ଆସିଲା ବଡ ଖବର Maya ସରିଏଲର ଜଣେ ସଦସ୍ୟଙ୍କର କରୋନାରେ ହେଲା ମୃତ୍ୟୁ, ଦୁଃଖରେ ସବୁ କଳାକାର

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ପୁଣି ଆସି ପହଁଚିଲା ବହୁତ ବଡ ଦୁଃଖ ଖବର ଓଡ଼ିଆ ମାୟା ସିରିଏଲ ଟିମ ର ଜଣେ ସଦସ୍ୟ କରୋନା ରେ ଆକ୍ରାନ୍ତ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ତାହା ସହିତ ମାୟା ସିରିଏଲ ର ଏହି ସବୁ ଆକ୍ଟର ମାନେ ବା କଳାକାର ମାନେ କରୋନା ରେ ହେଲେ ଆକ୍ରାନ୍ତ ତେବେ ବନ୍ଧୁଗଣ କଣ ରହିଛି ସମ୍ପୂର୍ଣ ଖବର


ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ସିରିଏଲ ଟି କୁ ପ୍ରତିଦିନ ନିଶ୍ଚିତ ଭାବରେ ଦେଖୁଥିବେ ଓ ସେ ସିରିଏଲଟି କୁ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ତାହେଲେ ଫ୍ରେଣ୍ଡ୍ସ ବର୍ତମାନ କରୋନା ପାଇଁ ମାୟା ସିରିଏଲ ର ସୁଟିଂ ବନ୍ଦ ଅଛି ତେବେ ମାୟା ସିରିଏଲ ଟି କୁ ସାରା ଓଡିଶାବାସି ଭଲପାଆନ୍ତି ଓ ଘରେ ଘରେ ମାୟା ସିରିଏଲ ଟି ବହୁତ ଲୋକପ୍ରିୟ ମଧ୍ୟ ହୋଇ ପାରିଛି |


ଆଜି ଆସି ପହଁଚିଲା ମାୟା ସିରିଏଲ ର ଟିମ ସଦସ୍ୟ କୁ ନେଇ ବହୁତ ବଡ ଦୁଃଖ ଖବର | ତେବେ ମାୟା ସିରିଏଲ ର ଆକ୍ଟର ମାନସ ବା ନାଗେଶ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ଓ ସେ 15 ଦିନ ହୋମ କରେନଟାଇନ ରେ ଅଛନ୍ତି | ତାହା ସହିତ ସେ ନିଜେ ଲାଇଭ ଆସି କାନ୍ଦି କାନ୍ଦି ମଧ୍ୟ କହିଛନ୍ତି |


ତାଙ୍କ ଟିମର ଜଣେ ଆସିଷ୍ଟାଣ୍ଟ ଡିରେକ୍ଟର ଅଭିଷେକ ଭାଇ କରୋନା ରେ ଆକ୍ରାନ୍ତ ହୋଇ ଦେହ ତ୍ୟାଗ କରିଛନ୍ତି ଯାହା ଫଳରେ ମାୟା ସିରିଏଲ ଟିମ ରେ ଶୋକର ସାୟା ଖେଳି ଯାଇଛି ତେବେ ବନ୍ଧୁଗଣ ଆପଣମାନଙ୍କୁ ମୟା ସିରିଏଲ ଟି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |