ବାବୁଶାନ ସମସ୍ତଙ୍କୁ ଭୁଲ ମାଗିଲା ପରେ… ଏବେ ପୁଣି ପ୍ରକୃତି ମିଶ୍ର ସେୟାର କରିଲେ ଏମିତି ଭିଡ଼ିଓ, କହିଲେ ଏମିତି କିଛି Katha, ଦେଖନ୍ତୁ

ନମସ୍କାର ବନ୍ଧୁଗଣ କଲି ସନ୍ଧ୍ୟାରେ ବାବୁସାନ୍ ମହାନ୍ତିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଏବଂ ଯେଉଁଥିରେ ବାବୁସାନ୍ ମହାନ୍ତି ନିଜ କଲାକର୍ମ ପାଇଁ ଭୁଲ୍ ମାଗିବା ସହିତ ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଶଶୁର ଲଳିତ ଶତପଥୀଙ୍କ ନାଁରେ ଲାଗିଥିବା ସଙ୍ଗୀନ ଅଭିଯୋଗକୁ ସେ ଯଥା ସମ୍ଭବ ମିଟାଇବା ପାଇଁ ଚେଷ୍ଟା କରିବେ ବୋଲି ଭିଡିଓରେ କହିଥିବା ସହିତ ସେ ଆଗକୁ ଫିଲ୍ମରେ ଆସିବାକୁ ଯାଉଛନ୍ତି |

ସେ କହିଛନ୍ତି ଲୋକମାନେ ତାଙ୍କ ଫିଲ୍ମକୁ ସପୋର୍ଟ କରନ୍ତୁ ବୋଲି ବାବୁସାନ୍ ମହାନ୍ତି ଅନୁରୋଧ କରିଥିଲେ ଏବଂ ଏହା ପରେ ପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା କାଳେ ସ୍ତ୍ରୀ ତୃପ୍ତି ହିଁ ଏଭଳି କହିବାକୁ ବାଧ୍ୟ କରିଛନ୍ତି ବୋଲି ଅନେକ ଚର୍ଚ୍ଚା କରିଥିଲେ |

କିନ୍ତୁ ବାବୁସାନ୍ ମହାନ୍ତିଙ୍କ ଭିଡିଓ ନ ସରୁଣୁରୁ ପ୍ରକୃତି ମିଶ୍ରଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଆଉ ଗୋଟିଏ ଭିଡିଓ ଯେଉଁଥିରେ ପ୍ରକୃତି ମିଶ୍ର ଗୀତ ଗାଉ ଥିବାର ନଜର ଆସିଥିଲେ ଏବଂ ଏହି ଗୀତଟି ଠିକ୍ ବାବୁସାନ୍ ମହାନ୍ତିଙଙ୍କୁ ଡେଡିକେଟ୍ କରି ଗାଉଥିବା ଭଳିଆ ଜଣା ପଡୁଥିଲା।

ତେବେ ଏଭଳି ଗୀତ ପ୍ରଥମ ଥର ପାଇଁ ତାଙ୍କ ଷ୍ଟୋରିରେ ଗାଇକି ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିବା ବାବୁସାନ୍ ମହାନ୍ତିଙ୍କ ପରେ ପରେ ହିଁ ଏଭଳି ଗୀତ ପକାଇ ଥିବାର ଦେଖିବାକୁ ମିଳିଥିଲା ତେବେ ଇଙ୍ଗିତ ହେଉଛି କାଳେ ବାବୁସାନ୍ ମହାନ୍ତିଙ୍କ ଭିଡିଓ ଅପ୍ଲୋଡ୍ ହେବା ପରେ ଏଭଳି କିଛି ଭିଡିଓ ଅପ୍ଲୋଡ୍ କରିଛନ୍ତି ପ୍ରକୃତି ମିଶ୍ର |

ଏହି ଭିଡ଼ିଓ ଯାହାକି ବାବୁସାନ୍ ମହାନ୍ତିଙ୍କ ଭିଡିଓକୁ ଖୋଲା ଖୋଲି ଭାବରେ ଇଙ୍ଗିତ କରୁଥିବାର ଦେଖିବାକୁ ମିଳିଛି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କର ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ କଣ ରହିଛି ମତାମତ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।