ଆଶ୍ଚର୍ଯ୍ୟ ଖବର – Srilankaରେ ମାଟି ତଳୁ ବାହାରିଲା ହନୁମାନଙ୍କ ଗଦା, ପୁରା ଘଟଣା ଜାଣିଲେ ହାତ ଯୋଡି ଦେବେ ଆପଣ

ନମସ୍କାର ବନ୍ଧୁଗଣ ଶ୍ରୀଲଙ୍କାରେ ମାଟି ତଳୁ ବାହାରିଲା ହନୁମାନଙ୍କ ଗଦା, ଘଟଣାଟି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଶ୍ରୀଲଙ୍କାରେ ମାଟି ଖୋଳିବା ସମୟରେ ବାହାରିଲା ହନୁମାନଙ୍କ ବିଶାଳ ଗଦା। ରାମାୟଣ ୧୦୦% ସତ ବୋଲି ମିଳିଲା ପ୍ରମାଣ ଘଟଣାଟି ସଂପୂର୍ଣ୍ଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଅଞ୍ଜନୀ ପୁତ୍ର, ମହାବୀର ଆଦି ନାମରେ ଜଣା ଯାଇଥିବା ଭଗଵାନ ଶ୍ରୀରାମ ପରମଭକ୍ତ ହନୁମାନଙ୍କ ଗଦା ଶ୍ରୀଲଙ୍କାରେ ମାଟି ଖୋଳା ହେଉଥିବା ସମୟରେ ମିଳିଥିଲା। ଏହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ସେଠାକୁ ଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ କୁହାଯାଏ କି ଭଗଵାନ ହନୁମାନ ଖେଳିବା ସମୟରେ ଧରିଥିବା ଗଦା ଶ୍ରୀଲଙ୍କାରେ ମିଳିଛି। ଏହି ଗଦାଟି ୧୦୦ କିଲୋଗ୍ରାମ ବୋଲି କୁହାଯାଉଛି ଯାହାକୁ ଉଠାଇବା ପାଇଁ ଦୁଇଟି କ୍ରେନ୍ ର ସହାୟତା ନେବାକୁ ପଡ଼ିଥିଲା।

ଶ୍ରଦ୍ଧାଳୁ ଭକ୍ତମାନେ ଏହି ଫଟୋର ବଡ ପ୍ରିଣ୍ଟ ବାହାର କରି ଘରେ ରଖୁଛନ୍ତି। ଯେତେବେଳେ ନେଟ୍ ରେ ଆସିଥିବା ଏହି ଖବରର ସତ ପଞ୍ଜାବର ଗବେଷଣା କେନ୍ଦ୍ରରୁ ଯୋଡ଼ି ହୋଇଯାଇଥିବା ଅଶୋକଦିପ୍ ଙ୍କ ସହ ସମ୍ପର୍କ କରିଥିଲେ ସେ ମଧ୍ୟ ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ଇଣ୍ଟର୍ନେଶ୍ନାଲ ଗବେଷଣା କେନ୍ଦ୍ରକୁ ଫୋନ୍ କରି ଜାଣିବାକୁ ଚେଷ୍ଟା କଲେ କିନ୍ତୁ ସେଠାରେ ଥିବା ଅଶୋକନାଥ ବୋଲି ଜଣେ ବ୍ୟକ୍ତି କହିଲେ କି ଏହି ଗଦା ଭଗଵାନ ହନୁମାନଙ୍କର ନୁହେଁ କିଛି ଖରାପ ଚରିତ୍ରର ଲୋକ ନେଟ୍ ରେ ଫଟୋ ଛାଡିଛନ୍ତି, ଏହା ଏକ ବୋହୁତ ବଡ଼ ମିଛ କଥା।

ବର୍ଣ୍ଣିତ ଅଛି କି ଅଶୋକନାଥ ଦ୍ଵାରା ରାମାୟଣରେ ବର୍ଣ୍ଣିତ ପାଖାପାଖି ୫୦ ଟି ସ୍ଥାନରେ ଖୋଜାଖୋଜି ସାରିଲାଣି ଯେଉଁଥିରେ ଅଶୋକ ବାଟିକା ରାବଣ ମହଲର, ବିଭୀଷଣ ମହଲ, ରାବଣର ପବନ ରଥ ଯେଉଁଠି ପବନରେ ଉଡ଼ିବା ପାଇଁ ନିଜର ମାୟାବୀ ପବନ ରଥ ବ୍ୟବହାର କରିଥିଲା।

ଅନ୍ୟପଟେ ଲୋକମାନଙ୍କ ମନରେ ଏହି ଭ୍ରମ ଆସୁଛି କି ଏତେ ବଡ ଭରି ଗଦା କାହାର ହୋଇଥିବ। ଯାହାକୁ ଉଠାଇବା ପାଇଁ ଦୁଇଟି କ୍ରେନ୍ ର ସାହାଯ୍ୟ ନେବାକୁ ପଡ଼ିଥିଲା। ତେବେ ଏହି ଫଟୋଟି ହେଉଛି କର୍ଣ୍ଣାଟକର। ଏହା ଏକ ବିଶାଳ ହନୁମାନଙ୍କ ମୂର୍ତ୍ତି ପାଇଁ ତିଆରି ହୋଇଥିବା ଏକ ଗଦା ଲୋକେ ଏହାକୁ ଭାଇରାଲ୍ କରିବାରେ ଲାଗିଛନ୍ତି।