ଆସିଲା ବଡ ଖବର ରଜ ପରେ ହଟିବ ଲକଡାଉନ, Lockdown Updates

ଦର୍ଶକବନ୍ଧୁ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ହାର କମୁଛି ଟୀକା କରଣ ମଧ୍ୟ ସେଇ ପରିମାଣରେ ଜୋର ଜାର ଚାଲିଛି ତେବେ ସଂକ୍ରମଣ କମିବାପରେ ଅନ୍ୟ ରାଜ୍ୟ ଗୁଡିକ ତାଲା ବନ୍ଦ କଟକଣା କୁ ହଟାଇବାକୁ ନିଷ୍ପତି ନେଇଛନ୍ତି | ସେଇ କ୍ରମରେ ଓଡିଶା ସଂକ୍ରମଣହାର କମୁଥିବାରୁ ଲକଡାଉନ ରଜ ପରେ ହଟିବ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି |

ସଂକ୍ରମଣ ସ୍ତିତି ନିୟନ୍ତ୍ରଣ ଆସିବାପରେ ସୋମବାର ଠାରୁ ପ୍ରଯାୟ କ୍ରମେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର ଆସନ୍ତା ସୋମବାରଠାରୁ ଦିଲୀ ରେ ଦୋକାନ ବଜାର ମଲ ଖୋଲିବାକୁ ଯାଉଛି ଅଡ଼ଇବେନ ଫର୍ମୁଲା ସଖାଳ 10 ରୁ ରାତି 8 ଯାଏ ଦୋକାନ ବଜାର ଖୋଲିବ ସେହିପରି 50ପ୍ରତିଶତ ଯାତ୍ରୀ ଙ୍କୁ ନେଇ ମେଟ୍ରୋ ଟ୍ରେନ ଚଳାଚଳି କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର |

ଆଗକୁ ସ୍ଥିତି ରେ ସୁଧାର ଆସିଲେ ଆହୁରି କଟକଣା କୋହଳ କରାଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ | ସେହିପରି ମହାରାଷ୍ଟ୍ର ସଂକ୍ରମଣ କମୁଥିବାରୁ 5 ଟି ପର୍ଯାୟରେ ଲକଡାଉନ ହଟାଇବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ସରକାର | ତାମିଲନାଡୁ ସରକାର ମଧ୍ୟ ସର୍ତକ ମୂଳ ଭାବେ କଟକଣା କୁ କୋହଳ କରିବାକୁ ନିଷ୍ପତି ନେଇଛନ୍ତି |

ତେବେ ଓଡ଼ିଶାରେ କେବେ କଟକଣା ହଟିବ ସେ ନେଇ କୌଣସି ସୂଚନା ମିଳିନାହିଁ ଯାହା ଅନୁମାନ କରାଯାଉଛି 16 ତାରିଖ ପରେ ଧୀରେ ଧୀରେ କରୋନା କଟକଣା ହଟିବ କିନ୍ତୁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ | କାରଣ ଏବେବି ରାଜ୍ୟରେ ସଂକ୍ରମଣ ର ହାର ଅଧିକ ରହିଛି ତେବେ ରଜ ପରେ ଲକଡାଉନ ହଟିବ କି ନାହିଁ ତାହାକୁ ଧରି ଜୋର ଧରିଛି | ଚର୍ଚା ତେବେ ଆପଣଙ୍କ ମତରେ ଲକଡାଉନ ହେବା ଦରକାର କି ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |