ଆମେରିକାରେ ନୁଆ ଘର କିଣିଲା ପରେ ଖୁସିରେ Emiti ନାଚିଲେ ଏଲିନା, ଦେଖିକି ସମସ୍ତେ କହିଲେ ଏମିତି କଣ ଗୋଟେ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆମେରିକାରେ ରହି ଜବରଦସ୍ତ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ଓଡ଼ିଆ ହିରୋଇନ୍ ଏଲିନା ସାମନ୍ତରାୟ ତେବେ ଆପଣମାନେ ଜାଣିଥିବେ ଦୀର୍ଘ ୨ ମାସ ଧରି ଏଲିନା ସାମନ୍ତରାୟ ଆମେରିକାକୁ ଚାଲି ଯାଇଛନ୍ତି ଆଉ ସେଠାରେ ଇଭେଣ୍ଟରେ ଭାଗ ନେବା ସହିତ ନିଜର ସୁନ୍ଦର ପ୍ରଫର୍ମାନ୍ସ ମଧ୍ୟ ଜାରି ରଖିଛନ୍ତି ତେବେ ଏଲିନା ସାମନ୍ତରାୟଙ୍କ ସହିତ ଅର୍ଚ୍ଚିତା ସବ୍ୟସାଚୀ ଅସୀମା ପଣ୍ଡା ଓ ଯୋଗେଶ ଯୋଯୋ ମଧ୍ୟ ଆମେରିକାରେ ଦୀର୍ଘଦିନ ଧରି ରହିଲେଣି |

ଆଉ ଏହାରି ମଧ୍ୟରେ ସୁନ୍ଦର ସୁନ୍ଦର ସ୍ଥାନରେ ବୁଲୁ ଥିବାର ନଜର ଆସିଛନ୍ତି ଏଲିନା ସାମନ୍ତରାୟ ତେବେ ଆମେରିକାରେ ଗୋଟିଏ ନୂଆ ଘର କିଣି ସେଠାରେ ରହିବେ ବୋଲି ଆଗାମୀ ଦିନମାନଙ୍କରେ କହିଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟ।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗୋଟିଏ ରିୟାଲିଟି ସୋ ମାଧ୍ୟମରେ ଏଲିନା ସାମନ୍ତରାୟ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ ତାହା ପୂର୍ବରୁ ଏଲିନା ସାମନ୍ତରାୟ ଗୋଟିଏ ଗରିବ ପରିବାରର ଝିଅ ଥିଲେ ଆଉ ଓଲିଉଡ ଜଗତକୁ ଆସିବା ପରେ ତାଙ୍କ ଭାଗ୍ୟ ବର୍ତ୍ତମାନ ପରିବର୍ତ୍ତନ ହୋଇ ଯାଇଛି ଆଉ ବର୍ତ୍ତମାନ ସେ ଆମେରିକାରେ ବୁଲୁ ଥିବାର ନଜର ଆସିଛନ୍ତି|

ଆମେରିକାରେ ବୋହୁ ସୁନ୍ଦର ସୁନ୍ଦର ସ୍ଥାନରେ ଏଲିନା ସାମନ୍ତରାୟଙ୍କୁ ଆପଣମାନେ ଦେଖିବା ପାଇଁ ପାଉଥିବେ ତାହେଲେ ଆମେରିକାର ଗୋଟିଏ ଇଭେଣ୍ଟରେ ଭାଗ ନେବା ପାଇଁ ଯାଇଛନ୍ତି ଏଲିନା ସାମନ୍ତରାୟ ଆଉ ଏଥିସହିତ ଏଲିନା ସାମନ୍ତରାୟଙ୍କର ଆଗାମୀ ଦିନମାନଙ୍କରେ ବୋହୁତ ସାରା ସିନେମା ରିଲିଜ୍ ହେବା ପାଇଁ ରହିଛି ଯାହାର ସୁଟିଂ ବର୍ତ୍ତମାନ ଅଧାରେ ପଡ଼ିଛି |

ତେବେ ଆପଣମାନେ ଜାଣିଥିବେ କି ଏଲିନା ସାମନ୍ତରାୟ ଓଲିଉଡର ସମସ୍ତ ଆଗ ଧାଡ଼ିର କଳାକାରଙ୍କ ସହିତ ସୁନ୍ଦର ଅଭିନୟ କରି ବୋହୁତ ସାରା ଆୱାର୍ଡ଼ ଓ ବକ୍ସଅଫିସ୍ ରେ ଜବରଦସ୍ତ କଲେକ୍ସନ ମଧ୍ୟ କରି ସାରିଲେଣି ତେବେ ଦର୍ଶକ ବନ୍ଧୁ ଏଲିନା ସାମନ୍ତରାୟ ଆପଣମାନଙ୍କୁ କେମିତି ଲାଗନ୍ତି ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।