ଆପଣଙ୍କୁ ଚ୍ୟାଲେଞ୍ଜ: ଏହି ପ୍ରଶ୍ନର ଉତ୍ତର କେବେବି ଦେଇପାରିବେ ନାହିଁ ଆପଣ, ଆମେ ବାଜି ମାରି କହୁଛୁ …

ଆମ ଦେଶ ରେ କୌଣସି ବି ବଡ଼ ଚାକିରୀ କରିବାକୁ ହେଲେ ଇଣ୍ଟରଭିୟୁ ଦେବାକୁ ହେଇଥାଏ I କିନ୍ତୁ ଆଶ୍ଚଯ୍ୟ ର କଥା କି ଇଣ୍ଟରଭିୟୁ କୁ ହିନ୍ଦୀ ରେ କଣ କୁହାଯାଇଥାଏ ଅଧିକାଂଶ ଲୋକେ ଜାଣି ନ ଥିବେ I ଅନେକ ସମୟ ରେ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏପରି କିଛି ପ୍ରଶ୍ନ ର ଉତ୍ତର ଦେବାରେ ଅସମର୍ଥ ହେଇଥାନ୍ତି I ଆମ ଦେଶ ରେ ଆଇଏଏସ ର ଇଣ୍ଟରଭିୟୁ ସବୁଠାରୁ କଷ୍ଟକର ଅଟେ I

ଏପରି ଅନେକ ଇଣ୍ଟରଭିୟୁ ରହିଛି ଯାହା ର ଅର୍ଥ ବୁଝି ସଠିକ ଉତ୍ତର ଦେବାରେ ଲୋକେ ଫେଲ ମରିଥାନ୍ତି I ତେବେ ଆଜି ଆମେ ଆପଣ ଙ୍କୁ ଏପରି କିଛି ଇଣ୍ଟରଭିୟୁ ର ପ୍ରଶ୍ନ ଉତ୍ତର ବିଷୟ ରେ ଜଣାଇବା ଯାହା କି ଶୁଣି ଆପଣ ନିଶ୍ଚିତ ରୂପେ ଆଶ୍ଚଯ୍ୟ ହେବେ I

1. ପ୍ରଶ୍ନ – ଗାଈ କ୍ଷୀର ଦେଇଥାଏ ଓ କୁକୁଡ଼ା ଅଣ୍ଡା ଦେଇଥାଏ କିନ୍ତୁ କିଏ ଯାହା କି ଦୁଇଟି ଦେଇଥାଏ ?

ଉତ୍ତର – ଆପଣ ମଧ୍ୟ ଏହା କୁ ଶୁଣି ଚିନ୍ତା ରେ ପଡିଯାଇଥିବେ , ତେବେ ଏହା ର ଉତ୍ତର ହେଉଛି ଦୋକାନୀ I

2. ପ୍ରଶ୍ନ – ଜଣେ ବ୍ୟକ୍ତି ଏକ ଆଙ୍ଗୁଳି କୁ ଏକ ସେକେଣ୍ଡ ରେ ପାଞ୍ଚ ଜଣଙ୍କ ଉପରେ ପହଞ୍ଚାଇପାରିବ ତେବେ ସେହି ବ୍ୟକ୍ତି କିଏ ?

ଉତ୍ତର -ଲେଫ୍ଟମେନ ହିଁ ଏପରି କରିପାରିବେ I

3.ପ୍ରଶ୍ନ – ଏପରି କେଉଁ ଜିନିଷ ବହୁତ ଖରାପ ହେଇଥାଏ କିନ୍ତୁ ଲୋକେ କହିଥାନ୍ତି ପିଯାଅ ?

ଉତ୍ତର – କ୍ରୋଧ

4.ପ୍ରଶ୍ନ -ଏପରି କିଏ ଯାହା ଙ୍କ ପାଖ ରେ ରାତି ରେ ମୁଣ୍ଡ ହେଇଥାଏ କିନ୍ତୁ ଦିନ ରେ ନ ଥାଏ ?

ଉତ୍ତର – ତକିଆ

5. ପ୍ରଶ୍ନ -ଭୋକ ଲାଗିଲେ ଖାଇଥାଉ , ଶୋଷ ଲାଗିଲେ ପିଇଥାଉ ଓ ଥଣ୍ଡା ଲଗାଇଲେ ଜଳାଇଥାଉ , କିଏ ସେ ?

ଉତ୍ତର – ନଡ଼ିଆ ଯାହା କୁ ଆମେ ଖାଇପାରିବା , ପିପାରିବା ଓ ଜଳାଇପାରିବା I