ଆସିଲା ବଡ ଖବର, ଆରେଷ୍ଟ ହେବେ ଅନୁଭବ ମହାନ୍ତି, କଟକ DCP ଦେଲେ ବଡ ବୟାନ,ଏତେ ବଡ ଭୁଲ କେମିତି ସେ କରିଲେ…

ନମସ୍କାର ବନ୍ଧୁଗଣ ଆପଣମାନେ ତ ନିଶ୍ଚିତ ଜାଣିଥିବେ ନିକଟରେ ପୁରୀଘାଟ ଥାନାରେ ଏଫାୟାର୍ ଲେଖିଥିଲେ ବର୍ଷା ସ୍ଵାମୀ ଅନୁଭବଙ୍କ ନାଁରେ ତାହା ପୁଣି ସଙ୍ଗିନ୍ ଅଭିଯୋଗ ଆଣି ଲେଖିଥିଲେ କି ସ୍ଵାମୀ ଅନୁଭବ ଭିଡିଓ ପୋଷ୍ଟ କରି ମୋର ମାନହାନି କରୁଛନ୍ତି ମୋର ନାରୀତ୍ଵ ପ୍ରତି ଅସମ୍ମାନ କରିବା ସହିତ ତାଙ୍କ ଭିଡିଓରେ କୌଣସି ସତ୍ୟାସତ୍ୟ ନାହିଁ ଏବଂ ତାଙ୍କର ଦିଲ୍ଲୀ ବାନ୍ଧବୀ ପାଇଁ ଆମର ଛାଡ଼ପତ୍ର ହେଉଛି ଏହାକୁ ହେଇ ପୁରୀଘାଟ ଥାନାରେ ଏଫାୟାର୍ ଦେବା ପରେ ଡିସିପି ଅନୁପସ୍ଥିତ ଥିଲେ |

ତେବେ ଡିସିପି ଆସିବା ପରେ ଡିସିପି ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ ଯାହାକୁ ଶୁଣି ବର୍ଷା ପ୍ରିୟଦର୍ଶିନୀ ଏବେ ଖୁସି ଥିବାର ଜଣା ପଡ଼ିଛି। ତେବେ ଡିସିପିଙ୍କ କହିବା ଅନୁସାରେ ଅନୁଭବଙ୍କ କେସରେ ଏମିତି ଆଗରୁ ମଧ୍ୟ ଘଟିଛି ଏବଂ ବର୍ଷା ଏକ ଲିଖିତ ଅଭିଯୋଗ ମଧ୍ୟ ଆମ ନିକଟରେ ପହଞ୍ଚିଛି ଅନେ କାହାଣୀକୁ ତର୍ଜମା କରିବୁ ଏବଂ ଘଟଣାର ସତ୍ୟାସତ୍ୟକୁ ପହଞ୍ଚି ଦରକାର ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ଅନୁଭବଙ୍କୁ ଆରେଷ୍ଟ୍ ମଧ୍ୟ କରାଯିବ|

ତେବେ ବର୍ଷା ନିକଟରେ ଅଭିଯୋଗ ଆଣିଥିଲେ ପୁରୀଘାଟ ଥାନାରେ ସେ ସ୍ବାମୀଙ୍କର ଅବହେଳିତ ଏବଂ ନିର୍ଯାତିତ ଠାରୁ ସେ ବଞ୍ଚିତ ହୋଇ ବାହାରକୁ ଆସିଲେ ତେବେ ଯେତେବେଳେ ସେ ସମାଜସେବା କରୁଛନ୍ତି କିମ୍ବା ତାଙ୍କର ଏକ ପ୍ରତିଷ୍ଠିତ ସମ୍ମାନ ଅର୍ଜିଛନ୍ତି ତାକୁ ସବୁ ନଷ୍ଟ କରିବାକୁ ଚାହୁଁଛନ୍ତି ସ୍ଵାମୀ ଅନୁଭବ ମହାନ୍ତି।

ତେବେ ଏହାକୁ ନେଇ ପୁରୀଘାଟ ଥାନାରେ ଏତଲା ଦେଲା ପରେ ଅନୁଭବ ମହାନ୍ତି କିନ୍ତୁ ଅଟକି ନଥିଲେ ପୁଣିଥରେ ଏକ ଭିଡିଓ କରି ସେ ଚ୍ୟାଲେଞ୍ଜ କରିଥିଲେ ବର୍ଷା ପ୍ରିୟଦର୍ଶିନୀଙ୍କୁ ତେବେ ଏଥର ଅନୁଭବ ମହାନ୍ତି ସିଧା ବର୍ଷକୁ ଟାର୍ଗେଟ କରିଥିଲେ ଏବଂ ଯେଉଁଥିରେ ସେ କହିଥିଲେ ବର୍ଷା ଅନୁଭବଙ୍କ ସମ୍ପର୍କ ଆଉ ଯୋଡି ହେବ ନାହିଁ ବୋଲି ଅନୁଭବ ସିଧା ସଳଖ କହିଦେଇଥିଲେ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ୍ ବାଧିଥିଲା |

ବର୍ଷା ପ୍ରିୟଦର୍ଶିନୀ ତାହାକୁ ନେଇ ଏବେ ଏତଲା ଦେଲା ପରେ ଅନୁଭବଙ୍କ ପ୍ରତି ଆକ୍ସନ୍ ମୁଡ୍ ରେ ଅଛନ୍ତି ପୁରୀଘାଟ ଥାନାର ଡିସିପି ତେବେ ଦେଖାଯାଉ ବର୍ଷା ଅନୁଭବଙ୍କ ସମ୍ପର୍କ କେତେଦିନ ତିଷ୍ଠୁଛି ଏବଂ ଅନୁଭବଙ୍କୁ ପୁରୀଘାଟ ଥାନାର ପୋଲିସ ଆରେଷ୍ଟ କରୁଛି କି ନାହିଁ।