ଆଜି ପେପର ପଢି ଚିତ୍କାର କଲା ଗୋପାଳ, ମୋ ପରିବାରର କିଛି ହେଲେ କାହାକୁ ଛାଡିବିନି…

ନମସ୍କାର ବନ୍ଧୁଗଣ ଆଜି ସକାଳୁ ସକାଳୁ ଖବରକାଗଜ ପଢିଥିଲା ଗୋପାଳ ଦାସ ଆଉ ଖବରକାଗଜରେ ଲେଖା ହୋଇଥିଲା ଗୋପାଳ ଓ ତାର ପରିବାରକୁ ସୁରକ୍ଷା ପ୍ରସଙ୍ଗ ଆଉ ଏହି ଖବର ପଢ଼ି ସାରିବା ପରେ ଗୋପାଳ କହିଲା ମୋ ପରିବାରର କିଛି ହେଲେ କାହାକୁ ଛାଡ଼ିବି ନାହିଁ ଗୋପାଳ ଜୀବନ ପ୍ରତି ବିପଦ ରହିଛି ଗୋପାଳ ପରିବାରର ସଦସ୍ୟମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ଆଉ ଏପରି ସ୍ଥିତିରେ ଗୋପାଳର ସୁରକ୍ଷା ପ୍ରସଙ୍ଗ ଚିନ୍ତା ଜନକ ରହିଛି |

ଗୋପାଳକୁ ତୁରନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଉ ଜେଲ୍ ରେ ଗୋପାଳକୁ ୨୪ ଘଣ୍ଟା ସିସିଟିଭି କ୍ୟାମେରାରେ ରଖାଯିବା ଆବଶ୍ୟକ ଗୋପାଳ ଉପରେ ନଜର ରଖିବା ସହିତ ତାର ସୁରକ୍ଷା ସୁନିଶ୍ଚିତ କରାଯାଉ ଆଉ ଏଥିସହିତ ଗୋପାଳର ପରିବାରର ସବୁ ସଦସ୍ୟଙ୍କୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଏକ ପିଟିସନ ହାଇକୋର୍ଟରେ ଫେବୃୟାରୀ ୨୦ ରେ ଦାୟର ହୋଇଥିଲା ଆଉ ଯାହାର ଶୁଣାଣି କରିଛନ୍ତି ହାଇକୋର୍ଟ।

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଓ ତାଙ୍କ ପରିବାର ସୁରକ୍ଷିତ ବୋଲି ଦର୍ଶାଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ଗୋପାଳ ଦାସଙ୍କ ପରିବାର ଲୋକେ ଅସୁରକ୍ଷିତ ଥିଲେ ସେମାନେ କୋର୍ଟକୁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି ଆଉ ହୋଇଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଆବେଦନକାରୀ ଦର୍ଶାଇଥିଲେ |