ଆସିଲା ବଡ ଖବର, ଅଭିନୟ ଛାଡ଼ି ଦେଶର Seba କରିବେ ଓଡ଼ିଆ ହିରୋଇନ ଭୁମିକା, ଏମିତି ସତ ଆସିଲା ପଦାକୁ, ସମସ୍ତେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ ବର୍ତ୍ତମାନ ଅଭିନୟ ଛାଡ଼ି ଭାରତୀୟ ସେନାରେ ଯୋଗ ଦେଇଛନ୍ତି ତାହେଲେ ଆପଣମାନେ ଓଡ଼ିଆ ହିରୋଇନ୍ ଭୂମିକା ଦାସଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଶିଶୁ କଳାକାର ଭାବରେ ଓଲିଉଡ ଜଗତରେ କାମ ଆରମ୍ଭ କରିଥିଲେ ଭୂମିକା ମାତ୍ର ୫ ବର୍ଷ ବୟସରୁ ସେ ଓଡ଼ିଆ ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇ ପାରିଥିଲେ|

ତାଙ୍କର ସୁନ୍ଦର ଅଭିନୟ ଯୋଗୁଁ ତାଙ୍କୁ ବେଷ୍ଟ ଚାଇଲ୍ଡ ଆକ୍ଟ୍ରେସର ଆୱାର୍ଡ଼ ମଧ୍ୟ ମିଳି ସାରିଛି ଆଉ ଏହା ସହିତ ଭୂମିକା ଦାସ ଗତ ଦିନମାନଙ୍କରେ ଓଡ଼ିଆ ସିନେମାରେ ମୁଖ୍ୟ ନାୟିକା ଭାବରେ ନଜର ଆସିଛନ୍ତି। ତାହେଲେ ଭୂମିକା ଦାସ ତାଙ୍କର ପ୍ରଥମ ଫିଲ୍ମ ତୁ ମୋ ଲଭ୍ ଷ୍ଟୋରିରେ ସୁନ୍ଦର ଅଭିନୟ କରିଥିଲେ ଯେଉଁଠି ପାଇଁ ୟଙ୍ଗେଷ୍ଟ ହିରୋଇନ୍ ଭାବରେ ପୁରସ୍କାର ମଧ୍ୟ ମିଳି ସାରିଛି |

ତେବେ ସୁନ୍ଦର ଅଭିନୟ କରିବା ସହିତ ସୁନ୍ଦର ପାଠ ପଢନ୍ତି ଭୂମିକା ଦାସ ତେବେ ଗତ କିଛିଦିନ ପୂର୍ବେ ଦଶମ ଶ୍ରେଣୀରେ ୯୬% ମାର୍କ ରଖି ପାସ୍ ହୋଇଥିଲେ ଭୂମିକା ଦାସ ତେବେ ବର୍ତ୍ତମାନ ଭୂମିକା ଦାସଙ୍କୁ ୧୮ ବର୍ଷ ବୟସ ହୋଇଛି ଆଉ ଭୂମିକା ଦାସ ବର୍ତ୍ତମାନ ସମୟରେ ଓଲିଉଡ ଜଗତର ଜଣେ ଜବରଦସ୍ତ ହିରୋଇନ୍ ଅଟନ୍ତି |

ତେବେ ଭୂମିକା ବର୍ତ୍ତମାନ ଗୋଟିଏ ଓଡ଼ିଆ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି ଯେଉଁଥିରେ ସେ ଭାରତୀୟ ଆର୍ମିରେ ଯୋଗ ଦେଇଛନ୍ତି ଭାରତୀୟ ସେନାରେ ଯୋଗ ଦେଇ ଭାରତ ମାତାର ସେବା କରୁଥିବାର ନଜର ଆସିଛନ୍ତି ଭୂମିକା ଦାସ |

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ହିରୋଇନ୍ ଭୂମିକା ଦାସ କେମିତି ଲାଗନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।