ଅପରାଜିତା ମହାନ୍ତିଙ୍କ ଜୀବନର ଏମିତି କଠୋର ସତ ଆପଣ ଜାଣି ନଥିବେ, ଦେଖନ୍ତୁ ତାଙ୍କ Family ଓ Lifstyle, ଆଗରୁ ଦେଖି ନଥିବେ

ଓଲିଉଡ଼ ର ଡ୍ରିମଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତି ତାଙ୍କୁ ଓଡ଼ିଶାରେ ବା ଓଡିଶା ବାହାରେ କିଏ ବା ନଜାଣେ 1965 ମସିହା ମେ ମାସ 15 ତାରିଖରେ ଅପରାଜିତା ଜନ୍ମ ଲାଭ କରିଥିଲେ ଓ ବର୍ତମାନ ସମୟରେ ତାଙ୍କର ବୟସ ହେଉଛି ମାତ୍ର 55 ବର୍ଷ ବୟସ ଏହା ଛଡା ତାଙ୍କ ସ୍ୱାମୀ ଉତ୍ତମ ମହାନ୍ତି ସେ ମଧ୍ୟ ଜନ୍ମ ଲାଭ କରିଥିଲେ 1987 ମସିହାରେ ଏହା ସହିତ ଅପରାଜିତା ଙ୍କର ଗୋଟେ ପୁଅ ତାଙ୍କ ନାମ ରହିଛି ବାବୁଶାନ ମହାନ୍ତି |


ଅପରାଜିତା ମହାନ୍ତି 1980 ମସିହାରେ ତାଙ୍କ ଚଳଚିତ୍ର କ୍ୟାରେକ୍ଟର କୁ ଆରମ୍ଭ କରିଥିଲେ ଏବଂ ସୀତା ଲବ କୁଶ ଚଳଚିତ୍ର ମାଧ୍ୟମରେ ସେ ତାଙ୍କ ଆକ୍ଟିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ | ତାଙ୍କର ସେ ଫିଲ୍ମ ହିଟ ହେବାପରେ ସେ ଆଉ ପଛକୁ ଅନାଇ ଚାହିଁନାହାନ୍ତି ଗୋଟେ ପରେ ଗୋଟେ ସୁପରହିଟ ଚଳଚିତ୍ର ସେ ଦର୍ଶକମାନଙ୍କୁ ଦେଇ ଆସିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଟିକି ଆପ୍ପା ଙ୍କର ସେହି ଅଭିନୟ ଦେଖିବା ପାଇଁ ତାଙ୍କ ଫ୍ୟାନ ମାନେ ମଧ୍ୟ ଚାତକ ପରି ଚାହିଁ ବସିଥାନ୍ତି ଅପରାଜିତା ମହାନ୍ତି ତାଙ୍କ ସ୍ୱାମୀ ଉତ୍ତମ ମହାନ୍ତିଙ୍କ ସହ ଏକାଡେ଼ମିକ ବୋହୁ ଗୁଡିଏ ଚଳଚିତ୍ର ଦେଇଛନ୍ତି |


ଉଦଣ୍ଡି ସୀତା, ଜୋର ଯାର ମୂଳକ ତାର ଭଳି ସୁପରହିଟ ଚଳଚିତ୍ର ଦର୍ଶକମାନଙ୍କୁ ଦେଇଛନ୍ତି | ଅପରାଜିତା ମହାନ୍ତି ଏକ ମୁସଲମାନ ପରିବାରରେ ଜନ୍ମ ଲାଭ କରିଥିଲେ | ତାଙ୍କ ବାପା ଜଣେ ମୁସଲମାନ ହୋଇଥିଲା ବେଳେ ମା ହେଉଛନ୍ତି ହିନ୍ଦୁ ନାରୀ | ଏହା ସହିତ ଅପରାଜିତା ମଧ୍ୟ ହିନ୍ଦୁ ଘରକୁ ବୋହୁ ହେଇ ଆସିଛନ୍ତି ଓ ସେ ଏକ ଇଣ୍ଟରବ୍ୟୁ ରେ କହିଛନ୍ତି କି ତାଙ୍କର ଉଭୟ ଧର୍ମ ପ୍ରତି ସମାନ ଦୃଷ୍ଟି ରହିଛି |


ଆପଣମାନେ ଜାଣିଥିବେ କି ଅପରାଜିତା ବର୍ତମାନ ଭାରତୀୟ ଜନତା ପାର୍ଟି ରେ ସଦସ୍ୟ ଅଛନ୍ତି | ଦର୍ଶକବନ୍ଧୁ ତାଙ୍କର ପରିବାର କହିଲେ ସ୍ୱାମୀ ଉତ୍ତମ ମହାନ୍ତି ପୁଅ ବାବୁଶାନ ମହାନ୍ତି ଓ ତାଙ୍କ ବୋହୁ ଯିଏକି ତୃପ୍ତି ଓ ଅପରାଜିତା ମହାନ୍ତି ଙ୍କର ଫ୍ୟାନ ଏବେ ମଧ୍ୟ ଓଡିଶା ଓ ଓଡିଶା ବାହାରେ ରହିଛନ୍ତି | ଅପରାଜିତା ମହାନ୍ତି ଗୋଟେ ଚଳଚିତ୍ର ରେ କାମ କରିବାପାଇଁ 10 ରୁ 12 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଏବଂ କୌଣସି ପ୍ରଡକ୍ଟ ର ଆଡ଼ ପାଇଁ ସେ 5 ରୁ 7 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ବର୍ତମାନ ସମୟରେ ତାଙ୍କର ଏକ ଆଲିସନ ଘର ରହିଛି ଓ ତିନୋଟି କାର ରହିଛି | ଆପଣମାନଙ୍କୁ ତାଙ୍କର କେଉଁ ଚଳଚିତ୍ର ଟି ପସନ୍ଦ ଆସେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ