ଆଜିକାଲି କେଉଁଠି ଅଛନ୍ତି ଶ୍ରୀ କ୍ରିଷ୍ଣା ସିରିଏଲରେ ରୁକ୍ମିଣୀ ଭୁମିକରେ ଅଭିନୟ କରିଥିବା ଅଭିନେତ୍ରୀ? ଏତେ ବଦଳି ଯାଇଛନ୍ତି ଚିହ୍ନିବା ହେଲା କଷ୍ଟକର …

ଦେଖିବା କୁ ଗଲେ ଅନେକ ଟିଭି ସିରିଏଲ ଆସିଥାଏ ଯାଇଥାଏ, କିନ୍ତୁ ମାତ୍ର କିଛି ଏପରି ସିରିଏଲ ଥାଏ ଯାହା ଲୋକ ମାନଙ୍କର ମନରୁ କେବେବି ବାହାରେ ନାହିଁ ଆଜ୍ଞା ଶ୍ରୀକୃଷ୍ଣ ଓ ଏହାର କଳାକାର ମାନଙ୍କ ଅବସ୍ଥା ବି ସେଇ ପରି| ତେବେ ଆଜି ଆମେ ଶ୍ରୀ କ୍ରିଷ୍ଣା ସିରିଏଲ ର ଜଣେ କଳାକାର ଙ୍କ ବିଷୟ ରେ ଆଲୋଚନା କରିବାକୁ ଯାଉଛେ |

ଆଜି ଆମେ ଆପଣ ଙ୍କୁ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛେ ସେହି ଅଭିନତ୍ରୀ ଙ୍କ ଚରିତ୍ର ବିଷୟରେ ଆପଣ ବେଶ ଭଲ ଭାବରେ ଜାଣି ଥିବେ I ଆଜି ଆମେ ଶ୍ରୀ କ୍ରିଷ୍ଣା ସିରିଏଲ ର ରୁକ୍ମିଣୀ ଙ୍କ ବିଷୟ ରେ କହିବା କୁ ଯାଉଛୁ| ଏହି ଭୂମିକା ରେ ଅଭିନୟ କରିଥିବା ମହିଳା ଙ୍କ ର ନାମ ପିଙ୍କି ପରେଖ ଅଟେ| ପିଙ୍କି ଜଣେ ଜଣାଶୁଣା ପ୍ରଫେସନାଲ ଅଭିନେତ୍ରୀ ଅଟନ୍ତି |

ପିଙ୍କି ଶ୍ରୀ କୃଷ୍ଣ ଛଡା ଅଲିଫ ଲୀଳା ସିରିଏଲ ରେ ମଧ୍ୟ କାମ କରିଛନ୍ତି I ଅନେକ ଲୋକେ ତାଙ୍କୁ ଆଜି ମଧ୍ୟ ମନେ ରଖିଛନ୍ତି I କାରଣ ସେ ଦେଖିବାକୁ ଯେପରି ସୁନ୍ଦର ତାଙ୍କ ର ଅଭିନୟ ମଧ୍ୟ ସେହିପରି ସୁନ୍ଦର ରହିଥିଲା I ଆଜିକା ସମୟ ରେ ଏତେ ବର୍ଷ ପରେ ସେ ଦେଖିବା କୁ ଆହୁରି ଅଧିକ ସୁନ୍ଦର ଦେଖାଯାଉଛନ୍ତି I

ଆଜିକା ସମୟ ରେ ଏତେ ବର୍ଷ ପରେ ମଧ୍ୟ ଏହି ଅଭିନେତ୍ରୀ ଙ୍କୁ ଲୋକେ ମନେ ପକାଇଥାନ୍ତି I ତେବେ ଶ୍ରୀ କୃଷ୍ଣ ସିରିଏଲ କୁ ଆଜିକୁ ପ୍ରାୟ 25 ବର୍ଷ ରୁ ଅଧିକ ସମୟ ବିତିଯାଇଛି I ତେଣୁ ତାଙ୍କ ଲୁକ ରେ ପରିବର୍ତନ ହେବା ମଧ୍ୟ ସ୍ୱାବିକ ଅଟେ I

କିନ୍ତୁ ସେ ନିଜ କୁ ଏପରି ଫିଟ ରଖିଛନ୍ତି କି ଆପଣ ଦେଖି ଏହି ଫୋଟୋ ରେ ନିଶ୍ଚିତ ଆଶ୍ଚଯ୍ୟ ହେବେ I ପିଙ୍କି ପରେଖ ଙ୍କ ର ଯୋଗଦାନ ଶ୍ରୀ କ୍ରିଷ୍ଣା ସିରିଏଲ ରେ ଅଧିକ ରହିଛି I