ବଲିଉଡ ର ଖିଲାଡୀ କୁମାର ଅର୍ଥାତ ଅକ୍ଷୟ କୁମାର ଭାରତୀୟ ସିନେମା ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି I ସେ ବଲିଉଡ ରେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି I ଅକ୍ଷୟ କୁମାର 1991 ରେ ଫିଲ୍ମ ନିର୍ଦେଶକ ରାଜ ସିପାହୀ ଙ୍କ ର ଫିଲ୍ମ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି I ତାଙ୍କ କ୍ୟାରିୟର ର ଆରମ୍ଭ ସୌଗନ୍ଧ ଫିଲ୍ମ ରୁ ଆରମ୍ଭ ହେଇଚି I
ତେବେ ଆଜି ଆମେ ଅକ୍ଷୟ କୁମାର ଙ୍କ ର କ୍ୟାରିୟର ର ଆରମ୍ଭ ବିଷୟ ରେ ଆଲୋଚନା କରିବା I ସେ ଏପରି ଜଣେ ଅଭିନେତ୍ରୀ ଙ୍କ ର ସହ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ସେହି ଅଭିନେତ୍ରୀ ଖୁବ କମ ବୟସ ରେ ବିଧବା ହେଇଯାଇଥିଲେ I ଅକ୍ଷୟ କୁମାର ଙ୍କ ର ପ୍ରଥମ ଫିଲ୍ମ ସୌଗନ୍ଧ ର ଅଭିନେତ୍ରୀ ଶାନ୍ତିପ୍ରିୟ ଯାହା ଙ୍କ ର ଅଭିନୟ ଏହି ଫିଲ୍ମ ରେ ଫ୍ଲପ ରହଥିଲେ I
ସୌଗନ୍ଧ ଫିଲ୍ମ ର ଅକ୍ଷୟ କୁମାର ଓ ଅଭିନେତ୍ରୀ ଶାନ୍ତିପ୍ରିୟ ଙ୍କ ର ଅଭିନୟ କୁ କିନ୍ତୁ ଦର୍ଶକେ ପସନ୍ଦ କରିଥିଲେ I ଏବଂ ଫିଲ୍ମ ରେ ଅଭିନେତ୍ରୀ ଙ୍କ ର କିସ ସିନ କୁ ନେଇ ଚର୍ଚା ବି ବେଶ ଜୋର ଧରିଥିଲା I କାରଣ ସେ ସମୟ ରେ କୌଣସି ବି ଫିଲ୍ମ ରେ ଏପରି ହଟ ସିନ ର ପ୍ରଦର୍ଶନ କରାଯାଇ ନ ଥାଏ I
ସୌଗନ୍ଧ ଫିଲ୍ମ ରୁ ଅକ୍ଷୟ କୁମାର ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I କିନ୍ତୁ ଶାନ୍ତିପ୍ରିୟ ଙ୍କ ର କ୍ୟାରିୟର ସେପରି କିଛି ବି ଭଲ ନ ଥିଲା ତେଣୁ ସେ ବଲିଉଡ ରୁ ବିଦାୟ ନେଇଯାଇଥିଲେ I
ଶାନ୍ତିପ୍ରିୟ ଙ୍କ ର ନାତି ସିଦ୍ଧାର୍ଥ ରେ ବି . ସାନ୍ତରାମ ଅଟନ୍ତି I ସେ 1992 ରେ ଫିଲ୍ମ ବଂଶଜ ରେ ଡେବ୍ୟୁ କରିଥିଲେ I ଏବଂ ସେ ଲୋକପ୍ରିୟ ଅଭିନେତା ସାରୁଖ ଙ୍କ ସହ ବି ବାଜିଗର ଫିଲ୍ମ ରେ ଡେବ୍ୟୁ କରିଥିଲେ I
ଶାନ୍ତିପ୍ରିୟ ଙ୍କ ର ବିବାହ ପରେ ତାଙ୍କ ର ଦୁଇଟି ସନ୍ତାନ ହେଇଥିଲେ କିନ୍ତୁ ଯାହା ଭାଗ୍ୟ ରେ ଯାହା ଲେଖା ଥିବ ତାହା ହିଁ ହେବ I ଏହା ପରେ 2004 ରେ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ଙ୍କ ର ହୃତଘାତ ରେ ମୃତ୍ୟୁବରଣ ହେଇଥିଲା I ସିଦ୍ଧାର୍ଥ ଙ୍କ ମୃତ୍ୟୁ ସମୟ ରେ ସେଶାନ୍ତିପ୍ରିୟା 35 ବର୍ଷ ବୟସ ର ଥିଲେ I
ପତି ଙ୍କ ର ଅଚାନକ ମୃତ୍ୟୁ ପରେ ପରିବାର ର ସବୁ ଦାଇତ୍ୱ ତାଙ୍କ ଉପରେ ଥିଲା I ଏବଂ ତେଣୁ ସେ ପୁଣି 2008 ରେ ସାଉଥ ଇଣ୍ଡିଆନ ଫିଲ୍ମ ରେ ଏଣ୍ଟ୍ରି କରିଥିଲେ I ସେ ଅନେକ ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ସେପରି ଲୋକପ୍ରିୟତା ପାଇ ନାହାନ୍ତି I ଏଥର କିନ୍ତୁ ସେ ଟିଭି ସିରିଏଲ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି I
ହିନ୍ଦୀ ଫିଲ୍ମ ଛଡା ଶାନ୍ତିପ୍ରିୟା ତାମିଲ , କନ୍ନଡ଼ ଓ ତେଲୁଗୁ ଫିଲ୍ମ ରେ ବି ଅଭିନୟ କରିସାରିଛନ୍ତି I ଫିଲ୍ମ ସୌଗନ୍ଧ ରେ ଫ୍ଲପ ହେବା ପରେ ଶାନ୍ତିପ୍ରିୟା ଫୁଲ ଔର କାଣ୍ଟେ ରେ ବି କାମ କରିସାରିଛନ୍ତି I ଏବଂ ସିରିଏଲ ଦ୍ୱାରିକାଧିସ ରେ ବି ସେ କାମ କରୁଛନ୍ତି I ତାଙ୍କ ର ଶେଷ ଫିଲ୍ମ 2011 ରେ ଆସିଥିଲା I