ବାବୁଶାନଙ୍କ ଘରକୁ ଫେରିଲା ପରେ ଏବେ କେମିତି ଅଛନ୍ତି ସ୍ତ୍ରୀ ତୃପ୍ତି ଓ Pua ଗୁଆନ, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ଏତେ କଷ୍ଟରେ…

ନମସ୍କାର ବନ୍ଧୁଗଣ ଅନେକ ଦିନପରେ ବାବୁସାନ୍ ମହାନ୍ତି ଘରକୁ ଫେରିଲେ ତାଙ୍କ ପତ୍ନୀ ତୃପ୍ତି ଆଉ ତାଙ୍କ ପୁଅ ଗୁହାନ୍ ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ତୃପ୍ତି ଓ ବାବୁସାନ୍ ଦିହେଁ ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇଛନ୍ତି ଆଉ ପରବର୍ତ୍ତୀ ସମୟରେ ପରିବାର ଲୋକେ ବାବୁସାନ୍ ଓ ତୃପ୍ତିଙ୍କୁ ଅଲଗା କରିବା ପାଇଁ ବୋହୁତ ଚେଷ୍ଟା କରିଥିଲେ|

ହେଲେ ଏଥିରେ ସମସ୍ତେ ଅସଫଳ ରହିଥିଲେ ଆଉ ଶେଷରେ ଦୁହେଁ ପରସ୍ପରକୁ ବିବାହ କରି ନେଇଥିଲେ କିନ୍ତୁ ବାହାଘର ପରେ ଯେତେବେଳେ ପ୍ରକୃତି ମିଶ୍ର ବାବୁସାନ୍ ମହାନ୍ତିଙ୍କ ଜୀବନକୁ ଆସିଥିଲେ ସେତେବେଳେ ବାବୁସାନ୍ ତୃପ୍ତିଙ୍କ ଠାରୁ ଦୂରେଇବାରେ ଲାଗିଥିଲେ ତେବେ ଗତ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା |

ଆଉ ଏକଥା ଜାଣିବା ପାଇଁ ପାଇଥିଲେ ତୃପ୍ତି ତାପର ଠାରୁ ବାବୁସାନ୍ ଓ ତୃପ୍ତିଙ୍କ ମଧ୍ୟରେ ବୋହୁତ ଝଗଡ଼ା ହୋଇଥିଲା ଆଉ ଶେଷରେ ତୃପ୍ତି ପ୍ରକୃତି ମିଶ୍ର ଓ ବାବୁସାନ୍ ଙ୍କୁ ଏକାଠି ଧରିଥିଲେ ଆଉ ଧରିବା ପରେ ଏହି ଘଟଣାଟିର ପର୍ଦ୍ଦାଫାଶ ହୋଇଥିଲା ଆଉ ସମସ୍ତେ ଏହି ଘଟଣାଟିକୁ ଜାଣି ନେଇଥିଲେ ଆଉ ତା ପରବର୍ତ୍ତୀ ସମୟରେ ବାବୁସାନ୍ ଏହି କାରଣରୁ ପ୍ରକୃତି ମିଶ୍ରଙ୍କ ଠାରୁ ଦୂରେଇ ଯାଇଥିଲେ |

ଏବଂ ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲି ଯାଇଛନ୍ତି ଓ ଅନ୍ୟପକ୍ଷେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ରାଗିଯାଇ ନିଜ ବାପଘରକୁ ଚାଲି ଯାଇଛନ୍ତି ଆଉ ବାବୁସାନ୍ ଙ୍କ ପାଖକୁ କେବେବି ହେଲେ ଫେରିବେ ନାହିଁ ବୋଲି କହିଛନ୍ତି|

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏହି ଖବର ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କି ଖୁବ୍ ଶୀଘ୍ର ବାବୁସାନ୍ ମହାନ୍ତିଙ୍କ ପାଖକୁ ତାଙ୍କ ସ୍ତ୍ରୀ ତୃପ୍ତି ଓ ଗୁହାନ ତାଙ୍କ ପାଖକୁ ଫେରି ଆସିବେ ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ବାବୁସାନ୍ ମହାନ୍ତି ଓ ତୃପ୍ତିଙ୍କ ଯୋଡି କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।