ଆପଣମାନେ ନିଶ୍ଚୟ ଜାଣିଥିବେ କି ବର୍ଷା ପ୍ରିୟ ଦର୍ଶିନୀ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଭାବେ ପରିଚିତ ସେ ଅନେକ ଚଳଚିତ୍ର ରେ ତାଙ୍କର ଜବରଦସ୍ତ ଅଭିନୟ କରିଛନ୍ତି ଓ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କ ଫିଲ୍ମ ଗୁଡାକ ସବୁ ସୁପରହିଟ ହୋଇଥିଲା ଓ ଦର୍ଶକମାନେ ମଧ୍ୟ ତାଙ୍କର ସବୁ ଫିଲ୍ମ କୁ ପସନ୍ଦ କରିଥିଲେ | ବର୍ଷା ପ୍ରିୟଦର୍ଶିନୀ ଏ ଯୁଗର କୃଷ୍ଣ ସୁଦାମା ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ଏହା ସୁପରହିଟ ହୋଇଥିଲା |
ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବୋହୁ ଅଭିନେତା ତଥା ଅନୁଭବ ମହାନ୍ତି ଅରିନ୍ଦମ ରୟ ବୁଧାଦିତ୍ୟ ସବ୍ୟସଚୀ ପୁପିନ୍ଦର ଆଦି ସମସ୍ତ ହିରୋଙ୍କ ସହିତ ଅଭିନୟ କରିଛନ୍ତି ବର୍ଷା କିନ୍ତୁ ଓଲିଉଡ଼ ସୁପରଷ୍ଟାର ବାବୁଶାନ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣମାନେ କେବେ ଏକାଠି ଦେଖିନଥିବେ |
ବାବୁଶାନ ଙ୍କ ସହ ବର୍ଷା ଅଭିନୟ କରିବାପାଇଁ ଚାହୁଁନାହାନ୍ତି ନା ବର୍ଷା ଙ୍କ ସହ ବାବୁଶାନ ଅଭିନୟ କରିବାପାଇଁ ଚାହୁଁନାହାନ୍ତି କଣ ରହିଛି ରହସ୍ୟ | ଦର୍ଶକବନ୍ଧୁ ବର୍ଷା କହିଛନ୍ତି ବାବୁଶାନ ଜଣେ ଭଲ ଅଭିନେତା କିନ୍ତୁ ଆପଣମାନେ ଜାଣିଥିବେ ବର୍ତମାନ ସମୟରେ ବର୍ଷା ଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ ବର୍ଷା ସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି |
ଆଗାମୀ ଦିନମାନଙ୍କରେ ମଧ୍ୟ ଯଦି ବର୍ଷା ଅଭିନୟ କରିବେ ତାହା ହେଲେ ସେ ବାବୁଶାନ ଙ୍କ ସହ ଅଭିନୟ କରିବେ ବୋଲି କହିଛନ୍ତି | ତେବେ ବନ୍ଧୁଗଣ ବାବୁଶାନ ଓ ବର୍ଷା ଙ୍କ ଫିଲ୍ମ ଆସିବା ଦରକାର କି ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ
ବାବୁଶାନଙ୍କ ସହ ଫିଲ୍ମ କରିବାକୁ ନେଇ କଣ କହିଲେ Barsha Priyadarshini, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ
