ପ୍ରତୋକ ବ୍ୟକ୍ତି ତାଙ୍କ ଜୀବନ ରେ କଠିନ ପରିଶ୍ରମ କରିଥାନ୍ତି ଏବଂ ଧନ ଉପାର୍ଜନ ଆଶା ରେ ରହିଥାନ୍ତି I କିନ୍ତୁ ଏହା ସମ୍ଭବ ହେଇ ନ ଥାଏ କି ପ୍ରତୋକ ବ୍ୟକ୍ତି ପରିଶ୍ରମ ଅନୁସାରେ ସଫଳ ହେଇଥାନ୍ତି I ଜଣେ ବ୍ୟକ୍ତି ଯେତେ ଧନୀ ହେବ ସେହି ବ୍ୟକ୍ତି ର ଆବଶ୍ୟକତା ସେତିକି ବଢିବ I ପୁରୁଣା ସମୟ ରେ ଯାଇନଟ ଫ୍ୟାମିଲି ରେ ସବୁ ଲୋକେ ଏକାଠି ରହୁଥିଲେ I ଏବଂ ଘର ର ମୁରବି ଙ୍କୁ ସମସ୍ତ ଙ୍କ ର ଦାଇତ୍ୱ ଉଠାଇବାକୁ ପଡୁଥିଲା I
ପୂର୍ବ ଅପେକ୍ଷ୍ୟା ବର୍ତମାନ ସମୟ ରେ ପ୍ରତୋକ ଲୋକ ଙ୍କ ର ଏକ ଛୋଟ ପରିବାର ହିଁ ରହିଛି ଓ ପ୍ରତୋକ ଅଲଗା ଅଲଗା ହେଇ ଚଳୁଛନ୍ତି I ପରିବାର ର ପ୍ରତୋକ ଲୋକେ ଟଙ୍କା ରୋଜଗାର କରିଥାନ୍ତି I କିନ୍ତୁ ଶାନ୍ତି ରେ ନିଶ୍ୱାସ ନେବାକୁ ସମୟ ନ ଥାଏ କାରଣ ପ୍ରତୋକ ବ୍ୟକ୍ତି ନିଜ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହିଥାନ୍ତି I ଯଦି ଭାରତ କଥା ଦେଖିବା ସବୁଠାରୁ ଧନୀ ପରିବାର ହେଉଛି ଅମ୍ବାନୀ ପରିବାର ଏବଂ ସେଠାରେ ସାରା ପରିବାର ଲୋକେ ଖୁବ ଆଡମ୍ବର ସହକା ରେ ଜୀବନ ଅତିବାହିତ କରିଥାନ୍ତି I ପ୍ରତୋକ କ୍ଷେତ୍ର ରେ ଅମ୍ବାନୀ ପରିବାର ସକ୍ରିୟ ଅଛନ୍ତି I
ଏତେ ଧନୀ ହେଇ ମଧ୍ୟ ଅମ୍ବାନୀ ପରିବାର ଦିନ କୁ 18 ଘଣ୍ଟା କାମ କରିଥାନ୍ତି I ଏବଂ ଏହି ଅମ୍ବାନୀ ପରିବାର ର ଖର୍ଚ୍ଚ ର ହିସାବ ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଯିବେ I ଅମ୍ବାନୀ ପରିବାର ର ଖର୍ଚ୍ଚ ର ହିସାବ ରଖିପାରିବା ସମ୍ଭବ ନୁହେଁ I କିନ୍ତୁ ଆଜି ଆମେ ଅମ୍ବାନୀ ମେସିନ ରେ ତିଆରି ହେଉଥିବା ଏକ ଚା ବିଷୟ ରେ ଆଲୋଚନା କରିବା I
ପ୍ରତୋକ ଲୋକେ ଦିନ ର ଆରମ୍ଭ ଚା ରୁ କରିଥାନ୍ତି କିନ୍ତୁ ଯେତେବେଳେ ଅମ୍ବାନୀ ପରିବାର ର କଥା ଆସିଥାଏ ସେମାନେ ବ୍ୟବହାର କରୁଥିବା ଚା କୌଣସି ସାଧାରଣ ଚା ନୁହେ ଏହା ଜାପାନ ର ସବୁଠାରୁ ଲୋକପ୍ରିୟ ବ୍ରାଂଡ଼ ସ୍ୱେର୍ମୀଙ୍କ ମାର୍କସମ ଚା ଅଟେ I ଏହି ଚା ଏକ କପ ର ମୂଲ୍ୟ 3 ଲକ୍ଷ୍ୟ ଟଙ୍କା ଅଟେ I