ଅନୁଭବଙ୍କ ଘର ଛାଡିଲା ପରେ ଏମିତି ବଦଳିଲା Barshaଙ୍କ ଭାଗ୍ୟ… ଦେଖିଲେ ଆଖିରୁ ଲୁହ ଝରି ଯିବ

ନମସ୍କାର ବନ୍ଧୁଗଣ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ଅନୁଭବଙ୍କ ଘରୁ ବାହାରିବା ପରେ ବର୍ଷା ପ୍ରିୟଦର୍ଶିନୀ ବାହାରେ କିଭଳି ଭାବେ ଚଳୁଛନ୍ତି ଆସନ୍ତୁ ଜାଣିବା। ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।


ଆଉ ତାଙ୍କର ବୋହୁତସାରା ଫିଲ୍ମରେ ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ସମୟରେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ୨୦୧୪ ମସିହାରେ ପରସ୍ପରକୁ ଭଲପାଇ ବିବାହ କରିଥିଲେ ଅନୁଭବ ଓ ବର୍ଷା। ପାରିବାରିକ କଳହ ଯୋଗୁଁ ସେମାନେ ବର୍ତ୍ତମାନ ସମୟରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।


ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରେ ରହୁଛନ୍ତି ଓ ଆଗାମୀ ଦିନମାନଙ୍କରେ ଅନୁଭବଙ୍କ ସହ ରହିବାପାଇଁ ଚାହୁଁଥିଲା ବେଳେ ଅନୁଭବ କିନ୍ତୁ ବର୍ଷାଙ୍କ ସହ ରହିବା ପାଇଁ ଚାହୁଁ ନାହାଁନ୍ତି। ଏହିଭଳି ପରିସ୍ଥିତିରେ ଏହି କେଶ୍ ଟି କୋର୍ଟରେ ରହିଛି। ବର୍ତ୍ତମାନ କୋରୋନା ପରିସ୍ଥିତିରେ ଗରୀବ ଲୋକମାନଙ୍କୁ ସାହାଯ୍ୟ ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଗରୀବ ଲୋକମାନଙ୍କ ପାଇଁ ଖାଦ୍ୟ ରାନ୍ଧିବା ଓ ସେମାନଙ୍କ ସହ ସମୟ ବିତାଇବା ଓ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ।


ବର୍ଷାଙ୍କ ଏହିଭଳି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ବୋହୁତସାରା ଲୋକ ଆଗେଇ ଆସିଛନ୍ତି। ବର୍ତ୍ତମାନ ସମୟରେ ବର୍ଷା ପ୍ରିୟଦର୍ଶିନୀ ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କ ସହ ସମୟ ବିତାଉଥିବାର ନଜର ଆସିଛନ୍ତି।