ଆସିଲା ଆଉ ଏକ ଦୁଃଖ ଖବର, କରୋନାରେ ମୃତ୍ୟୁ ବରଣ କଲେ ଏହି ଲୋକପ୍ରିୟ ଅଭିନେତା Bikram

ଦର୍ଶକବନ୍ଧୁ ଯାହା ଗୋଟିଏ ଦୁଃଖଦାୟକ ଖବର ଯେ ବର୍ତମାନ ସମୟର ଅଭିନେତା ବିକ୍ରମଜିତ ଙ୍କର ମୃତୁ ଘଟିଛି 2003 ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ ଅଭିନେତା ବିକ୍ରମ ଓ ଯାହା ସୂଚନା ରହିଛି ବିକ୍ରମ 2003 ପୂର୍ବରୁ ସେ ଆର୍ମିରେ ମେଜର ଭାବେ କାମ କରୁଥିଲେ ଓ ସେଠାରୁ ରିଟାୟାର ହବା ପରେ ସେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ | ସେ 2003 ଠାରୁ ଆଜି ପର୍ଯ୍ୟନ୍ତ ଚଳଚିତ୍ର ଜଗତରେ କାମ କରିଆସୁଥିଲେ |

ବର୍ତମାନ ସମୟରେ ଅଚାନକ ତାଙ୍କର କରୋନା ରେ ମୃତୁ ଘଟିଛି କିଛିଦିନ ପୂର୍ବରୁ ସେ କରୋନା ରେ ଆକ୍ରାନ୍ତ ହୋଇ ମେଡିକାଲ ରେ ଚିକିତ୍ସ ହେଉଥିଲେ ଓ ବର୍ତମାନ ସମୟରେ ଯାହା ଖବର ଆସିଛି କି ସେ ଆଉ ଏ ଦୁନିଆରେ ନାହାନ୍ତି ସେ କରୋନା ଯୁଦ୍ଧ ରେ ହାରିଯାଇଛନ୍ତି ଓ ତାଙ୍କର ମୃତୁ ଘଟିଛି |

ବୋଲିଉଡ଼ ଇଣ୍ଡଷ୍ଟ୍ରି ଫୁଣି ଗୋଟେ ବିଶିଷ୍ଟ ଅଭିନେତା କୁ ହରାଇ ବସିଛି ଏଥିପାଇଁ ବୋଲିଉଡ଼ ଇଣ୍ଡଷ୍ଟ୍ରି ହେଉ ବା ଓଲିଉଡ଼ ଇଣ୍ଡଷ୍ଟ୍ରି ସବୁଠି ଶୋକର ସାୟା ଖେଳିଯାଇଛି ଅନେକ ଅଭିନେତା ଅଭିନେତ୍ରୀ ଓ ଡ଼ାଇରେକ୍ଟର ମାନେ ତାଙ୍କ ସୋସିଆଲ ମିଡିଆରେ ଦୁଃଖ ଜାହିର କରିଛନ୍ତି ତେବେ ଆପଣମାନଙ୍କୁ ବିକ୍ରମଜିତ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |