ବାବୁସାନଙ୍କୁ ସାରା ଜୀବନ ଭଲ ପାଇବେ ପ୍ରକୃତି, ବାବୁସାନଙ୍କ ଭିଡିଓ ପରେ ପ୍ରକୃତି କହିଲେ ଏମିତି Kichi… ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ ବାବୁସାନ୍ ମହାନ୍ତିଙ୍କ ଭିଡିଓ ପରେ ପ୍ରକୃତି ମିଶ୍ର ସୋସିଆଲ ମିଡିଆରେ ଛାଡ଼ିଲେ ଏକ ପୋଷ୍ଟ ଲେଖିଲେ ମୁଁ ତମକୁ ସବୁଦିନ ପାଇଁ ଭଲ ପାଇବି ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ କାଲି ବାବୁସାନ୍ ମହାନ୍ତି ଏକ ଭିଡିଓ କରି ସାରା ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସେ ଏମିତି ଭୁଲ୍ ଆଉ କେବେ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ପ୍ରକୃତି ମିଶ୍ରଙ୍କ ସହିତ ବାବୁସାନ୍ ମହାନ୍ତିଙ୍କ ଭିଡିଓ ଭାଇରାଲ୍ ହେଲା ପରେ ନିଜ ବାପଘରକୁ ଚାଲି ଯାଇଥିଲେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ଆଉ ଏହାପରଠାରୁ ଦୀର୍ଘ ଏକ ମାସ ପାଖାପାଖି ହୋଇ ଗଲାଣି ଏପର୍ଯ୍ୟନ୍ତ ବାବୁସାନ୍ ମହାନ୍ତିଙ୍କ ପାଖକୁ ଫେରି ନାହାଁନ୍ତି ତୃପ୍ତି ବାବୁସାନ୍ ମହାନ୍ତିଙ୍କ ଅନେକ ଚେଷ୍ଟା ସତ୍ତ୍ଵେ ବି ବାବୁସାନ୍ ମହାନ୍ତିଙ୍କ ପାଖକୁ ଫେରି ନାହାଁନ୍ତି ତୃପ୍ତି |

ହେଲେ ଗତକାଲି ବାବୁସାନ୍ ମହାନ୍ତି ତୃପ୍ତିଙ୍କୁ କ୍ଷମା ମାଗିଛନ୍ତି ସୋସିଆଲ ମିଡିଆରେ ତେବେ ଏହି ଭିଡିଓଟି ଆସିବା ପରେ ପ୍ରକୃତି ମିଶ୍ର ଏକ ପୋଷ୍ଟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଥିଲେ ଏବଂ ଲେଖିଥିଲେ କି ସମୟ କହିବ କିଏ ଠିକ୍ କିଏ ଭୁଲ୍ ତେବେ ମୁଁ ତତେ ସବୁଦିନ ପାଇଁ ଭଲ ପାଇବି ତେବେ ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ପ୍ରକୃତି ମିଶ୍ର|

ତେବେ ତାଙ୍କ ପୋଷ୍ଟକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି ଏହି ପୋଷ୍ଟ ପରେ ବାବୁସାନ୍ ମହାନ୍ତିଙ୍କ ଫ୍ୟାନ ମାନେ ଅତ୍ୟଧିକ ରାଗି ଯାଇଛନ୍ତି ମଧ୍ୟ ତେବେ ଦର୍ଶକ ବନ୍ଧୁ ବଡ ବଡ ମହଲରେ ଚର୍ଚ୍ଚା ହେଉଛି କି ବାବୁସାନ୍ ମହାନ୍ତିଙ୍କ ଆଗାମୀ ଫିଲ୍ମ ଦମନ୍ ଆସୁଛି |

ତେବେ ଏହି ଫିଲ୍ମକୁ ଲୋକ ବାଇକାଟ୍ ନ କରିବା ପାଇଁ ବାବୁସାନ୍ ମହାନ୍ତି ହୁଏତ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।