ଆଜି ଆସନ୍ତୁ ଜାଣିବା ଲୋକପ୍ରିୟତା ପାଇବା ପୁର୍ବରୁ କଣ କରୁଥିଲେ ଏହି ଫିଲ୍ମ କଳାକାର ମାନେ, ନମ୍ବର ୧ ତ ହେଉଛନ୍ତି ସବୁଠୁ ବଡ ଷ୍ଟାର

ଜଣେ ବ୍ୟକ୍ତି ଜୀବନ ରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରିଥାନ୍ତି I କଠିନ ପରିଶ୍ରମ କରିବାକୁ ହେଲେ ଜଣେ ବ୍ୟକ୍ତି ଙ୍କୁ ନାନା ସମସ୍ୟା ର ସମୁଖୀନ ବି କରିବାକୁ ପଡିଥାଏ I ତେବେ ଲୋକେ ସଫଳ ହେବା ପରେ ବି ନିଜ ର ଅତୀତ କୁ ବି ଭୁଲି ନ ଥାନ୍ତି I ଆଜିକାଲି ଲୋକେ ଜାଣିଛନ୍ତି କି ଫିଲ୍ମ ରେ ସଫଳ ହେବାକୁ ହେଲେ ଷ୍ଟାର କିଡ଼ସ ପକ୍ଷ୍ୟ ରେ ହିଁ ସମ୍ଭବ ହେଇଥାଏ I କିନ୍ତୁ ଆଜି ର ବଲିଉଡ ଇଣ୍ଡଷ୍ଟ୍ରି ରେ ଏପରି କିଛି କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ଖୁବ ସଫଳତା ପାଇଛନ୍ତି I

ଆଜି ସେହି ସଫଳ ବ୍ୟକ୍ତି ଙ୍କ ର ଅତୀତ ର କିଛି ଅଭୁଲା ସ୍ମୃତି ବିଷୟ ରେ ଆଲୋଚନା କରିବା କି କିପରି ସେମାନେ ଷ୍ଟାର ହେବା ପୂର୍ବ ରୁ ନିଜ ର ଜୀବନ କୁ ଦୁଃଖ ରେ ଅତିବାହିତ କରିଥାନ୍ତି I

ରଜନୀକାନ୍ତ

ସବୁଠାରୁ ବଡ଼ ସୁପରଷ୍ଟାର ଭାବ ରେ ପରିଚିତ କଳାକାର ହେଉଛନ୍ତି ରଜନୀକାନ୍ତ I ରଜନୀକାନ୍ତ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି I କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବ ରୁ ସେ ଏକ ବସ ରେ ଟିକେଟ କଣ୍ଡକ୍ଟର କାମ କରୁଥିଲେ ଏବଂ ଦିନେ ଜଣେ ଫିଲ୍ମ ଡ଼ାଇରେକ୍ଟର ତାଙ୍କ ର ଷ୍ଟାଇଲ ରେ ପ୍ରଭାବିତ ହେଇ ତାଙ୍କୁ ଫିଲ୍ମ ରେ କାମ କରିବା ର ସୁଯୋଗ ଦେଇଥିଲେ I

ସାରୁଖ ଖାଁ

ବଲିଉଡ ଇଣ୍ଡଷ୍ଟ୍ରି ର କିଙ୍ଗ ଖାଁ ନାମ ରେ ପରିଚିତ ସାରୁଖ ଖାଁ ଙ୍କୁ ଆଜିକା ସମୟ ରେ କିଏ ବା ନ ଜାଣିଚି I ତାଙ୍କ ର ପରିଚୟ ର କୌଣସି ଆବଶ୍ୟକ ନାହିଁ I କିନ୍ତୁ ସେ ଫିଲ୍ମ ରେ ଆସିବା ପୂର୍ବ ରୁ ଏକ କଣ୍ଟେନ୍ଟଏଷ୍ଟ ଆଟେଣ୍ଡର କାମ କରୁଥିଲେ I ଏବଂ ପଙ୍କଜ ଉଦାସ ଙ୍କର ଲାଇଫ ସୋ ପାଁଇ ତାଙ୍କୁ 50 ଟଙ୍କା ବି ଫିସ ମିଳିଥିଲା I

ଯନି ଲିଭର

ଯନି ଲିଭର ଯିଏ କି ସାରା ଦୁନିଆ କୁ ନିଜ କମେଡି ରେ ହସାଇଥାନ୍ତି I ତାଙ୍କୁ କିଏ ବା ନ ଜାଣିଚି I ସେ ଫିଲ୍ମ ରେ ଏଣ୍ଟ୍ରି କରିବା ପୂର୍ବ ରୁ ମୁମ୍ବାଇ ର ରାଜ ରାସ୍ତା ରେ ପେନ ବିକ୍ରୟ କରୁଥିଲେ I ଏବଂ ଫିଲ୍ମ କ୍ୟାରିୟର ସେ 1981 ରେ ଫିଲ୍ମ ” ଦରଦ କା ରିସ୍ଥ”ରେ କାମ କରିଥିଲେ I

ପରିଣୀତି ଚୋପଦା

ବଲିଉଡ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିବା ପୂର୍ବ ରୁ ଅଭିନେତ୍ରୀ ପରିଣୀତି ଚୋପଦା ୟାଶରଜ ଫିଲ୍ମ ରେ ହିଁ ମାର୍କେଟିଙ୍ଗ କାମ କରୁଥିଲେ I ସେ ପ୍ରଥମେ ଫିଲ୍ମ ବ୍ୟାଣ୍ଡ ବାଜା ବାରାତି ରେ କାମ କରିଥିଲେ I ଏବଂ ଏହି ଫିଲ୍ମ କୁ ସବୁ ଲୋକେ ବେଶ ପସନ୍ଦ ବି କରିଥିଲେ I

ନବାଯୁଦିନ ସିଦ୍ଧକି

ଅଭିନେତା ନବାଯୁଦିନ ସିଦ୍ଧକି ଏକ ବହୁତ ଗରିବ ପରିବାର ର ଅଟନ୍ତି I ତାଙ୍କ ପରିବାର ଖୁବ ଗରିବ ଥିଲା ଏବଂ ସେ ନିଜ ର ପାଠପଢା ପୁରା କରିବା ପରେ କିଛି ସମୟ ଏକ ଔଷଧ ଦୋକାନ ରେ କାମ କରିଥିଲେ ଏବଂ ଧୀରେ ଧୀରେ ଏକ ଥିଏଟର ଗୃପ ରେ ଯୋଗ ଦେଇଥିଲେ I ସେ ଟଙ୍କା ରୋଜଗାର ପାଁଇ ୱାଚମ୍ୟାନ ଚାକିରୀ ବି କରୁଥିଲେ I