ଆଜିବି ଏହି ଗୁମ୍ଫାରେ ରହିଛି ରାବଣର ଶବ… ଭିତରେ ଅଛି ୧୭ଫୁଟ ଲମ୍ଭା ଶବଧାର, ଦୁର ଦୁରରୁ ଦେଖିବାକୁ ଆସୁଛନ୍ତି ଲୋକମାନେ

ରାବଣ କୁ ନକାରାତ୍ମକ ଶକ୍ତି ର ପ୍ରତୀକ ବୋଲି ଲୋକେ ମାନିଥାନ୍ତି I ଲୋକ ଙ୍କ ର କହିବା ଅନୁସାରେ ଶ୍ରୀ ଲଙ୍କା ରେ ଆଜି ବି ରାମାୟଣ ସହ ଜଡିତ ଅନେକ ଇତିହାସ ଲୁଚି ରହିଛି I ଏବଂ ବିଗତ ଦିନ ରେ ହେଇଥିବା ରିସର୍ଚ୍ଚ ରୁ ଏକ ଏପରି ସ୍ଥାନ ର ସନ୍ଧାନ ମିଳିଛି ଯେଉଁଠାରେ ରାବଣ ର ଶବ କୁ ରଖାଯାଇଛି I ଏହା ଶ୍ରୀ ଲଙ୍କା ର ରେଗଲା ଗୁମ୍ଫା ରେ ରହିଛି I

ରେଗଲା ରେ ଥିବା ଗୁମ୍ଫା ରାବଣ ଗୁମ୍ଫା ନାମ ରେ ପରିଚିତ ଅଟେ I ଏବଂ ଏହା ସେହି ଗୁମ୍ଫା ଯେଉଁଠାରେ ରାବଣ ବସି ତପସ୍ୟା କରିଥାଏ ଓ ଶକ୍ତି ପ୍ରାପ୍ତି ବି କରିଥାଏ I ରେଗଲା ଗୁମ୍ଫା ବିଷୟ ରେ ଏପରି ଶୁଣିବାକୁ ମିଳିଛି କି ସେଠାରେ ଆଜି ବି ରାବଣ ର ଶବ ରହିଛି I ରାମାୟଣ ର ବି ଇତିହାସ ଅନୁସାରେ ବିଭୀଷଣ ରାବଣ କୁ ଅନ୍ତିମ ସଂସ୍କାର କରି ନ ଥିଲେ I

ରିସର୍ଚ୍ଚ ରୁ ଜଣାଯାଇଛି କି ଏହି ଫୁମ୍ଫା ରେ 17 ଫୁଟ ଲମ୍ଭା ର ଏକ ତାବୁତ ରହିଛି I ଯାହା ମଧ୍ୟ ରେ ରାବଣ ର ଶବ ରହିଛି I ଲୋକ ଙ୍କ ର ମନ ରେ ଏହି ପ୍ରଶ୍ନ ବି ଆସୁଛି କି ଏତେ ବର୍ଷ ରେ ରାବଣ ର ଶବ ନଷ୍ଟ ହେଇଯାଇଥିବ I କିନ୍ତୁ ଏହା ମଧ୍ୟ ରେ ଏକ ବିଶେଷ ପ୍ରକାର ର ପ୍ରଲେପ କୁ ବ୍ୟବହାର କରାଯାଇଛି I ତେଣୁ ଏହି ଶବ ଆଜି ବି ସୁରକ୍ଷିତ ରହିଛି I