ଅର୍ଚ୍ଚନା ନାଗୁଣୀ ହେଲେ ମୋ ସ୍ୱାମୀ ଡବଲ Naga… ମୋ ସ୍ୱାମୀର 12ଟା ସ୍ତ୍ରୀ ସେ ସମସ୍ତଙ୍କୁ ଦେଉଛି ସର୍ଭିସ… ଯିଏ ନ ମାନିଲେ…

ନମସ୍କାର ବନ୍ଧୁଗଣ ଅର୍ଚ୍ଚନା ନାଗୁଣୀ ପରେ ଏବେ ବାହାରିଲା ନାଗ ଅର୍ଚ୍ଚନାଙ୍କର ତ ଗୋଟିଏ ସ୍ଵାମୀ ଥିଲେ କିନ୍ତୁ ଏହି ନାଗଙ୍କର ୧୨ ରୁ ଅଧିକ ସ୍ତ୍ରୀ ଅଛନ୍ତି ଦର୍ଶକ ବନ୍ଧୁ ଅର୍ଚ୍ଚନା ନାଗ୍ ଙ୍କ ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ସମୟରେ ଜଣେ ପୁରୁଷ ବ୍ଲାକମେଲର କାହାଣୀ ପଦାକୁ ଆସିଛି ଆଉ ଏସବୁ ବିଷୟରେ ସେହି ପୁରୁଷର ପ୍ରଥମ ସ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି।

ଦର୍ଶକ ବନ୍ଧୁ ଏହି ପୁରୁଷଙ୍କ ପ୍ରଥମ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଏହି ଏସ୍କର୍ଟ ସର୍ଭିସ ୫ ବର୍ଷ ଉପରେ ହେଲାଣି କରି ଆସୁଥିଲେ ଆଉ ଏବେ ତାଙ୍କୁ ପୋଲିସ୍ ଧରିଛି ଆଉ ଯେଉଁ ଫେରାର ଥିବା ମହିଳାଙ୍କୁ ପୋଲିସ୍ ଖୋଜୁଛି ସେ ହେଉଛି ତାଙ୍କର ୭ ନମ୍ବର୍ ସ୍ତ୍ରୀ ତେବେ ମୋ ସ୍ଵାମୀ ପ୍ରଥମେ ରିଲେସନରେ ରହିବାକୁ ଏସ୍କର୍ଟ ସର୍ଭିସରେ କଲ୍ ଗାର୍ଲ୍ ଙ୍କୁ କୁହନ୍ତି ଆଉ ତାପରେ ତାଙ୍କ ସହ ଶାରି-ରୀକ ସମ୍ପର୍କ ରଖି ତାଙ୍କର ଭିଡିଓ କରି ପରେ ତାଙ୍କୁ ବ୍ଲାକମେଲ୍ କରନ୍ତି|

ଆଉ ଟଙ୍କା ଆଣନ୍ତି ଆଉ ଅନେକ ଲୋକଙ୍କୁ ଝିଅ ଦେବା କହି ହୋଟେଲ୍ କୁ ଡାକି ଲୁଟି ନିଅନ୍ତି ବର୍ଷକୁ ସେ ଗୋଟିଏ ଗୋଟିଏ ବିବାହ କରନ୍ତି ତାଙ୍କର ବର୍ତ୍ତମାନ ସୁଧା ୧୨ ଜଣ ସ୍ତ୍ରୀ ହେବେ ଆଉ ତାଙ୍କୁ ଏହି କାମରେ ଲାଗନ୍ତି ସେ ମତେ ମଧ୍ୟ କହିଥିଲେ ଏହି କାମ କରିବାକୁ କହିଥିଲେ କିନ୍ତୁ ମୁଁ ଏସବୁରେ ରାଜି ହୋଇନଥିଲି ଯେଉଁ ଝିଅ ତାଙ୍କ ତାପରେ ରାଜି ହୁଏନାହିଁ ସେ ତାଙ୍କୁ ଛାଡିଦିଏ ଆଉ ନୂଆ ବିବାହ କରେ |

ଆଉ ଯେଉଁ ଝିଅ ରାଜି ହୋଇଯାଏ ତାକୁ ସେ ପୁଅମାନଙ୍କ ନମ୍ବର୍ ଆଣି ଦିଅନ୍ତି ଏବଂ ତାଙ୍କ ସହିତ ସମ୍ପର୍କ ରଖି ଭିଡିଓ କରି ବ୍ଲାକମେଲ୍ କରି ଟଙ୍କା ଆଣିବା ପାଇଁ କୁହନ୍ତି ମତେ ମଧ୍ୟ ଏହିସବୁ କହିଥିଲେ କିନ୍ତୁ ମୁଁ ଏସବୁ କରିବାକୁ ରାଜି ହୋଇନଥିକୁ ଆଉ ତାଙ୍କ ନାଁରେ ଥାନାରେ କେସ କରିଥିଲି|

କୌଣସି ମୋ ସ୍ବାମୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା କିନ୍ତୁ ଏବେ ପୋଲିସ୍ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।