ବାବୁସାନଙ୍କ ପୁଣି ଆସୁଛି ଏକ ରିଏଲ ଲାଇଫ ମୁଭି… ଏଥରେ ଏହି ରୂପରେ ଆସିବେ ନଜର, ପୁଣି ଓଡ଼ିଆ Film କରିବ କମାଲ

ଓଡ଼ିଆ ଚଳଚ୍ଚିତ୍ର ଦମନ ର ସଫଳତା ପରେ ଏବେ ଦମମ ଫିଲ୍ମ ର ଷ୍ଟାର ବାବୁଶାନ ମହାନ୍ତି ଙ୍କ ଆସିବାକୁ ଯାଉଛି ରିଏଲଲାଇଫ ବେସ ଷ୍ଟୋରି ଫିଲ୍ମ ଯାହାକି ଆପଣମାନେ ଜାଣିଥିବେ କି ଦମନ ଫିଲ୍ମ କୁ ଏକ ରିଅଲ ଷ୍ଟୋରି ପରେ ବନଯାଇଥିଲା ସେହିପରି ଭାବରେ ବାବୁଶାନ ଙ୍କ ଏକ ନୂଆ ଫିଲ୍ମ ଆସୁଛି |

ଯାହାକି ଏକ ସତ ଘଟଣା ଉପରେ ଆଧାରିତ ହେବ ମାଓବାଦୀ ନେତା ସବ୍ୟସଚୀ ଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିବେ ବାବୁଶାନ ମହାନ୍ତି ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |

ଦମଲ ଫିଲ୍ମ ର ସଫଳତା ପରେ ଏବେ ରିଅଲ ଷ୍ଟୋରି କୁ ନେଇ ଫିଲ୍ମ ବନାଇବାର ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗୁଛି ତେବେ ଓଡ଼ିଆ ସୁପରଷ୍ଟାର ବାବୁଶାନ ମହାନ୍ତି ଆଉ ଏକ ରିଅଲ ଲାଇଫ ଷ୍ଟୋରି କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି | ବାବୁଶାନ ମାଓବାଦୀ ନେତା ସବ୍ୟସଚୀ ଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ଗଞ୍ଜାମ ଓକିଲ ସଂଘ ମାନଙ୍କ ସହ ଆଲୋଚନା କରୁଥିବାର ନଜର ଆସିଛନ୍ତି |

ଏଥିରେ ବାବୁଶାନ ନିଜେ ସବ୍ୟସଚୀ ଙ୍କ ଭୂମିକାରେ ଅଭିନୟ କରିବେ ଏ ନେଇ ଆଇନଜୀବୀ ଶ୍ରୀ ପଟନାୟକ ଙ୍କୁ ମଧ୍ୟ କହିଥିବାର ଜଣ ପଡିଛି ଏହା ସହ କୋର୍ଟ ପକ୍ଷରୁ ଏ ଫିଲ୍ମ ବନାଇବାକୁ ଅନୁମତି ମିଳିବ କି ନାହିଁ ତା ଆଉ ଏକ ପ୍ରସଙ୍ଗ ରହିଛି ତେବେ ସବ୍ୟସଚୀ ଙ୍କ ଇତିହାସ କୁ ନେଇ ଏ ଫିଲ୍ମ ବନା ଯିବା କଥା କୁହାଯାଇଛି ତେବେ ଅପେକ୍ଷା ରହିଲା କି ଏ ଫିଲ୍ମ କୁ ନେଇ କୋର୍ଟ କଣ ବିଚାର କରୁଛି |