ବାବୁଶାନ ଓ ପୁଅ ଗ୍ୱଆନଙ୍କ ଭିତରେ ହେଲା ମାଡ଼ବୋଳ, ଶେଷରେ Babusan ରାଗିକି…

ନମସ୍କାର ବନ୍ଧୁଗଣ ଆପଣମାନେ ତ ବାବୁସାନ୍ ମହାନ୍ତିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ତାଙ୍କ ଅଭିନୀତ ଦମନ ଫିଲ୍ମ ଗତ ଦିନମାନଙ୍କରେ ବେଶ୍ ଲୋକପ୍ରିୟ ହାସଲ କରିଥିଲା ତେବେ ନିଜ ପୁଅ ସହ କିପରି ମଜା ମସ୍ତି କରୁଛନ୍ତି ବାବୁସାନ୍ ମହାନ୍ତି ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ବାବୁସାନ୍ ମହାନ୍ତିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ଆପଣମାନେ ଏହା ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ ଆପଣମାନେ ଜାଣିଥିବେ କି ଗତ କିଛିଦିନ ପୂର୍ବେ ବାବୁସାନ୍ ମହାନ୍ତି ପ୍ରକୃତି ମିଶ୍ରଙ୍କ ସହିତ ବୋହୁ ମାତ୍ରାରେ ଭାଇରାଲ ହୋଇଥିଲେ ଯେଉଁଥିରେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ବାବୁସାନ୍ ମହାନ୍ତିଙ୍କୁ ଏବଂ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିଥିଲେ |

ଆଉ ଏହାପରେ ଦୁହିଁଙ୍କୁ ରାସ୍ତା ମଝିରେ ମାଡ଼ ମାରିବା ଘଟଣା ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହୋଇଥିଲା ତେବେ ଏହି ଘଟଣା ପାଇଁ ବାବୁସାନ୍ ମହାନ୍ତି ନିଜ ଫ୍ୟାନ ମାନଙ୍କୁ ସୋସିଆଲ ମିଡିଆରେ ଭୁଲ୍ ବି ମଧ୍ୟ ମାଗିଥିଲେ ତେବେ ଏହାପରେ ସବୁ ସମସ୍ୟାରୁ ବାହାରି ନିଜର ଫିଲ୍ମ କ୍ୟାରିୟର ଉପରେ ଧ୍ୟାନ ଦେଇଥିଲେ ବାବୁସାନ୍ ମହାନ୍ତି ଆଉ ତାଙ୍କର ଅଭିନୀତ ଦମନ ଫିଲ୍ମ ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲା |

ତେବେ ବର୍ତ୍ତମାନ ସମୟରେ ନିଜ ଫିଲ୍ମ ସୁଟିଂରୁ ସମୟ ପାଇ ନିଜ ପୁଅଙ୍କ ସହିତ ବେଶ୍ ମଜା ମସ୍ତି କରୁଛନ୍ତି ବାବୁସାନ୍ ମହାନ୍ତି ଏବଂ ନିଜ ପୁଅଙ୍କୁ ଧରି ଫଟୋ ଉଠାଇବା ସହିତ ପୁଅର ସହିତ ଛୋଟ ଛୁଆଙ୍କ ପରି ଖେଳୁଥିବାର ନଜର ଆସିଛନ୍ତି ବାବୁସାନ୍ |

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ବାବୁସାନ୍ ମହାନ୍ତି କେମିତି ଲାଗନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।