ଐଶ୍ୱର୍ଯ୍ୟ ଓ କାଟ୍ରିନାଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି ଦିବ୍ୟ ଭାରତୀ ଙ୍କର ଭଉଣୀ, ବିଶ୍ୱାସ ନଥିଲେ ନିଜେ ଦେଖି ନିୟନ୍ତୁ

ଦିବ୍ୟ ଭାରତ ବଲିଉଡ ଇଣ୍ଡଷ୍ଟ୍ରି ର ଏକ ବେଶ ପରିଚିତ ନାମ ଅଟେ I କାରଣ ଦିବ୍ୟ ଙ୍କ ର ସୁନ୍ଦରତା ସାମୁଖ୍ୟ ରେ ଅନ୍ୟ ଅଭିନେତ୍ରୀ ମାନେ ଫିକା ପଡିଯାଇଥାନ୍ତି I ସେ ତାଙ୍କ କ୍ୟାରିୟର ରେ 12 ଟି ସୁପରହିଟ ଫିଲ୍ମ ଦେଇଛନ୍ତି I କିନ୍ତୁ ଏକ ଅଘଟଣ ରେ ତାଙ୍କ କ୍ୟାରିୟର ର କିଛି ବର୍ଷ ପରେ ତାଙ୍କ ର ମୃତ୍ୟୁ ହେଇଥିଲା ଓ ତାଙ୍କ ର ମୃତ୍ୟୁ ଆଜି ବି ଏକ ରହସ୍ୟ ହେଇ ରହିଛି I ତାଙ୍କ ର ଗୋଟି ଏସି ଦୀଵାନଗୀ ଓ ସାତ ସମୁନ୍ଦ୍ର ପାର ଗୀତି ଖୁବ ଲୋକପ୍ରିୟତା ପାଇଥିଲା I

ଦିବ୍ୟ ଭାରତୀ ଙ୍କ ର ଜନ୍ମ 24 ଜାନୁୟାରୀ 1974 ରେ ହେଇଥିଲା I ଏବଂ ଆଜି ଯଦି ଦିବ୍ୟା ଭାରତୀ ଜୀବିତ ଥାନ୍ତେ ତେବେ 43 ବର୍ଷ ବୟସ ର ହେଇଥାନ୍ତେ I କିନ୍ତୁ ସେ ମାତ୍ର 19 ବର୍ଷ ବୟସ ରେ ହିଁ ମୃତ୍ୟୁବରଣ କରିଥିଲେ I ଏବଂ ଆଶ୍ଚଯ୍ୟ ର କଥା ଏହା କି ତାଙ୍କ ମୃତ୍ୟୁ ର କାରଣ ଆଜି ପର୍ଯ୍ୟନ୍ତ ବି ସ୍ପଷ୍ଟ ହେଇ ନାହିଁ I ଦେଖିବାକୁ ଗଲେ ଦିବ୍ୟା ଭାରତୀ ଙ୍କ ର ଜଣେ ଭଉଣୀ ବି ଅଛନ୍ତି I ଯିଏ କି ବଲିଉଡ ରେ କ୍ୟାରିୟର ଆରମ୍ଭ କରୁଛନ୍ତି I

ଦିବ୍ୟା ଭାରତୀ ଯାହା 90 ଦଶକ ରେ କରିପାରିଥିଲେ ତାହା ଏହି ସମୟ ରେ କରିବା କୌଣସି ବି ଅଭିନେତ୍ରୀ ପକ୍ଷ୍ୟ ରେ ସମ୍ଭବ ନୁହେଁ I ତେବେ ଆଜି ଚାଲନ୍ତୁ ଜାଣିବା ଦିବ୍ୟା ଭାରତୀ ଙ୍କ ର ଭଉଣୀ ଙ୍କ ବିଷୟ ରେ I ସେ ବଲିଉଡ ରେ ନିଜ କ୍ୟାରିୟର କରିବାକୁ ନେଇ ବେଶ ଚର୍ଚା ରେ ଅଛନ୍ତି I ଏବଂ ସଫଳତା ପାଇବାକୁ ଅଧିକ ପରିଶ୍ରମ ବି କରୁଛନ୍ତି I


ଦିଵ୍ୟା ଭାରତୀ ଙ୍କ ର ଭଉଣୀ କ୍ୟାୟନାତ ଆରଡା ଦେଖିବାକୁ ଖୁବ ସୁନ୍ଦର ଏବଂ ସେ ଫିଲ୍ମ ଗ୍ରେଟ ଗ୍ରାଣ୍ଡ ମସ୍ତି ରେ ଅଧିକ ସଫଳତା ବି ପାଇଥିଲେ I


ତେବେ ବିଗତ ଦିନ ରେ ସେ ଇଣ୍ଟେର୍ନେଟ ଦୁନିଆ ରେ ବେଶ ଚର୍ଚା ରେ ଅଛନ୍ତି I ଏବଂ ସେ ଦିବ୍ୟଭାରତୀ ଙ୍କ ପରି ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I କିନ୍ତୁ ଅନ୍ୟ ଅଭିନେତ୍ରୀ ଯେପରି ଐଶ୍ୱର୍ଯ୍ୟ ଓ କାଟ୍ରିନା ବି ତାଙ୍କ ସୁନ୍ଦରତା ସମୁଖ ରେ ଫିକା ପଡିବେ I