ଅନୁଭବଙ୍କ ଘରୁ ବାହାରିବା ପରେ ଏମିତି ଚୁଲିରେ ରୋଷେଇ କରି ଖାଉଛନ୍ତି Barsha, ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ଓଲିଉଡ଼ ର କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ବେଶ ଭଲଭାବେ ଜାଣିଥିବେ | ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ଫିଲ୍ମ ରେ ନିଶ୍ଚୟ ଦେଖିବାକୁ ପାଈଥିବେ | ତାଙ୍କର ବହୁତ ସୁନ୍ଦର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି | ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ତାଙ୍କର ଅଭିନିଟି ଫିଲ୍ମ ଗୁଡିକ ଓଲିଉଡ଼ ବକ୍ସ ଅଫିସ ରେ ବହୁତ ସାରା କଲେକ୍ସନ କରିଥିବାର ନଜର ଆସିଛି |

ଆପଣମାନେ ଜାଣିଥିବେ ଗତ 2015 ମସିହାରେ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ | ଏଇ ଯୋଡ଼ିଙ୍କ ମଧ୍ୟରେ ବହୁତ ଅଧିକ ଭଲପାଇବା ଥିଲା କିନ୍ତୁ ବର୍ତମାନ ସମୟରେ ଅନୁଭବ ଓ ବର୍ଷା ପରସ୍ପରଙ୍କ ବିରୁଦ୍ଧରେ କୋର୍ଟ ରେ ହାଜିର ହୋଇଛନ୍ତି ଓ ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବାପାଇଁ ଚାହୁଁଥିଲା ବେଳେ ବର୍ଷା କିନ୍ତୁ ଅନୁଭବ ଙ୍କ ସହ ରହିବାକୁ ଚାହିଁଛନ୍ତି |


ବର୍ତମାନ ଲକଡାଉନ ର ପରିସ୍ଥିତି ରେ ବର୍ଷା ପ୍ରିୟଦର୍ଶିନୀ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବାର ନଜର ଆସିଛନ୍ତି | ଏଇଭଳି କଛି ଗାଁ କୁ ଯାଇ ସେ ଗରିବ ଲୋକଙ୍କ ସହ ବସିବା ଗପିବା | ସେମାନଙ୍କ ଘରେ ରୋଷେଇ କରିବା ସେମାନଙ୍କ ପାଇଁ ଖାଦ୍ୟ ରାନ୍ଧିବା ଆଉ ସେମାନଙ୍କୁ ଖାଦ୍ୟ ଖୁଆଇ ଦେଲାଭଳି ମହାନ କାମ କରିଛନ୍ତି ବର୍ଷା ପ୍ରିୟ ଦର୍ଶିନୀ ଓ ତାଙ୍କ ସହ ତାଙ୍କୁ ସାହାଯ୍ୟ କରିଛନ୍ତି କିଛି ସ୍ୱଚ୍ଛାସେବୀ ମାନେ ତେବେ ବନ୍ଧୁଗଣ ଆପଣମାନଙ୍କୁ ବର୍ଷା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |