Big Breaking ସାଲିକୁ ନେଇ ଫେରାର ହେଲା ଭିଣେଇ, ତାପରେ ରାତିରେ ଯାହା ଘଟିଲା, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ…

ଦର୍ଶକବନ୍ଧୁ ଏହି ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହା ଆମକୁ ଚମକାଇ ଦେଇଥାଏ ଆଜି ଆସନ୍ତୁ ଜାଣିବା ଏମିତି ଏକ ଅଭାବନୀୟ ଘଟଣା ଯାହାକୁ ଶୁଣିବାକୁ ମିଳିଛି ଯେ ସାଳି ଧରି ପଳାଇଗଲେ ଯୁବକ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ |

ତେବେ ବନ୍ଧୁଗଣ ଉତ୍ତର ପ୍ରଦେଶ ରେ ଏମିତି ଏକ ଅଭାବନୀୟ ଘଟଣା ଗହାଇଛି ଯାହା ଏବେ ବହୁତ ଜୋର ରେ ଚର୍ଚ୍ଚାର ବିଷୟ ପାଲଟିଛି ଯେଉଁଠାରେ ସାଳି ଭେଣେଇ ପଳାଇ ଯାଉଥିଲେ କିନ୍ତୁ ସେମାନଙ୍କ ଯିବା ସମ୍ଭବ ହେଲା ନାହିଁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗ୍ରାମ ର ଇଛି ଯୁବକ ଧରି ନେଇଥିଲେ |

ତେବେ ଫ୍ରେଣ୍ଡ୍ସ ଉତ୍ତରପ୍ରଦେଶ ର ଏହି ଘଟଣା ରେ ସାଳି ଓ ଭେଣେଇଙ୍କ ଏକା ସହ ପ୍ରେମ ସମ୍ପର୍କ ଚାଲିଥିଲା ଏଠାରେ ସାଳି କୁ ନେଇବାକୁ ଜୁଆଇଁ ଶଶୁର ଘରକୁ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବା ପରେ ସେମାନେ ପଳାଇବା ପାଇଁ ଯୋଜନା କରିଥିଲେ |

ଗାଁ ର ରାତି ସମୟରେ ସାଳି ଭେଣେଇ ଯାଉଥିବା ସମୟରେ ଗାଁ ର କିଛି ଯୁବକ ଏମାନଙ୍କୁ ଧରି ପକାଇଥିଲେ ଓ ଏହା ପରେ ଏହି ଦୁହିଁଙ୍କୁ ଘର ଲୋକମାନଙ୍କ ସାମ୍ନାକୁ ଆଣାଯାଇଥିଲା | ସେଠାରେ ଏହି ସାଳି ଭେନେଇ ଦୁହେଁ ସତ୍ୟତା ପ୍ରକାଶ କରିଥିଲେ |

ଏହା ପରେ ସାଳି କାନ୍ଦି କାନ୍ଦି ସବୁ ସତ ପରିବାର ଲୋକଙ୍କ ଆଗରେ କହିବାପରେ ଦୁହିଁଙ୍କୁ ଆଦେଶ ଦିଆଯାଇଥିଲା କି ଦୁହେଁ ଦୁହିଁଙ୍କ ଠୁ ଦୁରେଇ ରହିବ ପାଇଁ ଆପଣମାନେ ଏହି ଫୋଟୋ ରେ ଆପଣମାନେ ଦୁହିଁଙ୍କୁ ଦେଖିପାରୁଥିବେ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |