ଆମେରିକା ଗଲାପରେ ଏବେ ଏତେ ବଦଳି ଗଲେଣି ଓଡ଼ିଆ ହିରୋଇନ Elina… ଦେଖିଲେ ଚିହ୍ନି ପାରିବେ ନାହିଁ, ଏମିତି କେମିତି ସେ…

ନମସ୍କାର ବନ୍ଧୁଗଣ ଆମେରିକାରେ ମଜା ମସ୍ତି କରୁଛନ୍ତି ଓଡିଆ ହିରୋଇନ୍ ଏଲିନା ସାମନ୍ତରାୟ ତାହେଲେ ଦୀର୍ଘ ୨ ମାସ ଧରି ଆମେରିକାରେ ରହି ଆସୁଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ବର୍ତ୍ତମାନ ସମୟରେ ଆମେରିକାର ସୁନ୍ଦର ସୁନ୍ଦର ସ୍ଥାନରେ ବୁଲୁ ଥିବାର ଦେଖା ଦେଇଛନ୍ତି ଏଲିନା ସାମନ୍ତରାୟ |

ତେବେ ଆପଣମାନେ ଜାଣିଥିବେ ଗୋଟିଏ ଇଭେଣ୍ଟ ସୋରେ ଭାଗ ନେବାପାଇଁ ଆମେରିକାକୁ ଯାଇଥିଲେ ଏଲିନା ସବ୍ୟସାଚୀ ଅର୍ଚ୍ଚିତା ଆଉ ସେଠାରେ ସୁନ୍ଦର ପ୍ରଦର୍ଶନ କରିବା ପରେ ସେଠାରେ ରହୁଥିବା ଓଡ଼ିଆମାନେ ସେମାନଙ୍କୁ ବାରମ୍ବାର ଏହି ଇଭେଣ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି ତେବେ ଏହି କାରଣରୁ ଏଲିନା ସବ୍ୟସାଚୀ ଅର୍ଚ୍ଚିତା ଗତ ୨ ମାସରୁ ଅଧିକ ସମୟ ହେଲାଣି ରହି ଆସୁଛନ୍ତି |

ଆଉ ଏହାରି ମଧ୍ୟରେ ବୋହୁତ ସାରା ସୁନ୍ଦର ସୁନ୍ଦର ସ୍ଥାନରେ ବୁଲୁ ଥିବାର ନଜର ଆସିଛନ୍ତି ଏଲିନା ସାମନ୍ତରାୟ। ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଲିନା ସାମନ୍ତରାୟଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଗୋଟିଏ ରିୟାଲିଟି ସୋ ମାଧ୍ୟମରେ ସେ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ ଆଉ ଏହାପରେ ସେ ବୋହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି |

ତାଙ୍କର ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଲିନା ସାମନ୍ତରାୟଙ୍କୁ ତ ଅନେକ ସିନେମାରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ |

ତାହେଲେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଏବଂ ଏଲିନା ସାମନ୍ତରାୟ ଆପଣମାନଙ୍କୁ କେମିତି ଲାଗନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।