ଆପଣ ମାନେ ନିଜ Pension କୁ ଅଧିକ କରିବାକୁ ଚାଁହୁଛନ୍ତି କି ? ଦେଖନ୍ତୁ ଏହି ରିପୋର୍ଟ

ଅଧିକ ପେନସନ ପାଇଁ ଏମିତି ରହିଛି ନିୟମ ଯେଉଁ ନିୟମ ରହିଥିଲା ସେହିଥିରେ ହେଲା ବଡ ବଦଳି ତେବେ କର୍ମଚାରୀ ଙ୍କ ପ୍ରଭିଡେଣ୍ଟ ଫଣ୍ଟ ଅର୍ଗାନାଇଜେସନ | EPFO ସଂମ୍ପର୍କିତ ଏକ ବଡ ଖବର ସାମ୍ନାକୁ ଆସିଛି | EPFO ସଦସ୍ୟ ମାନେ ଅଧିକ ପେନସନ ଚୟନ କରିବା ଲାଗି ନିଯୁକ୍ତି ଦାତା ଙ୍କ 3 ମେଇ 2023 ପର୍ଯ୍ୟନ୍ତ ଆବେଦନ କରି ପାରିବେ |

ଫେବୃଆରୀ 20 ରେ EPFO ଏହାର ଜୋର୍ନାଲ କାର୍ଯ୍ୟାଳୟ କୁ ନିର୍ଦ୍ଦେଶ ର ଏକ ସେପ୍ ପ୍ରକାଶ କରିବା ପରେ ଖବର ଆସିଛି ଜାହା କର୍ମଚାରୀ ଙ୍କ ପୁରୁଣା ସ୍କିମ୍ ଅଧିନରେ ଅଧିକ ପେନସନ ଚୟନ କରିବାକୁ ଅନୁମତି ଦେଇଥାଏ | ଏହା ପୂର୍ବରୁ ମାର୍ଚ୍ଚ 3 2023 ପର୍ଯ୍ୟନ୍ତ ଅଧିକ ପେନସନ ଚୟନ କରିବାର ଶେଷ ତାରିଖ ଥିଲା କିନ୍ତୁ | ଏହି ତାରିଖ କୁ ଏବେ ମେ 3, 2023 କୁ ବୃଦ୍ଧି କରି ଦିଆଜାଇଛି |

ଏହା ପୂର୍ବରୁ ସୁପ୍ରିମ୍ କୋର୍ଟ ତାଙ୍କର ଆଦେଶ ରେ ନଭେମ୍ବର 4 2022 ରେ କହିଥିଲେ ଯେ ଉଚ୍ଚ ପେନସନ କରିବାକୁ ସମସ୍ତ ଯୋଗ୍ୟ ସଦସ୍ୟ ଙ୍କୁ EPFO କୁ 4 ମାସ ସମୟ ଦେବାକୁ ପଡିବ | ସେହି ସମୟ ରେ ଏହି ଅବଦ୍ଧି ମାର୍ଚ୍ଚ 2023 ରେ ଶେଷ ହେବ | ଏହିଥିରେ ଦର୍ଶାଇ ଦିଆଜାଇଛି ଯେ ଗ୍ରାହାକ ଏବଂ ସେମାନଙ୍କ ନିଯୁକ୍ତି ଦାତା ଭାବେ କର୍ମଚାରୀ ଙ୍କ ନିଯୁକ୍ତି ପେନସନ ସ୍କିମ୍ ରେ ଅଧିକ ପେନସନ ପାଇଁ ଆବେଦନ କରି ପାରିବେ |

ନଭେମ୍ବର 2022 ରେ ସୁପ୍ରିମ କୋର୍ଟ କର୍ମଚାରୀ ଙ୍କ ପେନସନ ଯୋଜନା 2014 କୁ ସମର୍ଥନ କରିଥିଲେ | ଏହା ପୂର୍ବରୁ ଅଗଷ୍ଟ 22, 2014 ର EPFO ସଂଶଧନ ଯୋଗ୍ୟ ବ୍ୟକ୍ତି ସଂଶଧନ ସୀମାକୁ ମାସକୁ 6,500 ରୁ 15 ହଜାର କୁ ବୃଦ୍ଧି କରିଥିଲେ | ଏହିଥି ସହିତ ସଦସ୍ୟ ଏବଂ ସେମାନଙ୍କ ନିଯୁକ୍ତି ଦାତା ଙ୍କୁ ସେମାନଙ୍କ ପ୍ରକୃତ ବେଦତ 8.33 ପ୍ରତିଶତ EPS ରେ ଯୋଗଦାନ କରିବାକୁ ଅନୁମତି ଦିଆଜାଇଥିଲା |

ତେବେ EPFO ଏହା ର ଆଞ୍ଚଳିକ କାର୍ଯ୍ୟାଳୟ କୁ ଏହା ବାବଦ ରେ ଏକ ସର୍କୁଲାର ଜାରି କରିଛି | EPFO କହିଛି ଯେ ଏହି ପରି ସୁବିଧା ଯୋଗେଇ ଦିଆଯିବ ଜାହା ଦ୍ୱାରା URL ରେ ସୂଚନା ଦିଆଯିବ | ଏହା ପରେ ଆଞ୍ଚଳିକ EPFO ର ନୋଟିସ ବୋର୍ଡ ରେ ଏକ ସଠିକ୍ ନୋଟିସ ଏବଂ ଏକ ବେନର ଲଗେଇବେ ଜାହା ଦ୍ୱାରା ଏହାକୁ ସର୍ବସାଧାରଣ ରେ ଅବଗତ କରାଜାଇ ପାରିବ |

ଏହା ଅଧିନ ରେ ପ୍ରତ୍ୟୋକ ଆବେଦନ ପଞୀକୃତ ହେବ ଏବଂ ଡିଜିଟାଲ ରେକର୍ଡ ହେବ ଏବଂ ସେମାନଙ୍କୁ ଏକ ରସିଦ୍ ନମ୍ବର ଦିଆଯିବ EPFO ଏହାକୁ ପ୍ରତ୍ୟୋକ ବିକଳ୍ପ ମାମଲା ର ସମିକ୍ଷା କରିବେ ବୋଲି ଜଣା ପଡିଛି |