ଆହୁରି 3ଦିନ ପର୍ଯ୍ୟନ୍ତ ଓଡ଼ିଶାର ଏହି ସବୁ ଜାଗାରେ ହେବ ନିର୍ଘାତିଆ ବର୍ଷା… Weather Updates

ଦର୍ଶକବନ୍ଧୁ ରାଜ୍ୟରେ କାଳବୈଶାଖୀ ବର୍ଷା ଆସନ୍ତା 3 ଦିନ ଧରି ଲାଗି ରହିବ | ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ ଘଡି ସହିତ ବର୍ଷା ହେବ ପବନର ବେଗ ବହୁତ ଅଧିକ ରହିବ ବିଶେଷ କରି କେନ୍ଦୁଝର ମୟୁରଭଞ୍ଜ ଯାଜପୁର ଆଦି ଜିଲ୍ଲାରେ ବିଜୁଳି ଘଡ ଘଡି ସହ କୂଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି 15 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |

ଏହା ସହ ସତର୍କ ରହିବାକୁ ତଥା ଆବଶ୍ୟକ ପ୍ରସୂତି ସାରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲା ପାଳଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରର ସୂଚନା ମୁତାବକ 9 ତାରିଖ ଦିନ 17 ଟି ଜିଲ୍ଲାରେ ବିଜୁଳି ଘଡ ଘଡି ସହ ବର୍ଷା ହେବ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡା କଟକ ଜଗତସିଂହପୁର ମାଲକାନଗିରି କୋରାପୁଟ ରାୟଗଡା ଗଜପତି କନ୍ଧମାଳ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ଇତ୍ୟାଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ |

ଏଥିସହ କନ୍ଧମାଳ ବୌଦ୍ଧ ସୋନପୁର ଅନୁଗୁଳ ଆଦି ଜିଲ୍ଲାରେ କୁଆ ପଥର ବର୍ଷା ହେବ ଏଣୁ ଏଇ 17 ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର ସେହିପରି 10 ତାରିଖ ଦିନ ମାଲକାନଗିରି କୋରାପୁଟ ରାୟଗଡା ଗଜପତି ନବରଙ୍ଗ ପୁର ଗଞ୍ଜାମ କନ୍ଧମାଳ ନୂଆପଡା ମୟୁରଭଞ୍ଜ ବାଲେଶ୍ୱର ଯାଜପୁର ଭଦ୍ରକ ଆଦି ଜିଲ୍ଲାରେ ଝଡବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ତେବେ ଆସନ୍ତା କଲି ଏହା ଭୁବନେଶ୍ୱର ସହିତ ଏହାର ଆଖ ପାଖ ଅଞ୍ଚଳରେ ସର୍ବସ ତାପମାତ୍ରା 39 ଡିଗ୍ରୀ ପାଖ ପାଖି ରହିବ ଅପରାହ୍ନ ରେ ଆକାଶ ମେଘ ଛୀନ ରହିବ ବିଜୁଳି ଘଡଘଡି ସହ ବର୍ଷା ମଧ୍ୟ ହେବ