ବାବୁଶାନଙ୍କ ପୁଅ ଗୁଆନ ଧରିଲା ବାପାଙ୍କ ମିଛଆକ୍ଟିଙ୍ଗ, ହସିଲେ ମା ଅପରାଜିତ (Aparajita)…

ବନ୍ଧୁଗଣ ଆପଣମାନେ ଦେଖୁଛନ୍ତି ତ କେମିତି ବାପା ଙ୍କ ସହ ମିଶି ପୁଅ ଆରମ୍ଭ କରିସାରିଲେଣି ଆକ୍ଟିଙ୍ଗ ବପା କୁ ଚୁପ ଚୁପ କହି ଦଉଚି ବାବୁଶାନ ନିଜ ପୁଅକୁ ଖୁସି କରିବାକୁ କାନ୍ଦି କାନ୍ଦି ପଡି ଏମିତି କିଛି ଅଭିନୟ କରୁଛନ୍ତି ହେଲେ ପୁଅ କିନ୍ତୁ ଧରି ନେଉଛି ବାପା ର ଅଭିନୟ ତେବେ ଭାରତୀୟ ସ୍ତରରେ ଦମନ ଫିଲ୍ମ କୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏପଟେ କିନ୍ତୁ ପୁଅ ଧରି ନେଉଛି ବାପାଙ୍କ ଅଭିନୟ|

ବାପା ମିଛରେ ମିଛରେ କାନ୍ଦୁଛନ୍ତି ଆଉ ତା ସହିତ ଖେଳିବାକୁ ଚେଷ୍ଟା କରୁଛନ୍ତି | ପାଖେଇ ବସିଛନ୍ତି ଅପରାଜିତା ନାତି ଏବଂ ପୁଅ କୁ ଏକାସାଙ୍ଗରେ ଖେଳୁଥିବାର ଦେଖି ତାଙ୍କ ମନ ସତରେ ହିଁ ବହୁତ ଖୁସି ହେଇଯାଇଛି ତେବେ ବାବୁଶାନ ଏବେ ନିଜର ଖାଲି ସମୟ ପୁଅ ମା ଏବଂ ସ୍ତ୍ରୀ ଓ ତାହା ସହିତ ନିଜ କାମରେ ଲଗାଉଛନ୍ତି ପରିବାରରେ ହିଁ ପ୍ରକୃତ ଖୁସି ଲୁଚି ରହିଥାଏ ତାହା ବାବୁଶାନ ଜାଣିପାରିଛନ୍ତି |

ଆଉ ସେଥିପାଇଁ ବର୍ତ୍ତମାନ ସେ ନିଜ ପୁଅ ସହ ଖେଳୁଥିବାର ନଜର ଆସିଛନ୍ତି ବାପ ପୁଅ ସମ୍ପର୍କ ନିଆରା ଅଟେ | ଏହି ସମ୍ପର୍କର ବ୍ୟାଖ୍ୟା ବୋଧ ହୁଏ ଶବ୍ଦ କିଛି ଟା କହିପାରିବ ନାହିଁ କିନ୍ତୁ ଏହି ଭିଡିଓ ରେ ବାବୁଶାନ ଏବଂ ତାଙ୍କ ପୁଅଙ୍କ ଯେଉଁ ଚମତ୍କାର ଯୁଗଳବନ୍ଦୀ ଆପଣ ଦେଖୁଛନ୍ତି ତାହା ଆପଣଙ୍କୁ ଅନୁଭବ କରାଇଦେବ କି କେତେ ଖୁସି ଲାଗେ ଯେତେବେଳେ ଗୋଟେ ପୁଅ ତା ବାପା ସହ ଖେଳେ |

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବାବୁଶାନ ଙ୍କ ଦମନ ଫିଲ୍ମ ବହୁତ ଚର୍ଚ୍ଚା ସଂଗ୍ରହ କରିଛି ଆଉ ଫିଲ୍ମ ରେ ତାଙ୍କ ଅଭିନୟ କୁ ସାରା ଭାରତ ର ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ବାବୁଶାନ ଙ୍କ ଅଭିନୟ କେମିତ ଲାଗେ ଆମକୁ କମେନ୍ଟ ରେ ନିଶ୍ଚିତ ଜଣାଇବେ |