣ ଙ୍କ ପରିବାର ର ପ୍ରତୋକ ଲୋକ ଙ୍କ ସହ ମଧ୍ୟ ଭଲ ରେ ଚଳିପାରିବ I

କେୟାରିଙ୍ଗ ହେଇଥାନ୍ତି

ଅଧିକ ବୟସ ରେ ଯୁବତୀ ଙ୍କୁ ବିବାହ କରିବା ସେମାନେ ଆପଣ ଙ୍କ ର ପ୍ରତିଟି କଥା କୁ ନେଇ ବିଶେଷ ଧ୍ୟାନ ମଧ୍ୟ ଦେଇଥାନ୍ତି I ଏବଂ ପ୍ରତ୍ୱେକଟିବ ମଧ୍ୟ ହେଇଥାନ୍ତି I

ଆପଣ ଙ୍କ ର ବ୍ୟକ୍ତିତ୍ୱ କୁ ମଧ୍ୟ ଗୋପନୀୟ ରଖିଥାନ୍ତି
ଅଧିକ ବୟସ ର ଯୁବତୀମାନେ ନିଜେ ଆତ୍ମନିର୍ଭରଶୀଳ ହେଇଥାନ୍ତି ଏବଂ ଅଧିକ ପ୍ରାକ୍ଟିକାଲ ମଧ୍ୟ ଚିନ୍ତା କରିଥାନ୍ତି I ପରିସ୍ଥିତି କୁ ଠିକ ଭାବ ରେ ବୁଝିବାକୁ ଚେଷ୍ଟା କରିଥାନ୍ତି I

ଅନୁଭବୀ ହେଇଥାନ୍ତି

ଅଧିକ ବୟସ ର ଯୁବତୀମାନେ ପର୍ଶନଲ ଓ ପ୍ରଫେସନାଲ ଉଭୟ କ୍ଷେତ୍ର ରେ ଅଧିକ ଅନୁଭବୀ ହେଇଥାନ୍ତି I ଏହା ସହ ସେମାନେ ନିଜ ପରିବାର କୁ ମଧ୍ୟ ଠିକ ରେ ଦେଖାଶୁଣା କରିଥାନ୍ତି I

ବିଶ୍ୱାସୀ ହେଇଥାନ୍ତି
ଯେପରି କି ଆପଣ ଜାଣିଥିବେ ଅଧିକ ବୟସ ର ଯୁବତୀମାନେ ଭଲ କଣ ଖରାପ କଣ ଜାଣିଥାନ୍ତି ଏବଂ ସମ୍ପର୍କ ମାମଲା ରେ ସର୍ବଦା ବିଶ୍ୱାସୀ ମଧ୍ୟ ହେଇଥାନ୍ତି I