ଦର୍ଶକବନ୍ଧୁ ଯାହା ଗୋଟିଏ ଦୁଃଖଦାୟକ ଖବର ଯେ ବର୍ତମାନ ସମୟର ଅଭିନେତା ବିକ୍ରମଜିତ ଙ୍କର ମୃତୁ ଘଟିଛି 2003 ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ ଅଭିନେତା ବିକ୍ରମ ଓ ଯାହା ସୂଚନା ରହିଛି ବିକ୍ରମ 2003 ପୂର୍ବରୁ ସେ ଆର୍ମିରେ ମେଜର ଭାବେ କାମ କରୁଥିଲେ ଓ ସେଠାରୁ ରିଟାୟାର ହବା ପରେ ସେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ | ସେ 2003 ଠାରୁ ଆଜି ପର୍ଯ୍ୟନ୍ତ ଚଳଚିତ୍ର ଜଗତରେ କାମ କରିଆସୁଥିଲେ |
ବର୍ତମାନ ସମୟରେ ଅଚାନକ ତାଙ୍କର କରୋନା ରେ ମୃତୁ ଘଟିଛି କିଛିଦିନ ପୂର୍ବରୁ ସେ କରୋନା ରେ ଆକ୍ରାନ୍ତ ହୋଇ ମେଡିକାଲ ରେ ଚିକିତ୍ସ ହେଉଥିଲେ ଓ ବର୍ତମାନ ସମୟରେ ଯାହା ଖବର ଆସିଛି କି ସେ ଆଉ ଏ ଦୁନିଆରେ ନାହାନ୍ତି ସେ କରୋନା ଯୁଦ୍ଧ ରେ ହାରିଯାଇଛନ୍ତି ଓ ତାଙ୍କର ମୃତୁ ଘଟିଛି |
ବୋଲିଉଡ଼ ଇଣ୍ଡଷ୍ଟ୍ରି ଫୁଣି ଗୋଟେ ବିଶିଷ୍ଟ ଅଭିନେତା କୁ ହରାଇ ବସିଛି ଏଥିପାଇଁ ବୋଲିଉଡ଼ ଇଣ୍ଡଷ୍ଟ୍ରି ହେଉ ବା ଓଲିଉଡ଼ ଇଣ୍ଡଷ୍ଟ୍ରି ସବୁଠି ଶୋକର ସାୟା ଖେଳିଯାଇଛି ଅନେକ ଅଭିନେତା ଅଭିନେତ୍ରୀ ଓ ଡ଼ାଇରେକ୍ଟର ମାନେ ତାଙ୍କ ସୋସିଆଲ ମିଡିଆରେ ଦୁଃଖ ଜାହିର କରିଛନ୍ତି ତେବେ ଆପଣମାନଙ୍କୁ ବିକ୍ରମଜିତ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଆସିଲା ଆଉ ଏକ ଦୁଃଖ ଖବର, କରୋନାରେ ମୃତ୍ୟୁ ବରଣ କଲେ ଏହି ଲୋକପ୍ରିୟ ଅଭିନେତା Bikram
