କାଲି ସରିଯାଇଛି ଓଡ଼ିଆ ରୀତିନୀତି ଧର୍ମର ସାବିତ୍ରୀ ବ୍ରତ ଏହି ସାବିତ୍ରୀ ବ୍ରତ ଏଇ ସାବିତ୍ରୀ ବ୍ରତ ଅନୁସାରେ ସମସ୍ତ ନାରୀମାନେ ବା ସମସ୍ତ ସ୍ତ୍ରୀ ଲୋକମାନେ ନିଜ ସ୍ୱାମୀଙ୍କ ପାଇଁ ଯମ ପାଖରୁ ଫେରେଇ ଆଣିବାପାଇଁ ସ୍ୱାମୀ ର ଦୀର୍ଘାୟୁ ଆୟୁଷ ପାଇଁ କାମନା କରିଥିଲେ | ଏଥିରୁ ମଧ୍ୟ ବାଦ ପଡ଼ିନାହାନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହ ତାଙ୍କର ଛଡପାତ୍ର ବିବାଦ ଏବେ କୋର୍ଟ ରେ ଚାଲୁରହିଥିବା ସମୟରେ ଦୁଇଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ବି ଆଶା ହାରିନାହାନ୍ତି ବର୍ଷା ପ୍ରିୟଦର୍ଶିନୀ ଯାହାକି ଦେଖିବାକୁ ମିଳିଛି କାଲି |
ନିଜେ ମନ୍ଦିର ଯାଇ ଉପବାସ ରହି ବ୍ରତ କରିଥିବାର ନଜର ଆସିଥିଲେ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପାଇଁ ଭଗବାନଙ୍କୁ ଡାକୁଥିବାର ମଧ୍ୟ ନଜର ଆସିଛନ୍ତି ଏହା ସହିତ ଅନୁଭବ ଙ୍କ ବ୍ୟତୀତ ଅନେକ ସାବିତ୍ରୀ ମାନଙ୍କୁ ମଧ୍ୟ ଅନେକ ସାବିତ୍ରୀ ମାନଙ୍କୁ ନିଜ ଫଟୋ ଏବଂ ଭିଡିଓ ମାଧ୍ୟମରେ ୱିସ୍ କରିଥିଲେ |
ଲୋକମାନଙ୍କୁ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରିବାପାଇଁ ମଧ୍ୟ କହିଥିଲେ। ଅନୁଭବଙ୍କ ସହ ବ୍ରେକଅପ୍ ମାନେ ଫାଟକ ସୃଷ୍ଟି ହେଲା ପାରେବି ବର୍ଷା ପ୍ରିୟଦର୍ଶିନୀ ଏପର୍ଯ୍ୟନ୍ତ ନିଜ ସିନ୍ଦୂରର ସୁରକ୍ଷା ପାଇଁ ଭଗଵାନଙ୍କୁ ପାର୍ଥନା କରୁଥିବାର ଦେଖି ଏବେ ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବେଶ୍ ପ୍ରଶଂସା ଛୁଟୁଛି।
ଏବଂ ବର୍ଷାଙ୍କ ଫ୍ୟାନମାନେ ତାଙ୍କୁ ଧନ୍ୟବାଦ୍ ଦେବା ସହ ତାଙ୍କର ଏହି ପଦକ୍ଷପକୁ ଗ୍ରହଣ କରିଛନ୍ତି। ଏବଂ ଆମେ ଭାବୁଛୁ ଏହାକୁ ମଧ୍ୟ ଅନୁଭବ ଦେଖିଥିବେ କିନ୍ତୁ ଏଥିରେ କୌଣସି କମେଣ୍ଟ୍ ଅନୁଭବଙ୍କର ନଥିଲା।