ବାବୁସାନଙ୍କୁ ଏମିତି ଚାଲେଞ୍ଜ କରିଲେ ପ୍ରକୃତି ମିଶ୍ର… ଦେଖିଲେ ବିଶ୍ୱାସ କରିପାରିବେ ନାହିଁ, ଦେଖନ୍ତୁ Kana ରହିଛି ସତ୍ୟତା…

ନମସ୍କାର ବନ୍ଧୁଗଣ ବାବୁସାନ୍ ଙ୍କୁ ଚ୍ୟାଲେଞ୍ଜ କଲେ ପ୍ରକୃତି ମିଶ୍ର ତେବେ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ପରେ ଏବେ ପ୍ରକୃତି ମିଶ୍ର ଓଡ଼ିଶା ଛାଡି ମୁମ୍ବାଇ ପଳେଇଛନ୍ତି ଏବଂ ସେଠାରେ ନିଜର ଆଉ ଏକ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ବୋଲି ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ତେବେ ପ୍ରକୃତି ମିଶ୍ର ଆଉ ଏକ ପୋଷ୍ଟ ମଧ୍ୟ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଛାଡିଛନ୍ତି ଏବଂ ସେଠାରେ ସେ ଲେଖିଛନ୍ତି ଯେ ଏବେ ସମସ୍ତେ ଦେଖିବେ ମୁଁ କଣ ଏବଂ ମୁଁ କଣ କରିପାରେ ମୋର ଜୀବନର ଦ୍ୱିତୀୟ ଅଧ୍ୟାୟକୁ ଆପଣମାନେ ସମସ୍ତଙ୍କୁ ସ୍ବାଗତ ଏବେ ଆପଣମାନେ ଦେଖିବା ପ୍ରକୃତି ମିଶ୍ର କଣ କରିପାରେ |

ତେବେ ଦର୍ଶକ ବନ୍ଧୁ ଏଠାରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି କି ପ୍ରକୃତି ମିଶ୍ର କିଛି ନ କହି ନ କହି ମଧ୍ୟ ବାବୁସାନ୍ ମହାନ୍ତିଙ୍କୁ ତେରେଛା ବାଣ ମାରି ଦେଇଛନ୍ତି| ତେବେ ଓଡିଶାରେ ଚର୍ଚ୍ଚା ହେଉଥିଲା କି ପ୍ରକୃତି ମିଶ୍ର ବାବୁସାନ୍ ଙ୍କୁ ଏଥିପାଇଁ ଫସାଇଛନ୍ତି ବାବୁସାନ୍ ମହାନ୍ତି ଓଡ଼ିଶାର ନମ୍ବର୍ ୧ ହିରୋ ଏବଂ ବାବୁସାନ୍ ମହାନ୍ତିଙ୍କ ସହିତ ରହିଲେ ସେ ଫିଲ୍ମ ପାଇ ପାରିବେ |

ତେବେ ପ୍ରକୃତି ମିଶ୍ର ଏହାକୁ ଭୁଲ୍ ପ୍ରମାଣିତ କରିବା ପାଇଁ ମୁମ୍ବାଇ ଯାଇଛନ୍ତି ଏବଂ ସେଠାରେ ସେ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି ବୋଲି ସେ ତାଙ୍କ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ତେବେ ଦେଖିବାକୁ ବାକି ରହିଲା କି ଏବେ କିଏ କେଉଁ ଆଡ଼କୁ ଯାଉଛି|

ଏବଂ ଦର୍ଶକମାନେ କାହାକୁ ଅଧିକା ପସନ୍ଦ କରୁଛନ୍ତି | ତେବେ ଦର୍ଶକ ବନ୍ଧୁ ଆପଣ କାହାକୁ ସପୋର୍ଟ କରୁଛନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।