ଏବେ Barsha ଖୋଲିଲେ ମୁଁହ, କହିଲେ- ମୁଁ ଚାହୁଁଥିଲି ମା ହେବାକୁ, ଅନୁଭବ ଟିକେ ସହଯୋଗ କରିଥିଲେ ମୁଁ Maa ହେଇଥାନ୍ତି, କିନ୍ତୁ ସେ…

ଶାରୀ-ରିକ ସମ୍ପର୍କ ୨ଜଣଙ୍କ ସହମତ ରେ ହୁଏ ଆଉ ଅନୁଭବ ବର୍ଷାଙ୍କ ବିବାଦର ମୂଳ କାରଣ ହେଉଛି ଶାରୀ-ରିକ ସମ୍ପର୍କ | ଅନୁଭବ କହିଛନ୍ତି ବର୍ଷା ତାଙ୍କ ସହ ଶାରୀ-ରିକ ସମ୍ପର୍କ ରଖୁନାହାନ୍ତି କିନ୍ତୁ ଅନ୍ୟପଟେ ବର୍ଷା କହିଛନ୍ତି କି ମା ହେବାକୁ ସହଯୋଗ କରୁନଥିଲେ ଅନୁଭବ| ତେବେ ଏହା ଏଭଳି ଏକ ଘଟଣା ଯାହା ଉଭୟ ପରସ୍ପରଙ୍କୁ ଦାୟୀ କରୁଛନ୍ତି |

ଘଟଣା ଟି ଯେତେବେଳେ 2020 ରେ ଗାନ ମାଧ୍ୟମରେ ଆସିଥିଲା ଯେତେବେଳେ ଅନୁଭବ ଦିଲ୍ଲୀ ର ପଟିଆଲା ହାଉସ କୋର୍ଟ ରେ ବର୍ଷାଙ୍କ ବିରୋଧ ରେ ଏକ ଛାଡପତ୍ର ମାମଲା ଦାୟର କରିଥିଲେ ଗତ ଜୁଲାଇ 16 ତାରିଖ ରେ ଅନୁଭବ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ପିଟିସନ କୁ ଦାଖଲ କରିଥିଲେ|

47 ପୃଷ୍ଠା ର ଏହି ପିଟିସନ ରେ ସଫା ସଫା ଲେଖିଥିଲେ ବର୍ଷାଙ୍କ ବିରୋଧ ରେ ଏବଂ କହିଥିଲେ କି ବିବାହ ର ପ୍ରଥମ ଦିନରୁ ବର୍ଷା ତାଙ୍କ ସହ ସମ୍ପର୍କ ରଖିବାକୁ ବାରଣ କରିବା ସହ ସମ୍ପର୍କ ରଖିବାକୁ ସମୟ ମାଗୁଥିଲେ ଆଉ ଏମିତି ଦିଲ୍ଲୀ କଟକ ଆମେରିକା ଏମିତି ଅନେକ ଗୁଡିଏ ଜାଗା ଗଲେ କିନ୍ତୁ ସମ୍ପର୍କ ରଖି ପାରିଲେନି |

କିନ୍ତୁ ବର୍ଷାଙ୍କ କହିବା କଥା ହେଉଛି ଓଲଟା ବର୍ଷାଙ୍କ କହିବା କଥା ହେଉଛି ସେ ତାଙ୍କ ସ୍ୱାମୀ ଅନୁଭବ ସହଯୋଗ କରୁନଥିଲେ ବର୍ଷାଙ୍କ ସହ ସମ୍ପର୍କ ରଖିବାକୁ ବା ତାଙ୍କୁ ମା ହେବାକୁ ସହଯୋଗ କରୁନଥିଲେ ସ୍ୱାମୀ ଅନୁଭବ ମହାନ୍ତି ତେବେ ଘଟଣା ର ସତ୍ୟ ସତ୍ୟ କଣ ସ୍ୱାମୀ ସହଯୋଗ କରୁନଥିଲେ ସ୍ତ୍ରୀ କୁ ନା ସ୍ତ୍ରୀ ସହଯୋଗ କରୁନଥିଲେ ସ୍ୱାମୀକୁ |

କୁହାଯାଏ ସ୍ୱାମୀ ସ୍ତ୍ରୀ ର ଏହି ସମ୍ପର୍କ ବୋହୁତ ବ୍ୟକ୍ତିଗତ ବହୁତ ପ୍ରାଇଭେଟ ଯଦି ଏପରି ଘଟଣା ରହିଛି ତେବେ କାହିଁକି ଅନୁଭବ ବା କେଉଁ କାରଣ ସକାଶେ ଏତେ ହିଂସ୍ର ହୋଇ ଉଠିଥିଲେ ବର୍ଷାଙ୍କ ସହିତ ଏବଂ ବର୍ଷା କେଉଁ ଭୟ ପାଇଁ ଏସବୁକୁ ରୋକିଥିଲେ କଣ ଶାରୀ-ରିକ ସମ୍ପର୍କ ବେଳେ ହିଂସ ହୋଇଉଠିଥିଲେ କି ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯାହା ଯନ୍ତ୍ରଣା ଦାୟକ ଥିଲା |

ବର୍ଷାଙ୍କ କହିବା କଥା ସେ ସବୁବେଳେ ସହଯୋଗ କରିଆସିଛନ୍ତି ତାଙ୍କ ସ୍ୱାମୀଙ୍କୁ ଏବଂ ଯେଉଁ ଶାରୀ-ରିକ ସମ୍ପର୍କ କଥା କହୁଛନ୍ତି ଅନୁଭବ ଯେ ଗୋଟେ ନାରୀ ପୁରୁଷ ସହ ରହିବ ଏବଂ ତାଙ୍କ ଭିତରେ ଶାରୀ-ରିକ ସମ୍ପର୍କ ରହିପାରିବ ନାହିଁ ତେବେ ଏହି ଘଟଣା କୁ ନେଇ ଏବେ ଏପରି ରୋଚକ ମୋଡ଼ ଆସିଛି ଯେଉଁଠାରେ ହୁଏ ବୋଧେ ପଲିଗ୍ରାଫ ଟେଷ୍ଟ ବା ପରୀକ୍ଷା କରାଗଲେ ଜଣାପଡିବ କିଏ କହୁଛି ସତ ଆଉ କିଏ କହୁଛି ମିଛ ଅନୁଭବ ଏବେ 3ଟି ଭିଡିଓ ଛାଡି ଟାର୍ଗେଟ କରିଛନ୍ତି ବର୍ଷାଙ୍କୁ କିନ୍ତୁ ବର୍ଷା ଅନ୍ୟପକ୍ଷେ କିଛି କାହାକୁ ନକହି ଘର କଥା ଘରେ ଛିଡେଇ ବାକୁ ଚାହୁଁଛନ୍ତି |